Category: ବ୍ୟବସାୟ

ଅଦାନୀ ଲାଞ୍ଚ ଘଟଣା:ଆମେରିକାର ଅଭିଯୋଗ ତାଲିକାରେ ଓଡିଶା ସହ ୩ ଅନ୍ୟ ରାଜ୍ୟ

ସୌର ଶକ୍ତି ଚୁକ୍ତି ହାସଲ କରିବା ପାଇଁ ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ଗୌତମ ଆଦାନୀ ଏବଂ ଅନ୍ଯ ସାତଜଣଙ୍କୁ ଆମେରିକା ଅଭିଯୁକ୍ତ କରିବା ପରେ ଧ୍ୟାନ ଆକର୍ଷଣ କରୁଥିବା ଚାରିଟି ରାଜ୍ଯ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ…

ବାଲିଯାତ୍ରାରେ ଥିବା ଖାଦ୍ୟ ଷ୍ଟଲରେ ସିଏମସିର ଚଢାଉ

କଟକ ବାଲିଯାତ୍ରାରେ କଟକ ମହାନଗର ନିଗମର ସିଏମସି ପକ୍ଷରୁ ଚାଲିଛି ଚଢାଉ । ବାଲିଯାତ୍ରାକୁ ସ୍ୱଚ୍ଛ ଓ ପ୍ରଦବୂଷଣ ମୁକ୍ତ କରିବାକୁ ଜାରି ରହିଛି ପ୍ରଶାସନର ପ୍ରୟାସ । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଥିବା ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇଛି…

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ

କଟକ ସହର ରେ ଜମୁଛି ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶେଷ ଭାବରେ ଯୁବପିଢୀମାନଙ୍କୁ ଅବଗତ କରିବା ପାଇଁ କଟକ ବାଲିଯାତ୍ରା ପଡିଆରେ ଓଡ଼ିଶା…

୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଝଲସୁଛି ‘ଓଡିଶା ମଣ୍ଡପ’

ଗତ ୧୪ ତାରିଖ ଦିନ ଉଦ୍‌ଘାଟିତ ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ…

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ମିଳିବ ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆସନ୍ତା ୧୬ ତାରିଖରେ ପାଳନ ହେବାକୁ ଥିବା ‘ ପ୍ରେସ ଡେ’ କାର୍ଯ୍ୟକ୍ରମରେ ରେ ଦୈନିକ ସମ୍ବାଦପତ୍ର ସତ୍ୟର ସର ନିର୍ଭୟ’ର ସମ୍ପାଦକ ତ‌ଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ଉତ୍କଳ ସାମ୍ବାଦିକ ରତ୍ନ…

ଜଙ୍ଗଲ ଜମି କେଳେଙ୍କାରୀ ମାମଲା: ଏନଜିଟିଙ୍କ ନୋଟିସ୍ ପରେ ମାଲକାନଗିରି ଡିଏଫ୍‌ଓଙ୍କୁ ରିପୋର୍ଟ ତଲବ

ମାଲକାନଗିରିରେ ଜଙ୍ଗଲ ଜମି ହଡ଼ପ ମାମଲାରେ ଏନଜିଟିଙ୍କ ନୋଟିସ୍ ପରେ ମାଲକାନଗିରି ଡିଏଫ୍‌ଓଙ୍କୁ ରିପୋର୍ଟ ତଲବ ।୧୫ ଦିନ ଭିତରେ ରିପୋର୍ଟ ଦେବାକୁ ପିସିସିଏଫ୍‌ଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଜମି କେଉଁ ପ୍ରକାର ଓ କେଉଁ କିସମର ସେ ନେଇ…

ଗ୍ରାହକଙ୍କୁ ମିଳିଲା ସାମାନ୍ୟ ଆଶ୍ବସ୍ତି, କମିଲା ସୁନା ଦର

ବିବାହ ମାସ ପୂର୍ବରୁ ସାମାନ୍ୟ ହ୍ରାସ ପାଇଲା ସୁନା ଦର । ଉଭୟ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଗୁରୁବାର ହ୍ରାସ ଘଟିଛି । ଏମସିଏକ୍ସ ଅନୁଯାୟୀ ସୁନା ଦର ୦.୨୯ ପ୍ରତିଶତ ହ୍ରାସ ପାଇଛି ।…

କାଲି ସୁଦ୍ଧା ଆକଳନ ହେବ ବାତ୍ୟା କ୍ଷୟକ୍ଷତି ;ସୁରେଶ ପୂଜାରୀ

ଶନିବାର ଦିନ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିବୃତ୍ତି ଅନୁଯାଯ଼ୀ, ଓଡ଼ିଶା ସରକାର ନଭେମ୍ବର ୩ସୁଦ୍ଧା ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା “ଦାନା” ଦ୍ୱାରା ହୋଇଥିବା କ୍ଷୟକ୍ଷତିର ମୂଲ୍ୟାଙ୍କନ ଶେଷ କରିବେ।ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ହେଉଛି ସେହି ତିନୋଟି…

ନଭେମ୍ବର ପହିଲାରୁ ମହଙ୍ଗା ମାଡ଼; ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ନଭେମ୍ବର ମାସ ଆରମ୍ଭ ହେବା ମାତ୍ରେ ସାଧାରଣ ଜନତାଙ୍କୁ ବଡ଼ ଝଟକା। ନଭେମ୍ବର ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ଅଏଲ୍ ନଭେମ୍ବର ପହିଲାରୁ ବାଣିଜ୍ୟିକ…

ଓଡ଼ିଶାରେ କମିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ କେଉଁ ଜିଲ୍ଲାବାସୀ ପାଇବେ ଏହାର ଲାଭ

ଓଡ଼ିଶାରେ କମିଲା ପେଟ୍ରୋଲ ଓ ଡିଜେଲ ଦର। ଗତକାଲି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଉପଭୋକ୍ତା। ଓଡ଼ିଶାର ୩ଟି ଜିଲ୍ଲାର ୯ଟି ସ୍ଥାନରେ କମିଲା…