Category: ଦେଶ

କାଶ୍ମୀର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନିନ୍ଦା

ଆଜି ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ଉଗ୍ରପନ୍ଥୀ ମାନେ କାଶ୍ମୀରର ପହେଲଗାମ ଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ…

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍‌ରେ ମଙ୍ଗଳବାର ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳ ଯୁବକ ପ୍ରଶାନ୍ତ ଶତପଥୀ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ…

ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ: ୨୮ ମୃତ ସୂଚନା

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବୈସାରନ ଉପତ୍ୟକାର ଉପର ଅଞ୍ଚଳରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆଜି ଦିନ ପ୍ରାୟ…

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ ଓ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ପହଲଗାମ୍ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନରେ ଆଜି ଅତର୍କିତ ଭାବେ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଗୁଳିମାଡ଼ରେ ୩ ପର୍ଯ୍ୟଟକ ଓ ୨ ସ୍ଥାନୀୟ ବାସିନ୍ଦା ଗୁରୁତର ଆହତ…

ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଓ୍ବାକଫ ହିଂସା ଘଟଣା: ଝାରସୁଗୁଡ଼ାରେ ମୁର୍ଶିଦାବାଦ ଅପରାଧୀ; ୨ ଗିରଫ

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗ ଏସଟିଏଫର ତନାଘନା । ମୁର୍ଶିଦାବାଦରେ ଦଙ୍ଗା ଘଟଣାରେ ଛାନଭିନ୍ କରୁଛି ୫ ଜଣିଆ ଏସଟିଏଫ । ପଶ୍ଚିମବଙ୍ଗ ହିଂସା ଘଟଣା ଘଟାଇଥିବା ହିଂସାକାରୀ ଝାରସୁଗୁଡ଼ାରେ ଲୁଚିଥିବା ସନ୍ଦେହରେ ରବିବାର ବିଳମ୍ୱିତ ରାତିରେ ଏସଟିଏଫର ଟିମ୍ ବନହରପାଲି ଥାନା ବନ୍ଧବାହାଲରେ…

ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନ୍‌କାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ

ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲଙ୍କ ସହିତ ପୋଲିସ ଏବଂ ସିଆରପିଏଫ ଦଳ ମଧ୍ୟରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ। ମୃତ ନକ୍ସଲଙ୍କ ମଧ୍ୟରେ ବିବେକ ସ୍କ୍ୱାଡ୍ ସାମିଲ୍ ଅଛି । ଯାହାଙ୍କ ନାଁରେ ଥିଲା…

ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଯିବେ କ୍ୟାପଟେନ୍‌ ଶୁଭ୍ରାଂଶୁ ଶୁକ୍ଲା

ମହାକାଶ କ୍ଷେତ୍ରରେ ଭାରତ ନୂଆ ଇତିହାସ ରଚିବାକୁ ଯାଉଛି । ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ । ଆଗାମୀ ମାସରେ ISS ର ମହାକାଶ ଯାତ୍ରାରେ ସେ…

୨୦୦୦ ଟଙ୍କା ୟୁପିଆଇ ପ୍ରଦାନ ଉପରେ ଲାଗିବନି ଜିଏସଟି

୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଜିଏସ୍ ଟି ଲାଗୁ କରିବାକୁ ଯୋଜନା କରୁଥିବା ଖବରକୁ କେନ୍ଦ୍ର ସରକାର ଦୃଢ଼ତାର ସହ ଖଣ୍ଡନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ସରକାରଙ୍କ ଏଭଳି କୌଣସି ପ୍ରସ୍ତାବ…

ଓଡିଶା, ଝାଡ଼ଖଣ୍ଡ ସୀମାନ୍ତରେ ଆଇଇଡି ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲେ ୨ ଯବାନ

ଓଡିଶା, ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ଆଇଇଡି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ । ବାଇକ୍‌ରେ ୨ ସିଆରପିଏଫ ଯବାନ ଆସୁଥିବା ବେଳେ ବିସ୍ଫୋରଣ । ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କୁ ଚିକିତ୍ସା ପାଇଁ…

ମେ’ ୧ରୁ ଟୋଲ୍ ଆଦାୟ ନିୟମରେ ହେବ ପରିବର୍ତ୍ତନ; GPS ମୋଡ଼ରେ କଟିବ ଟଙ୍କା

ଦେଶରେ ହାଇଓ୍ବେ ଟୋଲ୍ ଆଦାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ମେ’ ୧, ୨୦୨୫ ରୁ, ଟୋଲ୍ ଆଦାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ୧ ମେ’ରୁ ଆପଣଙ୍କୁ ଟୋଲ୍ ଟ୍ୟାକ୍ସ ଦେବା ପାଇଁ ଫାସ୍‌ଟ୍ୟାଗ୍‌…