Author: Papirani

ଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ

୩ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ଦାୟିତ୍ୱ ନେବା ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ ଦିଲ୍ଲୀ ଯାଇଛନ୍ତି ।ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା…

ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା ସିବିଆଇ

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗୁରୁବାର ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ। ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ପରିଚାଳିତ ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବିବାଦ ଲାଗିରହିଥିବାବେଳେ କେନ୍ଦ୍ର ସରକାର ଏହି…

ବିଜେଡି ଗୋଟିଏ ବି ଏମ୍‌ପି ସିଟ୍ ରଖିପାରିଲାନି, ଆମେ ଜିତିଲୁ: ଶରତ ପଟ୍ଟନାୟକ

ନିର୍ବାଚନରେ ପରାଜୟ ପରେ ବଢ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ । ପିସିସି ସଭାପତି ଇସ୍ତଫା ଦେବା ପାଇଁ କହିଲେ ପଞ୍ଚାନନ କାନୁନଗୋ । ସେ କହିଛନ୍ତି ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତି ଇସ୍ତଫା ଦେଇଦେବା ଉଚିତ । ସେ ନିଜେ…

ସମନ୍ୱୟ ଅଭାବରୁ ଜଳବନ୍ଦୀ: ମେୟର ସୁଲୋଚନା ଦାସ

ଚଳିତ ମୌସୁମୀ ବର୍ଷା ମାଡ଼ରେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ଯେଉଁଭଳି ସ୍ଥିତି ଉପୁଜିଥିଲା । ବର୍ଷା ହେବାମାତ୍ରେ ରାଜଧାନୀ ଭୁବନେଶ୍ୱର ଜଳବନ୍ଦୀ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ବିଭିନ୍ନ ବିଭାଗ ଭିତରେ ସମନ୍ୱୟ…

ରାଜ୍ୟରେ ହୋଇପାରେ କ୍ୟାମ୍ପସ୍ ଇଲେକସନ୍

ଚଳିତ ବର୍ଷ ରାଜ୍ୟରେ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଛାତ୍ର ସଙ୍ଗଠନର ଦାବି ମହତ୍ତ୍ଵପୂର୍ଣ୍ଣ । ଏନେଇ ବିଚାର…

ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ଦଳ ପ୍ରଥମ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛି। ଆଫଗାନିସ୍ତାନର ୫୭ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୮.୫…

ନବ ନିଯୁକ୍ତ ମନ୍ତ୍ରୀଙ୍କୁ ମିଳିଲା ଲୋକ ସମ୍ପର୍କ ଅଧିକାରୀ

ମନ୍ତ୍ରୀଙ୍କୁ ଆବଣ୍ଟିତ ହୋଇଛି ବିଭାଗୀୟ ଲୋକ ସମ୍ପର୍କ ଅଧିକାରୀ । ନବ ନିଯୁକ୍ତ ମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ୧୮ ଜଣଙ୍କୁ ଦାୟିତ୍ୱ ମିଳିଛି । ୧୮ ଜଣ ଲୋକ ସମ୍ପର୍କ ଅଧିକାରୀଙ୍କୁ ଦାୟିତ୍ୱ ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୪…

ବରଗଡରେ ବଜ୍ରପାତ ଯୋଗୁ ୩ ମୃତ ଘଟଣାରେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡରେ ବଜ୍ରପାତ ଯୋଗୁ ୩ ମୃତ ଘଟଣାରେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ପଦ୍ମପୁର ଖଲିଆପଲି ଗ୍ରାମପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇବା ଖବର ପାଇ…

କେଜରିଓ୍ବାଲଙ୍କୁ ୩ଦିନିଆ ରିମାଣ୍ଡ ନେବ ସିବିଆଇ

ଦିନକୁ ଦିନ ସମସ୍ୟା ଭିତରେ ପଶି ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ଏବେ ତାଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ । ସିବିଆଇ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବା ପରେ କେଜ୍‌ରିୱାଲଙ୍କ କୋର୍ଟରୁ ନ୍ୟାୟିକ…

କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଅମାନବନୀୟ: ଦୀଲିପ ମଲ୍ଲିକ

ପୋଲିସର ନାଲି ଆଖି ଦେଖାଇ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ହେଉଛି ବିଜେଡିର ଚିରାଚରିତ ଅଭ୍ୟାସ । ଓଟିଭି, ବଡ ଖବର, କନକ, ସମ୍ବାଦ ଭଳି ଗଣମାଧ୍ୟମ ସଂସ୍ଥା ଓ ତାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ, ଧମକ ଦେବା…