ତାଜା ଖବର ଦେଶ ରାଜନୀତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ଝଟ୍କା; ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚ୍ୟାଲେଞ୍ଜ ଆବେଦନକୁ ଖାରଜ September 24, 2024 Papirani କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ହାଇକୋର୍ଟଙ୍କ ଝଟ୍କା । ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲାରେ ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀକୁ ଚ୍ୟାଲେଞ୍ଜ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଜମି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା ।…
ତାଜା ଖବର ଦେଶ ବ୍ୟବସାୟ ରାଜ୍ୟ ଓଡ଼ିଶାରୁ ଚାଲିଯିବ ଜେଏସଡବ୍ଲୁ ପ୍ଲାଣ୍ଟ ! September 24, 2024 Papirani ଓଡ଼ିଶାରୁ ଚାଲିଯାଇପାରେ ରାଷ୍ଟ୍ରୀୟ କମ୍ପାନୀ ଜେଏସଡବ୍ଲୁ । ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା ହେଉଥିବାର ସୂଚନା ମିଳିଛି। ଓଡିଶାରେ ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ଏକ ଇଲେଟ୍ରିକ ଭେଇକଲ ଏବଂ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରିଥାଆନ୍ତା।…
ତାଜା ଖବର ଦେଶ ତାମିଲନାଡୁରେ ନର୍ସିଙ୍ଗ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ September 24, 2024 Nirvay ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲା ଅନ୍ତର୍ଗତ ଥେନିର ଜଣେ ନର୍ସିଂ ଛାତ୍ରୀଙ୍କୁ ଜଣେ ଦୁବୃତ୍ତ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଡିଣ୍ଡିଗୁଲ ରେଳ ଷ୍ଟେସନ ନିକଟରେ ଛାଡି ଦେଇଥିଲେ। ସେଠାରେ ସେ…
ତାଜା ଖବର ରାଜ୍ୟ ଭରତପୁର ଥାନାରେ ଲାଗିଲା ସିସିଟିଭି September 24, 2024 Nirvay ମେଜର-ପୋଲିସ ବିବାଦ ପରେ ଭରତପୁର ଥାନା ଚର୍ଚ୍ଚାରେ ରହିଛି। ତେବେ ଭରତପୁର ଥାନାରେ ସିସିଟିଭି କ୍ୟାମେରା ଲାଗିବ ନେଇ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଁ କ୍ରମରେ ଥାନାରେ ୨୫ଟି ସିସିଟିଭି ଲାଗିବାର ବ୍ୟବସ୍ଥା ଥିଲା ବେଳେ ୧୬ଟି ଲାଗିଛି । ପୋଲିସ କର୍ମଚାରୀ…
ତାଜା ଖବର ରାଜ୍ୟ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ; କ୍ୟାପିଟାଲ ହସ୍ପିଟାଲରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ September 24, 2024 Nirvay ଦଶହରା ବୋନସ ଓ ମାସକର ଦରମା ପ୍ରଦାନ ଦାବିରେ ଗତକାଲିଠୁ କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ଧାରଣାରେ ବସିଛନ୍ତି। ଫଳରେ କ୍ୟାପିଟାଲ ହସ୍ପିଟାଲ ପରିସରରେ କୁଢ଼ କୁଢ଼ ଆବର୍ଜନା ଗଦା ହେବା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଦୁର୍ଗନ୍ଧରେ ନାକ…
ତାଜା ଖବର ବିଶ୍ୱ ଲେବାନନ ଉପରେ ଇସ୍ରାଏଲ୍ର ଭୟଙ୍କର ଆକ୍ରମଣ; ୪୯୨ ମୃତ September 24, 2024 Nirvay ଲେବାନନର ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲର ବ୍ୟାପକ ବିମାନ ଆକ୍ରମଣରେ ୪୯୨ ଜଣଙ୍କ ମୃତ୍ୟୁ ଘଟିଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ, ୫୮ ମହିଳା ଅଛନ୍ତି। ଅନ୍ୟ ୧୬୪୫ ଜଣ ଆହତ ହୋଇଥିବା ଜଣାପଡିଛି। ଲେବାନନରେ…
ତାଜା ଖବର ରାଜ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ନିର୍ଦ୍ଦେଶ September 24, 2024 Nirvay ବାଣୀବିହାରରେ ଛାତ୍ରୀଙ୍କୁ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗର ଚେତା ପଶିଛି। ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ରହିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)। ସବୁ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ…
ତାଜା ଖବର ଦେଶ ଛତିଶଗଡ଼ରେ ବଜ୍ରପାତରେ ୬ ଛାତ୍ରଛାତ୍ରୀଙ୍କ ସମେତ ୮ ମୃତ September 23, 2024 Nirvay ଛତିଶଗଡ଼ର ରାଜନାନ୍ଦଗାଓଁ ଜିଲ୍ଲାର ଏକ ଗାଁରେ ବଜ୍ରପାତ ରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।। ଖବର ପାଇ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ…
ତାଜା ଖବର ରାଜ୍ୟ ଲୋକଙ୍କ ସମସ୍ୟା ଶୁଣିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ଦୁଃଖ ବୁଝିଲେ September 23, 2024 Nirvay ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣିବାର ଧାରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଆଶ୍ୱାସନା ଦେବା ସହିତ ସମସ୍ୟାର…
ତାଜା ଖବର ଦେଶ ବଦଳିବ ପୁଣେ ଏୟାରପୋର୍ଟ ନାଁ September 23, 2024 Nirvay ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ପୁଣେର ଲୋହେଗାଓଁ ଅନ୍ତର୍ଜାତୀୟ ବିମାନବନ୍ଦରକୁ “ଜଗଦଗୁରୁ ସନ୍ଥ ତୁକାରାମ ମହାରାଜ ପୁଣେ ଅନ୍ତର୍ଜାତୀୟ ବିମାନବନ୍ଦର” ନାମରେ ନାମିତ କରିବା ପ୍ରସ୍ତାବକୁ ସୋମବାର ଅନୁମୋଦନ କରିଛନ୍ତି। ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ…