ତାଜା ଖବର ରାଜ୍ୟ ପୁରୀ ରାଜଭବନରେ ମାଡ଼ ଖାଇଥିବା ଏଏସଓଙ୍କ ବଦଳି July 16, 2024 Papirani ପୁରୀ ରାଜଭବନରେ ମାଡ଼ ଖାଇଥିବା ଏଏସଓଙ୍କ ବଦଳି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ବୈକୁଣ୍ଠନାଥ ପ୍ରଧାନଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି…
ତାଜା ଖବର ରାଜ୍ୟ ରତ୍ନଭଣ୍ଡାର ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ July 16, 2024 Papirani ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକ । ପୁନର୍ବାର କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ଆଲୋଚନା । ବୈଠକରେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ…
ତାଜା ଖବର ରାଜ୍ୟ ଡବଲ୍ ଲଘୁଚାପ; ରାଜ୍ୟରେ ବଢ଼ିବ ବର୍ଷା July 16, 2024 Papirani ଡବଲ୍ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୯ ବେଳକୁ ଆଉ…
ତାଜା ଖବର ରାଜ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ହେଲେ ଓଏସ୍ପିସିବି ଅଧ୍ୟକ୍ଷ July 16, 2024 Papirani ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ନୂତନ ଦାୟିତ୍ବ ମିଳିଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍ପିସିବି)ର ଅଧ୍ୟକ୍ଷ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି…
ତାଜା ଖବର ଦେଶ ଜମ୍ମୁ-କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ; ୪ ଯବାନ ସହିଦ July 16, 2024 Papirani ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର । ସୋମବାର ଜମ୍ମୁ- କଶ୍ମୀରର ଡୋଡାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ସହିଦ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ସେନା ଅଧିକାରୀଙ୍କ ସମେତ ୩ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ଆଉ…
ତାଜା ଖବର ରାଜ୍ୟ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଓଏସ୍ଡି ଭାବେ ନିଯୁକ୍ତି July 15, 2024 Papirani ବରିଷ୍ଠ ଆଇପିଏସ୍ ଅଫିସର ଡି. ଏସ. କୁଟ୍ଟେଙ୍କୁ ଓଏସ୍ଡି ଭାବେ ନିଯୁକ୍ତି । ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ନିଯୁକ୍ତି ଦେଲେ ସରକାର । ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ଦେଲେ ସରକାର । ନିର୍ବାଚନ ସମୟରେ କୁଟ୍ଟେଙ୍କୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସମ୍ବଲପୁର ପର୍ଯ୍ୟଟନକୁ ନୂଆ ରୂପ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି July 15, 2024 Papirani ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସମ୍ବଲପୁର ପର୍ଯ୍ୟଟନକୁ ନୂଆ ରୂପ ଦେବାକୁ ଚିଠି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ ପ୍ରସ୍ତାବ ଉପରେ ଚିଠି । ପ୍ରୋଜେକ୍ଟ ପ୍ରସ୍ତାବ ଉପରେ ବିଚାର କରିବାକୁ…
ତାଜା ଖବର ରାଜ୍ୟ ରବି କାନ୍ତଙ୍କ ଦିଲ୍ଲୀ ଗାଦିରୁ ଛୁଟି; ଓଡ଼ିଶାରେ ଲଘୁ ଦାୟିତ୍ୱ July 15, 2024 Papirani ବରିଷ୍ଠ ଆଇପିଏସ୍ ରବି କାନ୍ତଙ୍କୁ ବି ଓଏସ୍ଡି ଭାବେ ବଦଳି । ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି ହେଲେ ରବି କାନ୍ତ । ରାଜ୍ୟ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି ହେଲେ ରବି କାନ୍ତ । ୧୯୯୮…
ତାଜା ଖବର ରାଜନୀତି ରାଜ୍ୟ ଦୁବାଇରେ ଫସିଥିବା ୮ଜଣ ଓଡ଼ିଆଙ୍କୁ ଫେରାଇ ଆଣିଲେ କେନ୍ଦ୍ରାପଡ଼ା ସାଂସଦ July 15, 2024 Papirani କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିମାନ ବନ୍ଦରରେ ସମ୍ବର୍ଦ୍ଧନା । ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ୮ ଜଣ ଓଡିଆ ଯୁବକ ଆଜି ନିଜ ଜନ୍ମମାଟିକୁ ଫେରିଛନ୍ତି । ଦୁବାଇରେ ଫସିଥିବା…
ତାଜା ଖବର ରାଜ୍ୟ ମାଈ ହାତୀର ମୃତଦେହ ଠାବ ଘଟଣାରେ ୩ ଭାଇ ଗିରଫ July 15, 2024 Papirani ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆଁ ଗାଁରେ ହାତୀ ମୃତଦେହ ଘଟଣାରରେ ୩ ଭାଇଙ୍କୁ ଗିରଫ । ୩ ଭାଇଙ୍କୁ ଗିରଫ କଲା ବନବିଭାଗ । ସେମାନେ ହେଲେ ନାକିଚୁଆ ଗାଁର ହିରୁ ହାଁସଦା, ସଂଗରାୟ ହାଁସଦା ଓ ତଫାନ ହାଁସଦା।…