Category: ତାଜା ଖବର

Somnath Swabhiman Yatra-2026: ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ସୋମନାଥ ମନ୍ଦିର ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିଛି। ଏହାକୁ ପତାକା…

No More Petrol Diesel Vehicles: ସରକାର ଆଉ କିଣିବେନି ପେଟ୍ରୋଲ ଡିଜେଲ ଗାଡ଼ି: ବିଭୂତି ଭୂଷଣ ଜେନା

ଆଉ ପେଟ୍ରୋଲ୍‌ ଡିଜେଲ୍‌ ଗାଡ଼ି କିଣିବେନି ରାଜ୍ୟ ସରକାର ।ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେ କହିଛନ୍ତି ରାଜ୍ୟ ସରକାର ତୈଳ ଖର୍ଚ୍ଚ ୧୦% କମାଇବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି…

Chandrika Death Case: ଚନ୍ଦ୍ରିକା ମୃତ୍ୟୁ ଘଟଣା: ଉଦଳାରେ ବାରଙ୍ଗ ପୋଲିସର ୪ ଜଣିଆ ଟିମ୍

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ବାରଙ୍ଗା ପୋଲିସର ଏକ ଚାରି ଜଣିଆ ଦଳ ଉଦଳାରେ ପହଞ୍ଚିଛି। ରାଇଦାଣ୍ଡିଆ ସ୍ଥିତ ଘରକୁ ଯାଇ ଚନ୍ଦ୍ରିକା-ଭୀମସେନଙ୍କ ସମ୍ପର୍କକୁ ନେଇ ବାପା, ମା’, ଭାଇ ଏବଂ ମାମୁ ଝିଅ ଓ ସମ୍ପର୍କୀୟ ଭାଇକୁ ପଚରା…

Raja Festival: ଆଜି ରଜ ସଂକ୍ରାନ୍ତି ବା ଦ୍ୱିତୀୟ ରଜ

ଆଜି ହେଉଛି ରଜ ସଂକ୍ରାନ୍ତି ବା ଦ୍ୱିତୀୟ ରଜ । ଗାଁଠାରୁ ଆରମ୍ଭ କରି ସହର ଉତ୍ସବ ମୁଖର । ଏହି ଅବସରରେ ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ କରାଯାଉଛି । ନାନା ରକମର ମିଠା ଓ ପିଠାପଣା ପ୍ରସ୍ତୁତ…

TMC Rebel MPs Merge with NCPI: NCPIରେ ମିଶିଲେ ଟିଏମ୍‌ସିର ବିଦ୍ରୋହୀ ୨୦ ସାଂସଦ

ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଲେ ଟିଏମ୍‌ସିର ବିଦ୍ରୋହୀ ସାଂସଦ । ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟି ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (NCPI) ସହିତ ମିଶ୍ରଣ…