Author: Papirani

ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ ମ୍ୟାନେଜର

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଭିଜନ୍‌ର ଡେପୁଟି ଜେନେରାଲ ମ୍ୟାନେଜର ସୁବାଷ ଚନ୍ଦ୍ର ପଣ୍ଡା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେଆର୍ କର୍ପୋରେସନ୍(ଓପିଏଚଡବ୍ଲ୍ୟୁସି) ବ୍ରହ୍ମପୁର ଡିଭିଜନ୍‌ର ଡେପୁଟି ଜେନେରାଲ୍ ମ୍ୟାନେଜର୍(ଡିଜିଏମ) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ…

ସରକାରୀ ଜମିରେ ତିଆରି ହୋଇଛି ବୈକୁଣ୍ଠଧାମ ଆଶ୍ରମ !

ଖଣ୍ଡଗିରି କୋଳଥିଆସ୍ଥିତ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ନାବାଳକଙ୍କୁ କଳ୍କୀ ଅବତାର କହି ଜଣେ ନାବାଳକଙ୍କୁ ପୂଜା କରାଯାଉଥିବା ପ୍ରସଙ୍ଗରେ ଆଶ୍ରମରେ ବିଡିଏ, ବିଏମ୍‌ସି ଏବଂ ତହସିଲ ଟିମ୍‌ ପହଞ୍ଚି ମିଳିତ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ…

କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ହେଲା ୩ଟି ହାତୀଙ୍କ ମୃତ୍ୟୁ!

ବିଦ୍ୟୁତ ତାର ନେଲା ଏକାଥରରେ ୩ ହାତୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ଟି ହାତୀଙ୍କ ମୃତ୍ୟୁ ହୋଇଛି । ସେଥିରେ ୨ଟି…

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି ।…

ସରକାର ବଦଳିଲା, ସିନ୍ଦେ ବଦଳୁ ନାହାଁନ୍ତି

ସିଏମ ମୋହନ ଚରଣ କମ ରାଗନ୍ତି । ଲୋକଙ୍କ ସହ ମିଶନ୍ତି । ଅଳପଅଳପ ହସନ୍ତି । ରାଗିଗଲେ କଡା ଦି’ପଦ କଥା ଶୁଣେଇ ଦିଅନ୍ତି । ଲୋକଙ୍କ ସହ ମିଶିବା ଓ କଥା କହିବା ତାଙ୍କର ଏକ ଭଲ ଅଭ୍ୟାସ।…

ନିର୍ବାଚନ ଉପାୟୁକ୍ତ ମନୋଜଙ୍କୁ କାହିଁକି ଓଡ଼ିଶା ପଠାଇବାକୁ କେନ୍ଦ୍ର ନେଲା ନିଷ୍ପଭି ?

୨୦୦୬ ବ୍ୟାଚ୍ ଆଗମୁତ୍ କ୍ୟାଡର୍‌ ର ଆଇଏଏସ୍ ଅଫିସର ମନୋଜ କୁମାର ସାହୁଙ୍କର କ୍ୟାଡର୍ ପରିବର୍ତ୍ତନ କରି ଓଡ଼ିଶା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଏକ ବଡ଼ ପ୍ରଶାସନିକ ପଦକ୍ଷେପର ସଙ୍କେତ ଦେଉଛି। ମନୋଜ ସାହୁ ଉପ ନିର୍ବାଚନ କମିଶନର…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅନ୍ୟତମ ଆକର୍ଷଣ ‘ଓଡ଼ିଶା ମଣ୍ଡପ’

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ଝଟକୁଛି ‘ଓଡ଼ିଶା ମଣ୍ଡପ’। ଦେଶ ବିଦେଶରୁ ପ୍ରତିଦିନ ଏହି ମେଳାକୁ ଆସୁଥିବା ଦର୍ଶକମାନେ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଛନ୍ତି। ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ଉତ୍ପାଦ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଚଳିତବର୍ଷ…

ଲୋକସେବା ଭବନରେ ମହିଳାଙ୍କ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ଲୋକସେବା ଭାବନର ମହିଳା କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ମହିଳା କର୍ମଚାରୀଙ୍କ ସୁବିଧା ନିମନ୍ତେ ଆଜି ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ସ୍ଥାପନକୁ ଉଦଘାଟନ କଲେ…

ହରିୟାଣାକୁ ହରାଇ ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ହତେଇଲା ଟିମ୍ ଓଡ଼ିଶା

୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍ ରେ ଓଡ଼ିଶା ହକି ଦଳ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍‌ ହକି ଷ୍ଟାଡିୟମ୍ ଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରି…

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ମିଳିଲା ‘ଉତ୍କଳ ସାମ୍ବାଦିକ ରତ୍ନ’ ସମ୍ମାନ

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆଜି ପାଳନ ହୋଇଛି ‘ପ୍ରେସ ଡେ’ । ଏହି କାର୍ଯ୍ୟକ୍ରମରେ ଦୈନିକ ସମ୍ବାଦପତ୍ର ‘ସତ୍ୟର ସ୍ୱର ନିର୍ଭୟ’ର ସମ୍ପାଦକ ତ‌ଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ଵାରା ଉତ୍କଳ ସାମ୍ବାଦିକ…