Category: ବ୍ୟବସାୟ

PM Modi Inaugurates Seva Teerth, Kartavya Bhavan: ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ-୧ ଏବଂ ୨ ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO), ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ (NSCS) ଏବଂ କ୍ୟାବିନେଟ ସଚିବାଳୟ ଥିବା କମ୍ପ୍ଲେକ୍ସର ନାମ “ସେବା…

OTET Exam: ମେ ତୃତୀୟ ସପ୍ତାହରେ ହେବ ଓଟିଇଟି ପରୀକ୍ଷା

ଆସନ୍ତା ମେ ତୃତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଖୁବ୍‌ ଶୀଘ୍ର ଆବେଦନ ନେଇ ତାରିଖ ପ୍ରକାଶ ପାଇବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଏ ନେଇ…

India 114 Rafale deal: ଆଉ ୧୧୪ ରାଫେଲ୍‌ କିଣିବ ଭାରତ !

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ଭାରତ ଆଉ ୧୧୪ ରାଫେଲ କିଣିବା ନେଇ ହେବ ବଡ଼ ପ୍ରତିରକ୍ଷା ଚୁକ୍ତି । ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟରେ କିଣାଯିବ ରାଫେଲ୍‌ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସ୍ବାକ୍ଷରିତ…

Odisha Merchant Navy Cadet Missing: ଓଡ଼ିଆ ନାବିକ ନିଖୋଜ ଘଟଣା: ୨ ଦେଶ ସହ ମିଳିତ ସର୍ଚ୍ଚ ଅପେରସନ ଆରମ୍ଭ

ଓଡ଼ିଆ ନାବିକ ନିଖୋଜ ଘଟଣାରେ ୨ ଦେଶ ସହ ମିଳିତ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଛି । ସିଙ୍ଗାପୁର ଓ ମରିସସ ସହ ସର୍ଚ୍ଚ ଅପରେସନ ନେଇ ସିପିଙ୍ଗ ଡିଜିଙ୍କ ସୂଚନା ଦେଇଛନ୍ତି । ପ୍ରେସ ରିଲିଜ ଜରିଆରେ ଓଡ଼ିଶା ସରକାରଙ୍କ…

India-US Trade Agreement: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରେ ଓଡ଼ିଶାକୁ ବିଶ୍ୱ ପ୍ରଯୁକ୍ତି ଏବଂ ବୟନଶିଳ୍ପରେ ମିଳିବ ଫାଇଦା: ମୁଖ୍ୟମନ୍ତ୍ରୀ

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପରେ ଓଡ଼ିଶା ପାଇଁ ମଧ୍ୟ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଏ ନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Jajpur Politics: ମଞ୍ଚ ଉପରୁ ବବିଙ୍କୁ ଟାର୍ଗେଟ କଲେ ଅରିନ୍ଦମ ରାୟ

ଯାଜପୁର ଜିଲ୍ଲା, କୋରେଇ ବ୍ଲକ ଅନ୍ତର୍ଗତ କରଦା ହରିହାଟ ମହୋତ୍ସବ ମଞ୍ଚରେ ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି ବବିଙ୍କ ଭିଣୋଇ ତଥା ସିନେ ତାରକା ଓ ବିଜେପି ନେତା ଅରିନ୍ଦମ ରାୟ ।…

Railway Budget: ଓଡ଼ିଶାକୁ ‘ଅଶ୍ବିନୀ’ଙ୍କ ବଡ଼ ଉପହାର; ପୁଣି ରେକର୍ଡ ୧୦,୯୨୮ କୋଟି

ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଇଛନ୍ତି ବଡ଼ ଉପହାର। କେନ୍ଦ୍ର ବଜେଟ୍‌ରେ ଓଡ଼ିଶାର ରେଳବାଇକୁ ମିଳିଛି ପୁଣି ରେକର୍ଡ ଅର୍ଥ। ଉପା-୨ ସରକାର (୨୦୦୯- ୨୦୧୪) ସମୟରେ ରେଳବାଇ କ୍ଷେତ୍ରରେ…

Commercial LPG Cylinder Prices Hiked: ବଜେଟ୍‌ ପୂର୍ବରୁ ବଢ଼ିଲା କମର୍ସିଆଲ୍‌ LPG ଦର

ବଜେଟ୍‌ ପୂର୍ବରୁ ବଢ଼ିଲା କମର୍ସିଆଲ୍‌ LPG ଦର । ୧୯ କେଜି କମର୍ସିଆଲ୍‌ LPG ଦର ୪୯ ଟଙ୍କା ବଢ଼ିଲା । ୧୯ କେଜି କମର୍ସିଆଲ୍‌ LPG ଦର ୧୭୪୦ ଟଙ୍କାଙ୍କୁ ବୃଦ୍ଧି ହୋଇଥିବା ବେଳେ ଘରୋଇ LPG ଦର ଅପରିବର୍ତ୍ତିତ…

Gold, Silver Prices Crash: କମିଲା ସୁନା ଆଉ ରୁପା ଦର

ଅହେତୁକ ବୃଦ୍ଧି ପରେ ଖସିଲା ସୁନା, ରୁପା ଦର। ଲଗାତାର ବଢୁଥିବା ସୁନା ଆଉ ରୁପା ଦାମ ଭିତରେ, ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଶୁକ୍ରବାର ବଜାର ଖୋଲିବା ପରେ ସୁନା ଆଉ ରୁପା ଦାମ କମ ହୋଇଛି। ଗତକାଲି…

Gold Price Hike: ରେକର୍ଡ ସ୍ତରରେ ବୃଦ୍ଧି ପାଇଲା ସୁନା ଦର; ଏକାଥରକେ ବଢ଼ିଲା ୧୧ ହଜାର ୭୭୦ ଟଙ୍କା

ରେକର୍ଡ ଭାଙ୍ଗିଲା ସୁନା ଦର। ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି। ସେହିପରି ୨୨ କ୍ୟାରେଟ…