ଦେଶ ବାଂଲାଦେଶରେ ହିଂସା: ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ July 21, 2024 Nirvay ବାଙ୍ଗଲାଦେଶରେ ହିଂସା ଥମିବାର ନାଁ ଧରୁନି। ଏହି ହିଂସା ପାଇଁ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ବାଂଲାଦେଶ ଅଶାନ୍ତ ହୋଇପଡିଥିବାବେଳେ ୧୧୫କୁ ବଢ଼ିଲାଣି ମୃତ୍ୟୁସଂଖ୍ୟା । ନିଯୁକ୍ତିରେ ସଂରକ୍ଷଣକୁ ବିରୋଧ କରି ଏଭଳି ହିଂସା ଜାରି ରହିଛି । ହିଂସାକାଣ୍ଡ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ July 20, 2024 Papirani ପଦ୍ମଶ୍ରୀ ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦୀ । ସେ ନିଜ ସୋସିଆଲ ମିଡ଼ିଆରେ ଟୁଇଟ୍ କରି ଲେଖିଛନ୍ତି ଶ୍ରୀମତୀ କମଳା ପୂଜାରୀଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ। ଶ୍ରୀମତୀ କମଳା…
ତାଜା ଖବର ଦେଶ ପ୍ରକାଶ ପାଇଲା ନିଟ୍ ୟୁଜିର ପରୀକ୍ଷା ଫଳ July 20, 2024 Papirani ବିବାଦ ମଧ୍ୟରେ ଆଜି ପ୍ରକାଶ ପାଇଲା ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜିର ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ନିଜର ଅଫିସିଆଲ୍ ୱେବସାଇଟରେ ନିଟ୍ ୟୁଜିର ପରୀକ୍ଷା ଫଳ ପ୍ରକାଶ କରିଛି | ନିଟ୍ ୟୁଜି ପରୀକ୍ଷାରେ…
ତାଜା ଖବର ଦେଶ ୟୁପିଏସ୍ସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି July 20, 2024 Papirani କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି)ର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି । କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ଆଗାମୀ ୫ବର୍ଷ ପାଇଁ ସେ ୟୁପିଏସ୍ସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ।…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜେପି ନଡ୍ଡା July 19, 2024 Papirani ପୁରୀରେ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବକ୍ତବ୍ୟ । ଜେପି ନଡ୍ଡା ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ ସହ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ…
ତାଜା ଖବର ଦେଶ ଶନିବାର ୧୨ଟା ସୁଦ୍ଧା ପ୍ରକାଶ ପାଇବ ନିଟ୍-ୟୁଜି ରେଜଲ୍ଟ July 18, 2024 Papirani ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ୍-ୟୁଜି ପରୀକ୍ଷାଫଳ ପ୍ରକାଶ ନେଇ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସହର ୱାରୀ ଏବଂ ପରୀକ୍ଷା…
ତାଜା ଖବର ଦେଶ ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା; ୨ ମୃତ, ଅନେକ ଗୁରୁତର July 18, 2024 Papirani ପୁଣି ଏକ ବଡ଼ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି ।…
ତାଜା ଖବର ଦେଶ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ, ୪ ଜଣ ଗୁରୁତର July 18, 2024 Papirani ପୁଣି ନକ୍ସଲଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଛତିଶଗଡ଼ରେ ସିଆରପିଏଫ୍ ଓ ଡିଆର୍ଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ନକ୍ସଲ । ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଥିବା ବେଳେ ବିସ୍ଫୋରଣରେ ୪ ଜଣ…
ଦେଶ ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ July 17, 2024 Nirvay ମହାରାଷ୍ଟ୍ର ଗଡ଼ଚିରୋଲିରେ ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର ପୋଲିସ ଏନ୍କାଉଣ୍ଟର କରିଥିବାବେଳେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ଗୁଳିବିନିମୟ ବେଳେ ଜଣେ ପୋଲିସ ଓ ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି। ୩ଟି ଏକେ…
ତାଜା ଖବର ଦେଶ ରାଜନୀତି କାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ July 17, 2024 Papirani ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ ବୈଠକ । ଏହି ବୈଠକ ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଯାଉଛି । ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ…