Category: ତାଜା ଖବର

RCB vs GT IPL 2026 Final: ଆଜି ଆଇପିଏଲ ୨୦୨୬ର ମହାସଂଗ୍ରାମ

ଆଜି IPL ଫାଇନାଲ୍ ମୁକାବିଲା । ଅହମ୍ମଦାବାଦରେ ହେବ ଫାଇନାଲ ଫାଇଟ୍ । ୬୪ ଦିନ ଓ ୭୩ ମ୍ୟାଚ୍‌ର ଘମାଘୋଟ ଲଢ଼େଇ ପରେ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଦୁଇ ଟେବୁଲ୍‌ ଟପର୍‌ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ…

Police Encounter in Puri: ପୁରୀରେ ଏନକାଉଣ୍ଟର; କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଆହତ

ପୁରୀରେ ଏନକାଉଣ୍ଟର । ଓଡ଼ିଶା ପୋଲିସର ସଂଗଠିତ ଅପରାଧ ବିରୋଧରେ ଚାଲିଥିବା ଅଭିଯାନ ଅନ୍ତର୍ଗତ ଏକ ବଡ଼ ସଫଳତାରେ ଆଜି ପୁରୀର ବାସେଳିସାହି ଥାନା ଓଁକାରେଶ୍ବର ନିକଟରେ ପୁରୀ ପୋଲିସର ଏନକାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଓରଫ…

Hidden Camera in Women’s Washroom: ମହିଳା ୱାସ୍‌ ରୁମ୍‌ରୁ ହିଡେନ କ୍ୟାମେରା ଘଟଣା; କିରାଣି ସସ୍‌ପେଣ୍ଡ୍‌

ଜଗତସିଂହପୁର DRDA କାର୍ଯ୍ୟାଳୟର ମହିଳା ୱାସ୍‌ ରୁମ୍‌ରୁ ହିଡେନ କ୍ୟାମେରା ମିଳିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଜିଲ୍ଲାପାଳ DRDA ର କନିଷ୍ଠ କିରାଣି ସଞ୍ଜୟ ଅଧେକାଙ୍କୁ ସସ୍‌ପେଣ୍ଡ୍‌ କରିଛନ୍ତି । ସୂଚନା ଅନୁସାରେ, DRDA ଅଫିସର ମହିଳା ୱାସ୍‌ ରୁମ୍‌ରେ…

Medical Tests to Be Covered Under Ayushman Card: ରୋଗୀ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ ଆୟୂଷ୍ମାନ କାର୍ଡରେ ହେବ ସମସ୍ତ ମେଡିକାଲ୍‌ ପରୀକ୍ଷା

ଲୋକସେବା ଭବନରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ରାଜ୍ୟର ପ୍ରମୁଖ ବେସରକାରୀ ହସ୍ପିଟାଲରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀମାନଙ୍କ ପାଇଁ ହେଲ୍ପ ଡେସ୍କ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆବଶ୍ୟକୀୟ…

CUET (UG) 2026 में तकनीकी गड़बड़ी पर NTA ने मांगी माफी

राष्ट्रीय परीक्षण एजेंसी (NTA) ने आज कुछ केंद्रों पर CUET (UG) 2026 के आयोजन में बाधा डालने वाली तकनीकी गड़बड़ी पर खेद व्यक्त किया है । राष्ट्रीय परीक्षण एजेंसी ने…

Police Encounter in Jharsuguda: ଝାରସୁଗୁଡ଼ା ରେଙ୍ଗାଲିରେ ପୋଲିସ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅଞ୍ଚଳରେ ଆଜି ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି । ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ବ୍ରଜରାଜନଗର ଗାନ୍ଧିଛକ ଅଞ୍ଚଳର ବାସିନ୍ଦା ଜୟ ଚୌହାନ ବିଭିନ୍ନ…