ତାଜା ଖବର ଦେଶ ରାଜ୍ୟ କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ: ମୁଖ୍ୟମନ୍ତ୍ରୀ September 5, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା…
ତାଜା ଖବର ଦେଶ ୟୁପି ନକଲି ନୋଟ ରାକେଟ ଠାବ ଘଟଣାରେ ଓଡ଼ିଶା ଲିଙ୍କ September 4, 2024 Nirvay ଉତ୍ତର ପ୍ରଦେଶ ପ୍ରୟାଗରାଜସ୍ଥିତ ମଦ୍ରାସାରେ ଗତ ୨୮ ତାରିଖରେ ନକଲି ନୋଟ୍ ରାକେଟ୍ ଠାବହୋଇଥିବା ବେଳେ ଏଥିରେ ଓଡିଶା ଲିଙ୍କ ଥିବା ଜଣାପଡିଛି। ସନ୍ଦେହଜନକ ଗତିବିଧି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପ୍ରୟାଗରାଜ ପୋଲିସ ଚଢ଼ଉ କରିଥିଲା। ରାକେଟ୍ରେ…
ତାଜା ଖବର ଦେଶ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ September 3, 2024 Nirvay ଛତିଶଗଡ଼ର ଦନ୍ତେୱାଡ଼ାରେ ମଙ୍ଗଳବାର ବଡ଼ଧରଣର ମାଓ ବିରୋଧୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ର ଦନ୍ତେୱାଡା ଓ…
ତାଜା ଖବର ଦେଶ ରାଜନୀତି ପଶ୍ଚିମବଙ୍ଗରେ ପାରିତ ହେଲା ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ September 3, 2024 Papirani କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଦଣ୍ଡ ଦେବା ଦାବିରେ ସାରା ଦେଶରେ ଆନ୍ଦୋଳନ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଆଣିଛନ୍ତି ‘ଅପରାଜିତା ବିଲ୍’…
ତାଜା ଖବର ଦେଶ ଜରୁରୀ ଅବତରଣ ବେଳେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ September 3, 2024 Nirvay ଗୁଜରାଟର ପୋରବନ୍ଦର ଉପକୂଳ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଜଣ କ୍ରୁ ମେମ୍ବର ନିଖୋଜ ହୋଇଯାଇଛନ୍ତି । ଆଇସିଜେର ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲଏଚ୍)ରେ ଥିବା ୪ ଜଣ…
ତାଜା ଖବର ଦେଶ ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ; ଆଉ ଜଣେ ଶିଶୁକୁ ଲହୁଲୁହାଣ କଲା September 3, 2024 Nirvay ଉତ୍ତର ପ୍ରଦେଶର ବାହାରଚିରେ ଗଧିଆ ଆତଙ୍କ ଥମୁନି । କାଲି ଆତଙ୍କ ଖେଳାଇ ଥିବାବେଳେ ଆଜି ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା। ଗଧିଆ ଆକ୍ରମଣରେ ଶିଶୁ ଗୁରୁତର ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ମାସରେ…
ତାଜା ଖବର ଦେଶ କୋଲକାତା ଲଜ୍ଜା; ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ September 2, 2024 Nirvay ଦୁର୍ନୀତି ମାମଲାରେ କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଗିରଫ କରି ନିଜାମ ପ୍ୟାଲେସସ୍ଥିତ କାର୍ଯ୍ୟାଳୟକୁ ନେଲା ସିବିଆଇ। ଅଭୟା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହିଛି ଆର୍ଜି କର ହସ୍ପିଟାଲ୍। ପ୍ରକାଶ…
ଖେଳ ଦେଶ ବିଶ୍ୱ ପ୍ୟାରିସ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର September 2, 2024 Papirani ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ପାରାଅଲିମ୍ପିକ୍ସ ହୋଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି…
ତାଜା ଖବର ଦେଶ ରାଜନୀତି ଆପ୍ ବିଧାୟକ ଅମାନତୁଲ୍ଲା ଖାନ ଗିରଫ September 2, 2024 Papirani ଦିଲ୍ଲୀ ୱାକଫ୍ ଚାକିରି ଅନିୟମିତତା ମାମଲାରେ ଗିରଫ । ଦୀର୍ଘ ଘଣ୍ଟାର ରେଡ୍ ପରେ ଅମାନତୁଲ୍ଲା ଗିରଫ ।ଦିଲ୍ଲୀ ବାସଭବନରେ ସକାଳୁ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସୂଚନା ମୁତାବକ; ୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ୱାକ୍ଫ ବୋର୍ଡର…
ତାଜା ଖବର ଦେଶ ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ September 2, 2024 Nirvay ଉତ୍ତର ପ୍ରଦେଶ ବାହାରଚିରେ ଗଧିଆ ଆତଙ୍କ ଥମିବାର ନାଁ ଧରୁନି। ପୁଣି ଆଉ ଜଣେ ଶିଶୁକୁ ମାରିଲା ଗଧିଆ। ୩ ବର୍ଷର ଶିଶୁକୁ ଘରୁ ଟାଣି ନେଇ ମାରିଦେଇଛି। ଗଧିଆ ଆକ୍ରମଣରେ ଆଉ୨ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ୨…