ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଦଳକୁ ଭାଙ୍ଗିବାକୁ ପଡ଼ିବନି ସେ ଆପେ ଆପେ ଭାଙ୍ଗିଯିବ: ସନାତନ ବିଜୁଳି October 3, 2024 Papirani ବିଜେଡ଼ି ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ରାଜ୍ୟ ରାଜନୀତିର ଚର୍ଚ୍ଚା ଏବେ ବେଶ ସରଗରମ ହେବାକୁ ଲାଗିଛି । ଦୁଇ ଦଳରେ ନେତାଙ୍କ ମଧ୍ୟରେ ଦିନକୁ ଦିନ ବିଭିନ୍ନ ମତରେ ଜୋର ସୋରରେ ବୟାନ ବାଜି ଜାରି ରହିଥିବା…
ତାଜା ଖବର ରାଜ୍ୟ ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର October 3, 2024 Papirani ଆଜି ଭୁବନେଶ୍ୱରର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ୍ର । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ୨୦୧୪ ବ୍ୟାଚ୍ ଆଇପିଏସ୍ ପ୍ରତୀକ ସିଂଙ୍କ ଭୁବନେଶ୍ବଵରରୁ ଦଳି…
ତାଜା ଖବର ରାଜନୀତି ରାଜ୍ୟ ୮୦୦ ଟଙ୍କା ବୋନସ ଦେଇ ଲୋକଙ୍କଠୁ ଧାନ କିଣିବେ ରାଜ୍ୟ ସରକାର: ଉପମୁଖ୍ୟମନ୍ତ୍ରୀ October 3, 2024 Papirani ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଧାନ କିଣା ପ୍ରକ୍ରିୟାକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ କହିଛନ୍ତି ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ସୋହେଲାରୁ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର । ଯେଉଁ ସୋହେଲାରେ ବିଜେଡି ୧୦୦…
ତାଜା ଖବର ରାଜନୀତି ରାଜ୍ୟ ଯାଜପୁରରେ ହେବନାହିଁ ଉପନିର୍ବାଚନ; ସ୍ପଷ୍ଟ କଲେ ବିଧାୟିକା ସୁଜାତା ସାହୁ October 3, 2024 Papirani ଗତକାଲି ଯାଜପୁରର ସଭ୍ୟ ସଂଗ୍ରହ ସଭାରେ ପ୍ରଣବ ପ୍ରକାଶ ଦାସ କହିଥିବା ନିର୍ବାଚନ ଲଢିବା ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ସ୍ପଷ୍ଟିକରଣ ରଖିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ । ସେ କହିଛନ୍ତି ମୋର…
ତାଜା ଖବର ରାଜ୍ୟ ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ October 3, 2024 Papirani ଆଜି ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି । ପ୍ରକାଶିତ ପ୍ରଥମ ଚିତାବାଘ ଜନଗଣନା ରିପୋର୍ଟରୁ ଜଣାପଡିଛି ଯେ ଓଡିଶାରେ ୬୯୬ ଟି କଲରାପତରିଆ ବାଘ ରହିଛି। ଏହି ବାଘ ଗଣନା ଓଡିଶା ବନ ବିଭାଗ ଦ୍ୱାରା…
ତାଜା ଖବର ରାଜନୀତି ରାଜ୍ୟ ପୋଲିସ ସେବାରୁ ବରଖାସ୍ତ ହେଲେ ସ୍ବର୍ଗତ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମିତ୍ରଭାନୁ October 3, 2024 Papirani ପୁର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ମିତ୍ରଭାନୁ ଦେଓଙ୍କୁ ପୋଲିସ ସେବାରୁ ବରଖାସ୍ତ କରିଛନ୍ତି ଝାରସୁଗୁଡ଼ା ଏସପି । ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ତାଙ୍କ ପିଏସଓଙ୍କୁ ସସପେଣ୍ଡ କରିଥିଲେ ଝାରସୁଗୁଡ଼ା ଏସପି। ନିଜ…
ତାଜା ଖବର ରାଜନୀତି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ୟୁନିଫର୍ମ ରଙ୍ଗ ବଦଳାଉଥିଲେ ପୂର୍ବ ସରକାର: ଗଣଶିକ୍ଷା ମନ୍ତ୍ରୀ October 2, 2024 Papirani ସବୁଜ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀ। ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ନେଇ ଗଣଶିକ୍ଷା ମନ୍ତ୍ରୀଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇ କହିଛନ୍ତି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ…
ତାଜା ଖବର ରାଜନୀତି ରାଜ୍ୟ ଭୁବନେଶ୍ୱର ମୈତ୍ରୀ ବିହାରରେ ଗଣଦୁଷ୍କର୍ମ ଘଟଣା: ୩ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ October 2, 2024 Papirani ଭୁବନେଶ୍ୱର ମୈତ୍ରୀ ବିହାରର ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଆଜି ସାମ୍ୱାଦିକ ସମ୍ମିଳନୀରେ କମିଶନର ଏସ୍.ଦେବଦତ୍ତ ସିଂହ କହିଛନ୍ତି ଘଟଣାରେ ୨ ଜଣ ନୁହେଁ ୩ ଜଣଙ୍କ ସଂପୃକ୍ତି ରହିଛି । ୨ ଜଣ ଘର…
ତାଜା ଖବର ରାଜନୀତି ରାଜ୍ୟ ବହୁତ ଶୀଘ୍ର ଖାଲି ହୋଇଯିବ ବିଜେଡି: ମନମୋହନ ସାମଲ October 2, 2024 Papirani ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଥିବା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ସେ କହିଛନ୍ତି ଖୁବଶୀଘ୍ର ବିଜେଡି ଖାଲି ହୋଇଯିବ । କାରଣ ବିଜେପିରେ ମିଶିବାକୁ ବହୁ…
ତାଜା ଖବର ଦେଶ ବନ୍ୟା ପାଣିରେ ଜରୁରୀ ଅବତରଣ କଲା ରିଲିଫ୍ କାର୍ଯ୍ୟରେ ନିୟୋଜିତ ବାୟୁସେନା ହେଲିକପ୍ଟର October 2, 2024 Papirani ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାୟୁସେନାର ହେଲିକପ୍ଟର । ହେଲିକପ୍ଟର ବ୍ଲେଡ୍ ଭାଙ୍ଗିଯିବାରୁ ବିହାରର ଦରଭଙ୍ଗା ଅଉରାଇ ବ୍ଲକ ବନ୍ୟା ପାଣିରେ ଜରୁରୀ ଅବତରଣ କରିଛି ରିଲିଫ୍ କାର୍ଯ୍ୟରେ ନିୟୋଜିତ ବାୟୁସେନା ହେଲିକପ୍ଟର । ହେଲିକପ୍ଟରରେ ଥିବା ୪ ସୁରକ୍ଷିତ ରହିଥିବା…