ହାଇକୋର୍ଟ ଯାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ। ବିଧାୟକ ମନୋରମା ମହାନ୍ତି ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଛନ୍ତି। ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ନେଇ ମିଥ୍ୟା ତଥ୍ୟ ଦିଆଯାଇଥିବା ଅଭିଯୋଗ। ମାଟ୍ରିକ ବୋର୍ଡ ନେଇ ମିଥ୍ୟା ଦାଖଲ କରିଥିବା ଅଭିଯୋଗ। ଭକ୍ତଙ୍କ ମାମଲା ନେଇ ଏଯାଏଁ ବିଧାୟକ ମନୋରମ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିନି। Post navigation ଆଇଗିଣିଆ ଫ୍ଲାଏ ଓଭର ଦବିବା ଘଟଣା: ଏନ୍ଏଚ୍ଏଆଇର ପ୍ରତିକ୍ରିୟା ଆଡ଼ପ ପହଣ୍ଡି ବେଳେ ଖସିପଡ଼ିଲେ ପ୍ରଭୁ ବଳଭଦ୍ର