ତାଜା ଖବର ରାଜ୍ୟ ମାଡିଆସୁଛି ସାମୁଦ୍ରିକ ଝଡ ‘ଦାନା’, ପାରାଦୀପରୁ ୨୮୦ କିମି ଦୂରରେ ବାତ୍ୟା October 24, 2024 Papirani ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ ଦାନା। ୨୪ ତାରିଖ ବିଳମ୍ବିତ ରାତିରୁ ୨୫ ତାରିଖ ଭୋର ସୁଦ୍ଧା ବାତ୍ୟା ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା। ଗୁରୁବାର ସକାଳ ୮ଟା ସୁଦ୍ଧା ବାତ୍ୟା…
ତାଜା ଖବର ରାଜ୍ୟ ‘ଦାନା’ ମୁକାବିଲା ପାଇଁ ୧୪ ଜିଲ୍ଲାର କଣ୍ଟ୍ରୋଲ ରୁମ୍ ସହ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି October 24, 2024 Papirani ଓଡ଼ିଶା ମୁହାଁ ବାତ୍ୟା ଦାନା । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। ଆଜି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ ‘ଦାନା’। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ୪ଜଣ ସଦସ୍ୟାଙ୍କୁ ବରଖାସ୍ତ କଲେ ରାଜ୍ୟ ସରକାର October 23, 2024 Papirani ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ରାଜ୍ୟର ସରକାର ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟାଙ୍କୁ ତତ୍କାଳ ପ୍ରଭାବରୁ ବରଖାସ୍ତ କରିଛନ୍ତି । କମିଶନଙ୍କ ସହ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା…
ତାଜା ଖବର ରାଜ୍ୟ ବାତ୍ୟା ପାଇଁ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ, ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ: ମୁଖ୍ୟମନ୍ତ୍ରୀ October 23, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ…
ତାଜା ଖବର ରାଜ୍ୟ ମାଡ଼ିଆସୁଛି ବାତ୍ୟା ଦାନା; ପର୍ଯ୍ୟଟକଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ October 23, 2024 Papirani ରାଜ୍ୟକୁ ମାଡିଆସୁଛି ବାତ୍ୟା ‘ଦାନା’ । ସମ୍ଭାବ୍ୟ ବାତ୍ୟା ପାଇଁ କଡା ସୁରକ୍ଷା ବଳୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ତେଣୁ ଦୁଇଦିନ ଅର୍ଥାତ୍ ୨୪ ଓ ୨୫ ତାରିଖ ବନ୍ଦ ରହିବ ନନ୍ଦନକାନନ । ଅନ୍ୟପଟେ ନନ୍ଦନକାନନର ସମସ୍ତ କର୍ମଚାରୀଙ୍କୁ…
ତାଜା ଖବର ରାଜ୍ୟ ବାତ୍ୟା ଦାନା ପାଇଁ ଘୁଞ୍ଚିଲା ଓପିଏସସି ପରୀକ୍ଷା October 23, 2024 Papirani ଘୁଞ୍ଚିଲା ରାଜ୍ୟରେ ୨୦୨୩ ବର୍ଷ ପାଇଁ ହେବାକୁଥିବା ଓପିଏସସି ପରିଚାଳିତ ଓସିଏସ୍ ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୭ ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ବାତ୍ୟା ଦାନାକୁ ନେଇ ଓଡ଼ିଶା ଲୋକ ସେବା…
ତାଜା ଖବର ରାଜ୍ୟ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନାର ବାହ୍ୟବଳୟ October 23, 2024 Papirani ବାତ୍ୟା ଦାନା ପାଇଁ ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ବର୍ଷା ଆରମ୍ଭ। ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ବାତ୍ୟା ଦାନା ଏବେ ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା…
ତାଜା ଖବର ରାଜ୍ୟ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ‘ଦାନା’ କରିବ ଲ୍ୟାଣ୍ଡଫଲ୍! October 23, 2024 Papirani ବାତ୍ୟା ‘ଦାନା’ ପୁଣି ଥରେ ନିଜର ଦିଗ ପରିବର୍ତ୍ତନ କରିଛି । ସମୁଦ୍ର ଗର୍ଭରେ ଧିରେ ଧିରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଦାନା’ ଆସନ୍ତାକାଲି ସୁଦ୍ଧା ଏହା ଭୀଷଣ ବାତ୍ୟାରେ ରୂପ ନେବ । ଏହାରି ଭିତରେ…
ତାଜା ଖବର ରାଜନୀତି ରାଜ୍ୟ ବିଜେପିର ପକ୍ଷରୁ ଜାରି ହେଲା ବାତ୍ୟା ହେଲ୍ପ ଲାଇନ୍ ନମ୍ବର October 23, 2024 Papirani ବିଜେପି ପକ୍ଷରୁ ଜାରି ହେଲା ବାତ୍ୟା ପାଇଁ ହେଲ୍ପ ଲାଇନ୍ ନଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହେଲ୍ପ ଲାଇନ୍ ନଂ ହେଲା ୦୬୭୪-୨୩୯୩୯୮୪ । ହେଲ୍ପ ଲାଇନ୍ ନଂ ଜାରି କରିବା…
ତାଜା ଖବର ରାଜନୀତି ରାଜ୍ୟ ଜୀବନ ଅମୂଲ୍ୟ ତେଣୁ ବାତ୍ୟା ପାଇଁ ଭୟ କରନ୍ତୁନି, ସଜାଗ ରୁହନ୍ତୁ ବୋଲି ରାଜ୍ୟବାସୀଙ୍କୁ ନିବେଦନ କଲେ ନବୀନ ପଟ୍ଟନାୟକ October 23, 2024 Papirani ବାତ୍ୟା ‘ଦାନା’ ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ କହିଛନ୍ତି ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା ‘ଦାନା’ରୁ ଆମକୁ ସୁରକ୍ଷିତ କରିବ। ବାତ୍ୟା ଆସୁଥିବା…