Author: Papi Jena

ଅନାସ୍ଥା ଭୋଟ୍ ହାରି ପଦ ହରାଇଲେ ଢେଙ୍କାନାଳ ବିଜେଡି ବ୍ଲକ ଅଧ୍ୟକ୍ଷା

ଢେଙ୍କାନାଳ ବିଜେଡିକୁ ବଡ ଝଟକା । ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂର ଆଜି ଫଳ ପ୍ରକାଶ ପାଇଛି । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ…

ବରିଷ୍ଠ ବିଜେପି ନେତା ସମୀର ଦେ ଅସୁସ୍ଥ; ମେଡ଼ିକାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ

ମେଡ଼ିକାଲରେ ଚିକିତ୍ସାଧୀନ ଥିବା ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ । ଶୁକ୍ରବାର କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଖତ ଗଦାରୁ ମିଳିଲା ୨୧ ଲକ୍ଷରୁ ଅଧିକ ଟଙ୍କା

ଖତ ଗଦାରେ ପୋତା ଯାଇଛି ବିଡ଼ା ବିଡ଼ା ଟଙ୍କା । ହାଇଦ୍ରାବାଦରେ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ରୁ ଚୋରି ହୋଇଥିବା ଟଙ୍କା ବାଲେଶ୍ୱରରୁ ଉଦ୍ଧାର । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଏବେ ହାଇଦ୍ରାବାଦରୁ ବାଲେଶ୍ୱର ଯାଏଁ ଚହଳ ସୃଷ୍ଟି କରିଛି । ହାଇଦ୍ରାବାଦର…

ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଗ୍ନିକାଣ୍ଡ; ୧୦ ନବଜାତ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର ଝାନ୍‌ସୀ ସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ଅଘଟଣ । ମେଡିକାଲ କଲେଜର ଏନଆଇସିୟୁ (ନ୍ୟୁ ବର୍ଣ୍ଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)ରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇଁ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ…

ମକର ସଂକ୍ରାନ୍ତି ପରେ ବିପଦରେ ପଡ଼ିବ ବିଜଦ !

ମକର ସଂକ୍ରାନ୍ତି ପରେ ରାଜ୍ୟ ରାଜନୀତିରେ କେତେକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି । ଏହା କୌଣସି ଜ୍ୟୋତିଷ ଶାସ୍ତ୍ର ଆଧାରିତ ନୁହେଁ । ଗ୍ରହ, ନକ୍ଷତ୍ର ଯୋଗ ଥାଇପାରେ ନଥାଇପାରେ । କିନ୍ତୁ ରାଜନୀତିରେ କସରତ ଆଇବା ପରମ୍ଭ ହୋଇଯାଇଛି…

ନବୀନ ସରକାରରେ ପୁଲିସ ୟୁନିଫର୍ମ ରଙ୍ଗ କ’ଣ ଥିଲା ?

ଜୟନାରାୟଣ ମିଶ୍ର ବନାମ ଅନିତା ପ୍ରଧାନ ମାମଲାରେ ଏକ ବଡ କଥା କହିଚନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସମ୍ବଲପୁର ବିଧାୟକ ଯାଇଥିଲେ ସୁପ୍ରିମକୋର୍ଟ। ଆଗୁଆ ଜାମିନ ଆବେଦନ କରିଥିଲେ । ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଲେ। ଟିପ୍ପଣୀରେ କିନ୍ତୁ…

ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ। ରାଜ୍ୟକୁ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିଛନ୍ତି। ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଲାଗି ସେ ଉଚ୍ଚସ୍ତରୀୟ ବୈଠକରେ ଭାଗ…

ଅଭିଯୁକ୍ତ ବିଜେପି ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି : ବିଜେଡି

ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହୋଇଯିବା ପରେ ଗଣମାଧ୍ୟମରେ ସେ ଦେଇଥିବା ବୟାନ ଉପରେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଦେବ ଏହା…

ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି ; ଜାଣନ୍ତୁ କେଉଁପଟେ ଯିବ ଗାଡ଼ି

ଆଜିଠାରୁ ଆରମ୍ଭ ହେବାକୁ ଯାଇଛି ବିଶ୍ଵପ୍ରସିଦ୍ଧ କଟକ ବାଲିଯାତ୍ରା। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ବାଲିଯାତ୍ରା ପାଇଁ କଟକରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା…

ରଣଜୀ ଟ୍ରଫି: ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇଲା ଓଡ଼ିଶା

ଚଳିତ ରଣଜୀ ଟ୍ରଫିରେ ଲଗାତାର ଦୁଇ ପରାଜୟ ପରେ ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସିଜିନର ୪ର୍ଥ ମ୍ୟାଚ୍‌ ଖେଳୁଥିବା ଓଡ଼ିଶା ବାରବାଟୀରେ ମହାରାଷ୍ଟ୍ରକୁ ୩ ୱିକେଟରେ ହରାଇ ଦେଇଛି। ପ୍ରଥମ ଇନିଂସରେ ଗୁରୁତ୍ୱପୂର୍ଣ୍ଣ ୩୮…