ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆଜି ଭୁବନେଶ୍ୱରର ତାପମାତ୍ରା ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି। ରାଜ୍ୟରେ ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାଢ଼େ ୨ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରିଛି ।

ସେହିପରି ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ୩୯ ଡିଗ୍ରୀ ରହିଛି। ବାଲେଶ୍ୱର ଓ ହୀରାକୁଦ ୩୮.୪ ଡିଗ୍ରୀ। ଚାନ୍ଦବାଲି ୩୮, ରାଉରକେଲା ୩୭.୨ ଡିଗ୍ରୀ ରହିଛି।

Leave a Reply

Your email address will not be published. Required fields are marked *