Author: Papirani

ସର୍ବୋଚ୍ଚ ସ୍ତର ଛୁଇଁଲା ହୀରାକୁଦ ଜଳସ୍ତର

ଶୀର୍ଷ ସ୍ତରକୁ ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ହୀରାକୁଦର ଜଳସ୍ତର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ଛୁଇଁଲା । ୧ଲକ୍ଷ ୨ହଜାର ୨୨୬ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ସମାନ ପରିମାଣରେ ଜଳ ଡ୍ୟାମକୁ ପ୍ରବେଶ କରୁଛି…

ଲଘୁଚାପ ବର୍ଷାରେ ଭିଜିବ ପାର୍ବଣ

ଲଘୁଚାପ ବର୍ଷାରେ ଫିକା ପଡିବ ଦଶହରା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା। ଆଜି ଘୂର୍ଣ୍ଣିଂବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତାକାଲି ଅବପାତର ରୂପ ନେବ। ଏହାର ପ୍ରଭାବରେ ୧ ଅକ୍ଟୋବର ବେଳକୁ ଏହା ଲଘୁଚାପ କ୍ଷେତ୍ର…

ସ୍ଥଗିତ ରହିଲା ପୁଲିସ ଏସ୍ଆଇ ପରୀକ୍ଷା

ଓଡ଼ିଶାରେ ହେବାକୁ ଥିବା ପୋଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ। ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ପରୀକ୍ଷା। ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା…

ଓଡ଼ିଶା ପୋଲିସ ଏସ୍ଆଇ ପରୀକ୍ଷା ପାଇଁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ଏବେ ସମ୍ନାକୁ ଆସିଛି। ଜାଲିଆତି ମାମଲାରେ ଶତାଧିକ ଏସ୍ଆଇ ପରୀକ୍ଷାର୍ଥୀ ଅଟକ ରଖିଛି ବ୍ରହ୍ମପୁର ପୋଲିସ । ତେଣୁ ଏହି ମାମଲା ସାମ୍ନାକୁ ଆସିବା ପରେ ପଦକ୍ଷେପ ନେଇଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ…

ଓଡ଼ିଶା ପୋଲିସର ସବ୍‌ ଇନ୍ସପେକ୍ଟର ପରୀକ୍ଷାରେ ଜାଲିଆତି; ଧରାପଡ଼ିଲେ ୧୨୦ ଜଣ ପରୀକ୍ଷାର୍ଥୀ

ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ଏବେ ସମ୍ନାକୁ ଆସିଛି। ବ୍ରହ୍ମପୁର ପୋଲିସ ଦ୍ବାରା ଶତାଧିକ ଏସ୍ଆଇ ପରୀକ୍ଷାର୍ଥୀ ଅଟକ ସୂଚନା । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ସୂଚନା । ଏସ୍ଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ…

ୱେଟ୍ ଆଣ୍ଡ ୱାଚ୍ ପଲିସିକୁ ଆପଣାଇପାରେ ଆରବିଆଇ

ଆରବିଆଇ ଦେବ କି ବଡ଼ ଉପହାର ? ଜିଏସଟି ସଂସ୍କାର ପରେ ଗତ ୨୨ତାରିଖରୁ ପାଳନ ହେଉଛି ଦେଶରେ ସଂଚୟ ଉତ୍ସବ। ଏବେ କେବଳ ଜିଏସଟିର ଦୁଇଟି ସ୍ଲାବ୍ ରହିଛି । ଅନେକ ଖାଦ୍ୟ ପାନୀୟ, ନିତ୍ୟ ବ୍ୟବହୃତ ସାମଗ୍ରୀ, କାର୍,…

ଦିଲ୍ଲୀ ବିଜେପିର ପ୍ରଥମ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମାଲହୋତ୍ରାଙ୍କ ଦେହାନ୍ତ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ଦିଲ୍ଲୀ ବିଜେପିର ପ୍ରଥମ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମାଲହୋତ୍ରାଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି। ସେ ଗତ କିଛି ଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ, ଯେଉଁଠାରେ ସେ ଆଜି…

୫ଟି ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ

କ୍ୟାବିନେଟ୍ ବୈଠକ ପରେ ପୂର୍ବ ସରକାରକୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ପୂର୍ବ ସରକାରକୁ ଟାର୍ଗେଟ୍‌ କରି କହିଛନ୍ତି ପୂର୍ବ ସରକାରରେ ଭୁଶୁଡ଼ି ଥିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ୫ଟି ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ…

ଦୁର୍ଗା ପୂଜା ପାଇଁ ଟ୍ରାଫିକ୍‌ କଟକଣା; ଦିନ ୨ଟା ପରେ NHରେ ଭାରିଯାନ ମନା

ଦୁର୍ଗା ପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା । ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି କଟକଣା ଅନୁଯାୟୀ ଦିନ ୨ଟା ପରେ NHରେ ଭାରିଯାନ ମନା । ପ୍ରମୁଖ ରାସ୍ତାଗୁଡିକରେ…

ଆରବିଆଇର ଡେପୁଟି ଗଭର୍ଣ୍ଣର ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଜ ସୋସିଆଲ ମିଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ଜଣେ ସୁଯୋଗ୍ୟ ଓଡ଼ିଆ…