Category: ତାଜା ଖବର

Odisha Govt Honours Para Archer Payal Nag: ଓଡ଼ିଶାର ଗର୍ବ ପାୟଲ ନାଗ: ବିଶ୍ୱ ମଞ୍ଚରେ ସଫଳତା ପାଇଁ ସରକାରଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ବ୍ୟାଙ୍କକକ୍‌ଠାରେ ଅନୁଷ୍ଠିତ ବିଶ୍ୱ ପାରା ତୀରନ୍ଦାଜି ସିରିଜ୍‌ ୨୦୨୬ରେ ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଆଗାମୀ ଏସୀୟ ପାରା ଗେମ୍ସ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଅସାଧାରଣ ସଫଳତା…

Odisha CM’s Public Grievance Hearing: ଜୁନ୍ ୧ରେ ପୁଣି ଖୋଲିବ ଜନ ଶୁଣାଣି; ଲୋକଙ୍କ ସହ ସିଧା କଥା ହେବେ ମୁଖ୍ୟମନ୍ତ୍ରୀ

ଆସନ୍ତା ଜୁନ୍ ୧ ତାରିଖ ସୋମବାର ସକାଳ ୮ଟାରେ ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗରସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ। ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ…

Third-Degree Allegation at Barang Police Station: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା; ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବାରଙ୍ଗା ଥାନାରେ ରାକେଶ ନାମକ ଜଣେ ଯୁବକଙ୍କୁ ତୃତୀୟ ଡିଗ୍ରୀ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆସିବା ପରେ ବାରଙ୍ଗା ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ମାଡ଼ ମରାଯାଇଥିବା ଯୁବକଙ୍କ ବାବଦରେ ପୋଲିସ ତଥ୍ୟ ଦେଉନଥିବା ଅଭିଯୋଗ କରି ଉତ୍ତ୍ୟେକ୍ତ…

3 Revenue Inspectors Suspended: ନିଲମ୍ବିତ ହେଲେ ୩ ଜଣ ଆର୍‌ଆଇ

ନିଲମ୍ବିତ ହେଲେ ୩ ଜଣ ଆର୍‌ଆଇ । କର୍ତ୍ତବ୍ୟରେ ଅବହେଳା ପାଇଁ କଟକର ତିନି ଜଣ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ନିଲମ୍ବନ କଲେ କଟକ ଜିଲ୍ଲାପାଳ। ତହସିଲଦାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଥିବା ଅଭିଯୋଗ ହୋଇଛି । ଏହା ପରେ ରାଜସ୍ୱ ସମ୍ବନ୍ଧୀୟ…

Global Temperatures: ଆସନ୍ତା ୫ ବର୍ଷରେ ରେକର୍ଡ ଅତିକ୍ରମ କରିବ ବିଶ୍ୱର ତାପମାତ୍ରା: WMO

ଗରମ ଓ ଗୁଳୁଗୁଳି ଜାରି ରହିଥିବା ବେଳେ ଆସନ୍ତା ୫ ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏଭଳି ଆକଳନ କରିଛି ବିଶ୍ୱ ପାଣିପାଗ ସଂଗଠନ (WMO) । WMOର ଆକଳନ ଅନୁସାରେ ୨୦୨୬ରୁ ୨୦୩୦…

Analysis Of Income & Expenditure of BJD: ନିର୍ବାଚନରେ ଆୟଠାରୁ ଢେର ଅଧିକ ଖର୍ଚ୍ଚ କଲା ବିଜେଡି!

ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ଆୟ ଓ ବ୍ୟୟ ଉପରେ ଏଡିଆର (Association for Democratic Reforms) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ବିଜୁ ଜନତା ଦଳ (ବିଜେଡି)ର ଆର୍ଥିକ ଚିତ୍ରକୁ ନେଇ ଚର୍ଚ୍ଚା ବଢ଼ିଛି। ରିପୋର୍ଟ ଅନୁସାରେ,…

NEET UG Paper Leak Case: NEET ପେପର ଲିକ୍ ମାମଲା: ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା NTA

NEET ବିଭ୍ରାଟ ଘଟଣାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା NTA । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ସୁପ୍ରିମକୋର୍ଟଙ୍କୁ ଜଣାଇଛି ଯେ ଏହା NEET ସମେତ ଏହାର ତତ୍ତ୍ୱାବଧାନରେ ପରିଚାଳିତ ସମସ୍ତ ପରୀକ୍ଷାର ଅଖଣ୍ଡତା, ସ୍ୱଚ୍ଛତା, ନିରପେକ୍ଷତା ଏବଂ ବିଶ୍ୱସନୀୟତା ବଜାୟ…