Category: ଦେଶ

RAW ବିଭାଗର ମୁଖ୍ୟ ହେଲେ ପରାଗ ଜୈନ

ଶନିବାର ଦିନ ବରିଷ୍ଠ ଆଇପିଏସ୍ ଅଧିକାରୀ ପରାଗ ଜୈନଙ୍କୁ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ୧୯୮୯ ବ୍ୟାଚ୍ ର ପଞ୍ଜାବ କ୍ୟାଡରର IPS ଅଧିକାରୀ ହେଉଛନ୍ତି ପରାଗ ଜୈନ । ସେ ଜୁଲାଇ ପହିଲାରୁ…

କୋଲକାତାରେ ଆଇନ ଛାତ୍ରୀଙ୍କୁ କ୍ୟାମ୍ପସ ଭିତରେ ଗଣଦୁଷ୍କର୍ମ ଘଟଣା; ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ

କୋଲକାତାର ଆରଜି କର ମେଡିକାଲ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବର୍ଷେ ନ ପୁରୁଣୁ ଏବେ ଆଉ ଏକ ଲୋମହର୍ଷଣକାରୀ ମାମଲା ଆସିଛି । କସବା ଆଇନ ମହାବିଦ୍ୟାଳୟ ପରିସର ଭିତରେ ଗଣଦୁଷ୍କର୍ମର ଶିକାର…

ମହାକୁମ୍ଭ ପରେ ପୁରୀ ରଥଯାତ୍ରାରେ ସେବା ଆରମ୍ଭ କଲେ ଆଦାନୀ, ଆଜିଠୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ମାଗଣାରେ ଦିଆଯିବ ଖାଦ୍ୟ

ଚଳିତ ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ବଡ଼ ମହାକୁମ୍ଭ ମେଳାରେ ସେବା କରିବା ପରେ, ଏବେ ଆଦାନୀ ଗ୍ରୁପ୍ ଓଡ଼ିଶାର ପୁରୀର ପ୍ରସିଦ୍ଧ ରଥଯାତ୍ରାରେ ମଧ୍ୟ ସେବା ଆରମ୍ଭ କରିଛି। ୨୬ ଜୁନ୍ ରୁ ୮ ଜୁଲାଇ ପର୍ଯ୍ୟନ୍ତ ରଥଯାତ୍ରାରେ ଭକ୍ତ ଏବଂ…

ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ଶୁକ୍ଳା

ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ଶୁକ୍ଳା । ସ୍ପେଶ୍‌ ଷ୍ଟେସନ୍‌ରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେସନ୍‌ରେ ଶୁଭାଂଶୁ ପହଞ୍ଚିଛନ୍ତି। ଭାରତୀୟ ବାୟୁ ସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ଆଜି ଅନ୍ତରାଷ୍ଟ୍ରୀୟ ମହାକାଶ…

ଆସନ୍ତାକାଲି ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି

ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା। ଏହି ଅବସରରେ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ଉପରାଷ୍ଟ୍ରପତି। ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ସମେତ ଅନେକ ଶିଳ୍ପପତି ଓ ଭିଭିଆଇପି ପୁରୀ ଆସି ରଥଯାତ୍ରା ଦେଖିବେ। ଏନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ…

ଏସ୍‌ସିଓର ସମ୍ମିଳନୀରେ ଭାରତର ବଡ଼ ପଦକ୍ଷେପ; ଘୋଷଣା ପତ୍ର ସ୍ବାକ୍ଷର କଲାନି ଭାରତ 

ଏସ୍‌ସିଓର ସମ୍ମିଳନୀ ପାଇଁ ଚାଇନାର ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ଚାଇନାର କ୍ୱିଂଡାଓ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ପରେ ଜାରି ହେବାକୁ ଥିବା ଘୋଷଣାପତ୍ରରେ ସ୍ବାକ୍ଷର…

ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୨ ମହିଳା ମାଓବାଦୀ ନିହତ

ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ପୋଲିସ ଏନକାଉଣ୍ଟରେ ୨ ହାର୍ଡକୋର୍ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହା ସହ ସେଠାରେ ରାଇଫଲ୍, ବନ୍ଧୁକ ଓ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି ।…

୨୦୨୬ରୁ ବର୍ଷକୁ ଦୁଇଥର ହେବ CBSE ଦଶମ ପରୀକ୍ଷା

ଏବେ ଛାତ୍ରଛାତ୍ରୀମାନେ ବର୍ଷକୁ ଦେବେ ଦୁଇଥର ଦଶମ ପରୀକ୍ଷା । ୨୦୨୬ରୁ ବର୍ଷକୁ ଦୁଇଥର ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷା । ଏଥିରେ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଓ ଦ୍ବିତୀୟ ପରୀକ୍ଷା ଇଚ୍ଛାଧୀନ ରହିବ । ଯେଉଁ…

ନାରୀ ନିର୍ଯାତନା ପ୍ରସଙ୍ଗରେ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟିର କୋହଭରା ମନ୍ତବ୍ୟ

ନିକଟରେ ଓଡ଼ିଶାରେ ଘଟିଥିବା କିଛି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖ ଜାଣିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର ତଥ୍ୟ ଅନୁଧ୍ୟାନକାରୀ କମିଟିର ସଭ୍ୟାମାନେ ତିନିଦିନ ସଂପୃକ୍ତ ଘଟଣାସ୍ଥଳଗୁଡ଼ିକୁ ଯାଇ ପୀଡ଼ିତାମାନଙ୍କ ପରିବାର, ଗ୍ରାମବାସୀ, ସ୍ଥାନୀୟ ନେତୃତ୍ୱ, ପୋଲିସ ଓ ଜିଲ୍ଲା…

ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଧୁ’ ଜରିଆରେ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଓଡ଼ିଆ ଛାତ୍ରଛାତ୍ରୀ ଦିଲ୍ଲୀ ଫେରିଛନ୍ତି । ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଥିବା ପରେ ସେମାନେ ଭାରତ, ଇସ୍ରାଏଲ ଓ…