Category: ତାଜା ଖବର

PMAY-U 2.0: PMAY-U 2.0 ସଂସ୍କାରରେ ଓଡ଼ିଶାର ବାଜିମାତ: କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ସ୍ୱତନ୍ତ୍ର ସମ୍ମାନ

ସହରାଞ୍ଚଳ ଆବାସ କ୍ଷେତ୍ରରେ ଓଡ଼ିଶା ପୁଣି ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (PMAY-U) 2.0 ଅଧୀନରେ ଦେଶର ସର୍ବାଧିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବାରୁ ଓଡ଼ିଶାକୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ‘ସ୍ପେଶାଲ…

Vigilance Traps Bhubaneswar RI: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ରାଜସ୍ୱ ନିରୀକ୍ଷକ

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନା ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱରର ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ…

सुप्रीम कोर्ट ने CEC ज्ञानेश कुमार को निलंबित करने पर अंतरिम आदेश देने से किया इनकार; फॉर्म-6 को लेकर उठाए सवाल

सुप्रीम कोर्ट ने सोमवार को मुख्य चुनाव आयुक्त ज्ञानेश कुमार को सस्पेंड करने की मांग करने वाले किसी भी अंतरिम आदेश को पारित करने से इनकार कर दिया । उन…

Student Union Polls in Odisha: ଛାତ୍ର ସଂସଦ ନିର୍ବାଚନ ଘୋଷଣାକୁ ବିଜୁ ଛାତ୍ର ଜନତା ଦଳର ସ୍ୱାଗତ, ତରବରିଆ ଘୋଷଣାକୁ ନେଇ ପ୍ରଶ୍ନ

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଘୋଷଣାକୁ ନେଇ କ୍ୟାମ୍ପସ ରାଜନୀତି ବେଶ ଗରମାଗରମ ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନିର୍ବାଚନ ଘୋଷଣାକୁ ସ୍ୱାଗତ କରାଯାଇଛି । ଏହା ସହିତ ସରକାରଙ୍କ ଆଭିମୁଖ୍ୟକୁ ନେଇ ଗୁରୁତର ପ୍ରଶ୍ନବାଚୀ…

BJP Slams BJD Over Student Elections: ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରିଥିଲା ବିଜେଡି ସରକାର: ବିଜେପି

ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ଐତିହାସିକ ନିଷ୍ପତ୍ତିକୁ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ସୋସିଆଲ ମିଡିଆ ମାଧ୍ୟମରେ ସ୍ୱାଗତ କରିବା ସହ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ନିଷ୍ପତ୍ତି ସମଗ୍ର ଓଡ଼ିଶାର…

Odisha Student Union Elections: ଆସନ୍ତା ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଦୀର୍ଘ ୮ ବର୍ଷର ଲମ୍ବା ଅପେକ୍ଷାର ଅନ୍ତ ଘଟାଇ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣି ଥରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ ସରଗରମ। ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ମତଦାନ…

Rajnath Singh to Visit Odisha: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମଙ୍ଗଳବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସୁଛନ୍ତି।…