Category: ଦେଶ

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ । ଭୁବନେଶ୍ବରରେ ପାସ୍‌ହାର ରହିଛି ୮୩.୬୪ ପ୍ରତିଶତ । ୧୭ ଲକ୍ଷ ୮୮ ହଜାର ଦେଇଥିଲେ ଦ୍ବାଦଶ…

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ଜମ୍ମୁ ଓ ପଞ୍ଜାଵରେ ଉଡିଲା ଡ୍ରୋନ୍

ପୁଣି ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଜମ୍ମୁ କାଶ୍ମୀର ସାମ୍ବା ସେକ୍ଟରରେ ଏବଂ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ ଦେଖାଯିବା ସହ ବଡ଼ ବିସ୍ଫୋରଣ ଶବ୍ଦ ବି ଶୁଭିଛି । ତେବେ ଭାରତ, ପାକିସ୍ତାନୀ ଡ୍ରୋନକୁ ମାରି…

ଅପରେସନ ସିନ୍ଦୂର ଦେଶର ମାଆ ଓ ଭଉଣୀଙ୍କ ପାଇଁ ସମର୍ପିତ: ନରେନ୍ଦ୍ର ମୋଦି

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ଅପରେସନ ସିନ୍ଦୂର ଦେଶର ମାଆ…

ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ‘ଅପରେସନ୍ ସିନ୍ଦୂର’ ପରେ ଏହା ମୋଦିଙ୍କ ପ୍ରଥମ ସମ୍ବୋଧନ। NSA, CDS, ତିନି ସେନା ମୁଖ୍ୟଙ୍କ ସହ ସରିଛି ଆଲୋଚନା। ଅପରେସନ ସିନ୍ଦୂର ସମ୍ପର୍କରେ…

ଆଲୋଚନା ପୂର୍ବରୁ DGMO ବ୍ରିଫିଂ; ଲଢେ଼ଇ ପାଇଁ ୩ ସେନା ପୂରା ପ୍ରସ୍ତୁତ ହୋଇ ରହିଛି

ଅପରେସନ ସିନ୍ଦୂରକୁ ନେଇ ତିନି ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆଲୋଚନା ପୂର୍ବରୁ DGMO ବ୍ରିଫିଂ ।ଅପରେସନ ସିନ୍ଦୂର ନେଇ ଦ୍ବିତୀୟ ବ୍ରିଫିଂ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଲେ ଆମ ଲଢ଼େଇ ଆତଙ୍କବାଦ ଓ ଆତଙ୍କୀଙ୍କ ବିରୋଧରେ…

ଅପରେସନ୍ ସିନ୍ଦୂରର ସଫଳତା; ଆହୁରି ଭୋଗିବ ପାକିସ୍ତାନ: ସମ୍ବିତ ପାତ୍ର

ଆହୁରି ଭୋଗିବ ପାକିସ୍ତାନ। ଅପରେସନ୍ ସିନ୍ଦୂରର ସଫଳତା ପରେ ପ୍ରଥମ ଥର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅପରେସନ ‘ସିନ୍ଦୂର’କୁ ନେଇ ବିଜେପି…

ଆଜି ଭାରତ ପାକ ମଧ୍ୟରେ ଫାଇନାଲ ଆଲୋଚନା

ଅସ୍ତ୍ରବିରତି ପରେ ଆଜି ଭାରତ-ପାକ୍‌ ଫାଇନାଲ ଆଲୋଚନା ।ଦିନ ୧୨ଟାରେ ଉଭୟ ଦେଶର ଡିଜିଏମଓ ସ୍ତରୀୟ ହେବ ଆଲୋଚନା। ମେ’ ୧୦ର ବୈଠକରେ ଉଭୟ ଦେଶ ଅସ୍ତ୍ରବିରତିକୁ ସହମତି ଦେଇଥିଲେ । ଅସ୍ତ୍ରବିରତି ପରଠାରୁ ସୀମାରେ ରହିଛି ଶାନ୍ତି ପରିବେଶ ।…

ଅପରେସନ ସିନ୍ଦୂର: ପାକିସ୍ତାନର ପ୍ରତିରକ୍ଷା କ୍ଷମତା ଛାରଖାର

ଅପରେସନ୍‌ ସିନ୍ଦୂରକୁ ନେଇ ଆଜି ଭାରତର ତିନି ସେନାର ପ୍ରେସ୍‌ମିଟ୍‌ । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍‌ କରିଛନ୍ତି। ପହଲଗାମ ଆତଙ୍କୀ ହମଲା ପରେ ଭାରତର ତିନି ସେନା ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ…

ସରିନି ଅପରେସନ ସିନ୍ଦୂର; ଗୁଳିର ଜବାବ ଦିଆଯିବ ଗୋଳାରେ: ପ୍ରଧାନମନ୍ତ୍ରୀ

ସରିନି ଅପରେସନ ସିନ୍ଦୂର। ଭାରତ-ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଉଭୟ ଦେଶ ସହମତି ଜଣାଇବା ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ୩ ସେନା ମୁଖ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହାପରେ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଉଦଘାଟିତ ହେଲା ବ୍ରହ୍ମୋସ ସୁପରସୋନିକ ନିର୍ମାଣ ୟୁନିଟ୍

ଲକ୍ଷ୍ନୌରେ ବହ୍ମୋସ୍ ମିସାଇଲ ନିର୍ମାଣ ପାଇଁ ବିଶାଳ ୟୁନିଟ ଉଦଘାଟିତ । ଭିଡିଓ କନଫେରେନ୍ସରେ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୨ ଶହ ଏକର ଜମି ଓ ୩ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି…