Category: ଦେଶ

ଆରବିଆଇ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତି ପାଇଲେ ସଞ୍ଜୟ ମାଲହୋତ୍ରା। ସରକାର ସଞ୍ଜୟ ମଲହୋତ୍ରାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୬ ତମ ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି । ଆଗାମୀ ତିନି ବର୍ଷ ଯାଏ ସରକାର ତାଙ୍କୁ…

ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ୍‌ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଉପନିର୍ବାଚନ ପାଇଁ ସୁଜିତ୍‌ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଓଡ଼ିଶାରେ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି । ସେଥିପାଇଁ ଆଜି ଭାରତୀୟ ଜନତା ପାର୍ଟୀ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ…

ଦିଲ୍ଲୀର ଏକାଧିକ ସ୍କୁଲକୁ ମିଳିଲା ବୋମାମାଡ଼ ଧମକ

ଦିଲ୍ଲୀର ୪୦ରୁ ଅଧିକ ସ୍କୁଲକୁ ମିଳିଲା ବୋମା ଧମକ । ଇ ମେଲ୍ ଜରିଆରେ ସ୍କୁଲକୁ ଆସିଛି ବୋମା ଧମକ । ୪୦ରୁ ଅଧିକ ସ୍କୁଲକୁ ଇ-ମେଲରେ ଆସିଛି ବୋମା ଧମକ। ଆଜି ସକାଳେ ଇ-ମେଲ୍ ମିଳିବା ପରେ ପ୍ରଥମେ ପିଲାମାନଙ୍କୁ…

ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ଅଲ୍ଲୁ ଅର୍ଜୁନ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ସେ ନିଜ ସୋସିଆଲ ମିଡ଼ିଆ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ…

ମୟୂରଭଞ୍ଜକୁ ୩ଟି ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି

୫ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜରେ ତିନୋଟି ନୂତନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢ଼ାମରା-ଚାକୁଲିଆ, ଓ ବାଦାମପାହାଡ଼-କେନ୍ଦୁଝରଗଡ଼କୁ ସଂଯୋଗ କରୁଥିବା ୩ଗୋଟି…

ଦେଶରେ ଖୋଲିବ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ; ଓଡ଼ିଶା ପାଇଲା ୮ଟି

କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେଶରେ ଖୋଲିବାକୁ ଯାଉଛି ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ)…

ମନ୍ତ୍ରୀମାନଙ୍କୁ ବିଭାଗ ବାଣ୍ଟିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ୍; ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ୍ ଆଜି ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ, ଶ୍ରମ, ରାସ୍ତା ନିର୍ମାଣ ଏବଂ ଗୃହ ନିର୍ମାଣ ମନ୍ତ୍ରଣାଳୟ ରଖିଥିବା ବେଳେ ରାଧା କୃଷ୍ଣ…

ରାଜ୍ୟସଭା ଗୃହରୁ ମିଳିଲା ପୁଳା ପୁଳା ଟଙ୍କା 

ରାଜ୍ୟସଭା ସଂସଦ ଗୃହରେ ଥିବା ସିଟ୍‌ ତଳୁ ବାହାରିଲା ପୁଳା ପୁଳା ଟଙ୍କା। ସେ ପୁଣି ଜଣେ କଂଗ୍ରେସ ସାଂସଦଙ୍କ ଆସନରୁ । କଂଗ୍ରେସ ସାଂସଦ ଅଭିଷେକ ମନୁଙ୍କ ସିଟ୍‌ ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଏହାକୁ ନେଇ…

ନିଜ ଜନ୍ମମାଟି ରାଇରଙ୍ଗପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜନ୍ମମାଟିରେ ଆସି ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ପହଞ୍ଚିବା ପରେ ପାରମ୍ପରିକ ନୃତ୍ୟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତି…

ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଭାରତୀ ରିଜର୍ଭ ବ୍ୟାଙ୍କ(ଆରବିଆଇ) ।ଲଗାତାର ୧୧ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ହୋଇଛି । ୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ ହୋଇଥିବା ନେଇ ଆରବିଆଇ…