କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ନେଇ ଶଙ୍ଖ ଭବନରେ ପ୍ରେସମିଟ୍ କଲା ବିଜେଡି । ବିଜେପିକୁ ବିଜେଡି କଡ଼ା ସମାଲୋଚନା କରି ବିଜେଡି କହିଛି ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶା ଏବଂ କେନ୍ଦ୍ରରେ ସରକାର ଗଠନ କରିଛି ବିଜେପି । ଗତକାଲି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହୋଇଥିବାବେଳେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଠକି ଦେଇଥିବା ବିଜେଡି କହିଛି । ଓଡ଼ିଶାରୁ ୨୦ ସାଂସଦ ଜିତିଥିଲେ ସୁଦ୍ଧା ଓଡ଼ିଶାକୁ ଠକି ଦେଲେ କେନ୍ଦ୍ର ସରକାର ବୋଲି କହିଛି ବିଜେଡି।

Leave a Reply

Your email address will not be published. Required fields are marked *