ତାଜା ଖବର ରାଜ୍ୟ ରଥରେ ଅଣସେବାୟତ ଚଢ଼ିବା ଘଟଣାରେ ପ୍ରତିକ୍ରିୟା ଦେଲେ ମୁଖ୍ୟ ପ୍ରଶାସକ July 15, 2024 Papirani ରଥରେ ଅଣସେବାୟତ ଚଢ଼ିବା ଘଟଣାରେ ପ୍ରତିକ୍ରିୟା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ମୁଖ୍ୟ ପ୍ରଶାସକ କହିଛନ୍ତି, ରଥରେ ଅଣସେବାୟତ ଦେଖି ତୁରନ୍ତ ତଳକୁ ଓହ୍ଲାଇଦେଲି । ସମ୍ପୃକ୍ତ ବ୍ୟକ୍ତି କିଏ ଓ କାହିଁକି ରଥ ଉପରେ ଚଢ଼ିଥିଲେ ତଦନ୍ତ ହେବ…
ତାଜା ଖବର ଦେଶ ରାଜନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ July 15, 2024 Papirani ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଆଜି ଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ହେମନ୍ତ ସୋରେନ । ଆଜି…
ତାଜା ଖବର ରାଜ୍ୟ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେଲେ ଶ୍ରୀମତୀ କୃଷ୍ଣା ମହାନ୍ତି July 15, 2024 Papirani ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ପାଇଛନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର। ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ୨୦୨୩ ବର୍ଷ ନିମନ୍ତେ ରାଷ୍ଟ୍ରୀୟ ଗାନ୍ଧୀ…
ତାଜା ଖବର ରାଜ୍ୟ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ July 15, 2024 Papirani ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ଆରମ୍ଭ । ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଭାଇ ଭଉଣୀଙ୍କୁ ସାଥୀରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ…
ତାଜା ଖବର ରାଜ୍ୟ ରଥ ଉପରକୁ ମୋବାଇଲ୍ ମନା ; ସ୍ଥିତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ July 15, 2024 Papirani ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ପ୍ରସ୍ତୁତ ରହିଛି ତିନି ରଥ । ବାହୁଡ଼ା ଯାତ୍ରା ପାଇଁ ଜନ ସମୁଦ୍ର ବଡ଼ଦାଣ୍ଡ । ଆରମ୍ଭ…
ତାଜା ଖବର ରାଜ୍ୟ ଉଦ୍ଧାର ହେଲେ ଅପହରଣ ହୋଇଥିବା ରାଇସ ମିଲ୍ ମାଲିକ July 15, 2024 Papirani ଅପହରଣର ୪୮ ଘଣ୍ଟା ପରେ ଉଦ୍ଧାର ହେଲେ ରାଇସ୍ ମିଲ ମାଲିକ ଏ. ରମେଶ ପାତ୍ର । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ପୁଲିସ୍ ମିଲ୍ ମାଲିକ ଏ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛନ୍ତି। ଅପହରଣ କରିଥିବା ତିନି ଅଭିଯୁକ୍ତଙ୍କୁ ମଧ୍ୟ…
ତାଜା ଖବର ରାଜ୍ୟ ଗୁଣ୍ଡିଚା ଯାତ୍ରା ଦିନ ରଥ ଉପରେ ଚଢ଼ିଥିଲେ ୨ ଅନଧିକୃତ ବ୍ୟକ୍ତି July 15, 2024 Papirani ଗୁଣ୍ଡିଚା ଯାତ୍ରା ଦିନ ରଥ ଉପରେ ଚଢ଼ିଥିଲେ ଦୁଇ ଅନଧିକୃତ ବ୍ୟକ୍ତି । ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ଆଉ ଜଣେ ସମବାୟ ଅଧିକାରୀ ସୂଚନା । ଏହି ଦୁଇ ଅନଧିକୃତ ବ୍ୟକ୍ତି ଚଢ଼ିଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ…
ତାଜା ଖବର ରାଜ୍ୟ ଆଜି ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ July 15, 2024 Papirani ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଶରଧାବାଲିରେ ଦଣ୍ଡାୟମାନ ୩ ରଥରେ ବିଜେ କରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ । ପୁଣି ଆରବର୍ଷ ଆଡ଼ପମଣ୍ଡପରେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ବାହୁଡ଼ା ଯାତ୍ରା…
ତାଜା ଖବର ରାଜ୍ୟ ପୁଣି ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ July 15, 2024 Papirani ବାରିପଦା ଘରୋଇ ‘ସାଇ’ ନର୍ସିଂହୋମରେ ଅଗ୍ନିକାଣ୍ଡ । ଭୋର୍ ସମୟରେ ଦ୍ବିତୀୟ ମହଲାର ICUରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଏସିରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ନର୍ସିଂହୋମରେ ଅଳ୍ପ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ…
ତାଜା ଖବର ରାଜନୀତି ରାଜ୍ୟ ଆଜି ପୁଣି ରାଜ୍ୟବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ July 15, 2024 Papirani ଆଜି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ ଟା ସମୟରୁ ୟୁନିଟ୍- ୫,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ ସେହି ଦିନ ଦିବା…