ତାଜା ଖବର ରାଜ୍ୟ ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବ୍ୟାନ April 18, 2025 Papirani ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବ୍ୟାନ । ଏ ନେଇ ଆଜି ଯାତ୍ରା ମାଲିକ ସଂଘ ଉପସଭାପତି ତଥା ରାଜଧାନୀ ଯାତ୍ରା ପାର୍ଟି ମାଲିକ ପବିତ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ନରି ପଣ୍ଡା ଓ ପ୍ରତାପ…
ତାଜା ଖବର ଦେଶ ଆତ୍ମସମର୍ପଣ କଲେ ୨୨ ମାଓବାଦୀ April 18, 2025 Papirani ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ବେଳେ ଆଜି ୨୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସୁକମାରେ ଆତ୍ମସମର୍ପଣ କରିଛନ୍ତି ୨୨ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୯…
ତାଜା ଖବର ରାଜ୍ୟ ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ April 18, 2025 Papirani ମାଲେସିଆ ଯିବେ ଓଡ଼ିଶା ଚାଷୀ । ଚାଷୀଙ୍କୁ ମାଲେସିଆ ବୁଲାଇବ କୃଷି ବିଭାଗ । କାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ ।…
ତାଜା ଖବର ରାଜ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ନୂଆ ରାସନ କାର୍ଡ April 18, 2025 Papirani ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟା ହେବ ରଙ୍ଗୀନ ରାସନ କାର୍ଡ। ନୂଆ ରାସନ କାର୍ଡ ବଣ୍ଟନ ନେଇ ଘୋଷଣା କଲେ ସରକାର । ନୂଆ ରାସନ କାର୍ଡ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । କାର୍ଡ ଲାମିନେସନ ଓ ପ୍ରିଣ୍ଟ କରି ରଖିବାକୁ…
ତାଜା ଖବର ରାଜ୍ୟ ଆସନ୍ତା ମାସେ ଭିତରେ ସରିବ ରତ୍ନଭଣ୍ଡାର ମରାମତି କାମ: ଜଷ୍ଟିସ ବିଶ୍ବନାଥ ରଥ April 18, 2025 Papirani ଆସନ୍ତା ମାସେ ଭିତରେ ସରିବ ରତ୍ନଭଣ୍ଡାର ମରାମତି କାମ । ଭିତର ରତ୍ନଭଣ୍ଡାର ମରାମତି ପ୍ରାୟ ଶେଷ ହୋଇଥିବାବେଳେ ବାହାର ରତ୍ନଭଣ୍ଡାର ମରାମତି ଚାଲୁଛି। ଏନେଇ ପ୍ରତିକ୍ରିୟା ରଖିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ସେ କହିଛନ୍ତି ମରାମତି…
ତାଜା ଖବର ବିଶ୍ୱ ଭୂମିକମ୍ପ ଝଟ୍କାରେ ଥରିଲା ଚିଲିର ଉତ୍ତରାଞ୍ଚଳ April 18, 2025 Papirani ଉତ୍ତର ଚିଲିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସେସ୍ ରିକ୍ଟର ସ୍କେଲରେ ୫.୭ ରେ ଭୂକମ୍ପ ରେକର୍ଡ କରାଯାଇଥିବା ବେଳେ ଭୂମିକମ୍ପ ୧୭୮…
ତାଜା ଖବର ରାଜ୍ୟ ରାଜ୍ୟରେ କାଳବୈଶାଖୀ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ April 18, 2025 Papirani ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ । ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏହା ସହ ଦୁଇ ଦିନ କାଳବୈଶାଖୀ ଲାଗି ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ସହ କାଳବୈଶାଖୀ ବର୍ଷା…
ତାଜା ଖବର ରାଜ୍ୟ ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟିଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ April 17, 2025 Papirani ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟବାସୀଙ୍କୁ ଦେଇଛନ୍ତି ବଡ଼ ଉପହାର । ୪ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଡବଲ ଇଞ୍ଜିନ…
ତାଜା ଖବର ଦେଶ ୱକ୍ଫ ସଂଶୋଧନ ଆଇନ: ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ April 17, 2025 Papirani ୱାକଫ ସଂଶୋଧନ ଆଇନ-୨୦୨୫ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେ.ଭି ବିଶ୍ୱନାଥନଙ୍କ ପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି। ୱକ୍ଫ ସଂଶୋଧନ ନୂଆ…
ତାଜା ଖବର ରାଜ୍ୟ ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ ଡ. ହରେକୃଷ୍ଣ ମହତାବ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ April 17, 2025 Papirani କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ କରାଯାଉଛି । ଏହି ଜାତୀୟ ସମ୍ମିଳନୀରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ…