Category: ତାଜା ଖବର

Fuel Crisis Panic: ପେଟ୍ରୋଲ, ଡିଜେଲ ସଙ୍କଟ: ଛାନିଆ ହେଲେଣି ଲୋକ

ଦେଶରେ ଜାରି ରହିଛି ତେଲ ସଙ୍କଟ । ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍‌ରେ ରାତି ରାତି ଜଗି ରହିଛନ୍ତି ଲୋକେ। ଟାଙ୍କିରେ ପେଟ୍ରୋଲ ମାତ୍ର ୨୦୦ ଟଙ୍କା ଓ ଡିଜେଲ ୧୦୦୦ ଟଙ୍କାରୁ ଅଧିକ ନମିଳିବାରୁ ଛାନିଆ ହେଲେଣି ଲୋକ ।…

Petrol, Diesel, CNG Prices Hike: ଦେଶରେ ବଢ଼ିଲା ପେଟ୍ରୋଲ, ଡିଜେଲ ଓ CNG ମୂଲ୍ୟ

ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲ ୩.୧୪ ଟଙ୍କା ଏବଂ ଡିଜେଲ ୩.୧୧ ଟଙ୍କା ମହଙ୍ଗା ହୋଇଛି। ସେହିପରି CNG ମୂଲ୍ୟ କିଲୋଗ୍ରାମ ପ୍ରତି ୨ ଟଙ୍କା ବୃଦ୍ଧି କରିଛନ୍ତି। ଗତ ଚାରି ବର୍ଷ ଧରି ସ୍ଥିର…

SIR 2026 in Odisha: ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ SIR

ଓଡ଼ିଶାରେ ମେ’ ୩୦ ତାରିଖରୁ ଆରମ୍ଭ ହେବ SIR । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ସମେତ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ତୃତୀୟ ପର୍ଯ୍ୟାୟ “ସ୍ୱତନ୍ତ୍ର ସଘନ ସଂଶୋଧନ” (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ…

Congress Protest Over Tribal Displacement: ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ

ନିକଟ ଅତୀତରେ ରାଜ୍ଯରେ ଶିଳ୍ପାୟନ ନାମରେ ବିସ୍ତାପନ କରାଯାଇ ହଜାର ହଜାର ଆଦିବାସୀ ପରିବାରକୁ ଗୃହଶୂନ୍ୟ କରି ଦିଆଯାଇ ଏକ ଯାତନାପୂର୍ଣ୍ଣ ଜୀବନ ବଞ୍ଚିବାକୁ ବାଧ୍ୟ କରାଯାଉଛି। ଏବଂ ଶିଳ୍ପ ସଂସ୍ଥା ଗୁଡିକୁ ଜଳ ଜଂଗଲ ଜମିର ଅଧିକାର ଦିଆଯାଇଛି। କିନ୍ତୁ…