Category: ତାଜା ଖବର

CNG Price Hike: ପୁଣି ବଢ଼ିଲା ସିଏନ୍‌ଜି ଦର

ସିଏନଜି ଉପଭୋକ୍ତାଙ୍କୁ ଦରବୃଦ୍ଧିର ଝଟକା ଲାଗିଛି। ପୁଣି ବଢ଼ିଲା ସିଏନ୍‌ଜି ଦର । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀର ଦୀର୍ଘ ବନ୍ଦ ଯୋଗୁଁ ବିଶ୍ୱ ଶକ୍ତି ବଜାରଗୁଡ଼ିକ ସ୍ତବ୍ଧ ହୋଇପଡ଼ିଛି। ଆଜିଠୁ ସିଏନ୍‌ଜି ଦର କେଜି ପିଛା ୧ ଟଙ୍କା…

Soro Station Rescue: ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ପୋଲିସ

ସୋର ଷ୍ଟେସନରୁ ୨୭ ପିଲାଙ୍କୁ ଉଦ୍ଧାର କଲା ରେଲୱେ ପୋଲିସ । ମୟୂରଭଞ୍ଜ କପ୍ତିପଦାରୁ ଅନୁଗୁଳ ଅଭିମୁଖେ ଯାଉଥିବା ୨୭ ଜଣଙ୍କୁ ଉଦ୍ଧାର କଲା ପୁଲିସ। ଉଦ୍ଧାର ୨୭ ଜଣଙ୍କ ମଧ୍ୟରୁ ୧୯ ନାବାଳକ ଓ ୮ ସାବାଳକ । ଅନୁଗୁଳ…

Nitin Nabin’s Odisha Visit: କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ସୂତ୍ର ଅନୁଯାୟୀ, ସେ କାଲି ରାତି ୧୦ଟା ୩୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବେ । ଓଡ଼ିଶାରେ ଥିବା ସମୟରେ ସେ ଦଳର କୋର୍ କମିଟି…

Posting Order Delay: ପୋଷ୍ଟିଂ ଅର୍ଡର ବିଳମ୍ବ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ: ଦାୟୀ ଅଧିକାରୀଙ୍କଠୁ ଆଦାୟ ହେବ ବେତନ

ସରକାରୀ କର୍ମଚାରୀଙ୍କ ଜଏନିଂ ଓ ପୋଷ୍ଟିଂ ଅର୍ଡର ପ୍ରଦାନରେ ଅଯଥା ବିଳମ୍ବ ହେବାକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ଏନେଇ ସର୍କୁଲାର ଜାରି କରି ସମସ୍ତ ସଚିବଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି…

Fuel Supply Crisis: ରାଜ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ: ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ

ରାଜ୍ୟରେ ଦେଖାଦେଇଥିବା ପେଟ୍ରୋଲ ଓ ଡିଜେଲ ସଂକଟ ସୋମବାର ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପକୁ…