Author: Nirvay

୨୦୦୦ ଟଙ୍କା ୟୁପିଆଇ ପ୍ରଦାନ ଉପରେ ଲାଗିବନି ଜିଏସଟି

୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଜିଏସ୍ ଟି ଲାଗୁ କରିବାକୁ ଯୋଜନା କରୁଥିବା ଖବରକୁ କେନ୍ଦ୍ର ସରକାର ଦୃଢ଼ତାର ସହ ଖଣ୍ଡନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ସରକାରଙ୍କ ଏଭଳି କୌଣସି ପ୍ରସ୍ତାବ…

ପୁରୀ ଚନ୍ଦନ ଯାତ୍ରାରେ ବାଣ ମନା; ରହିବ ଇନ୍‌ସୁରାନ୍ସ ବ୍ୟବସ୍ଥା

ପୁରୀ ଚନ୍ଦନ ଯାତ୍ରା ବେଳେ ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ । ଏହାସହିତ ଭକ୍ତ ଓ ସେବାୟତଙ୍କ ପାଇଁ ଇନ୍‌ସୁରାନ୍ସ ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଚନ୍ଦନ ଯାତ୍ରା ନୀତି…

ଡବଲ୍‍ ଇଞ୍ଜିନ ସରକାରର ଡବଲ କମାଲ୍‍, ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଲେ, କେନ୍ଦ୍ରମନ୍ତ୍ରୀ ଗଡକରୀ ମଞ୍ଜୁର କଲେ

ଡବଲ ଇଞ୍ଜିନ ସରକାରର ଡବଲ କମାଲ । ଆଜି ଓଡ଼ିଶାରେ ବିଭିନ୍ନ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଡବଲ ଇଞ୍ଜିନ ସରକାରର କାର୍ଯ୍ୟଶୈଳୀର ପ୍ରଭାବ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ବାରମ୍ୱାର କହିଛନ୍ତି ଯେ,…

କୋରାପୁଟ ସରକାରୀ କଲେଜର ନାମ ବଦଳି ହେଲା ସରକାରୀ ଡିଏଭି କଲେଜ, କୋରାପୁଟ

କୋରାପୁଟ ସରକାରୀ କଲେଜର ନାମ ବଦଳି ହେଲା ସରକାରୀ ଡିଏଭି କଲେଜ, କୋରାପୁଟ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ୧୯୬୮ ମସିହାରେ ଦୟାନନ୍ଦ ଆଂଗ୍ଲୋ-ବୈଦିକ ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୋରାପୁଟର ଶିକ୍ଷା ବିକାଶ…

ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, ଶକ୍ତିକାନ୍ତ ଦାସ

ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦୁଇ ଓଡ଼ିଆ ପୁଅ ପିକେ ମିଶ୍ର ଓ ଶକ୍ତିକାନ୍ତ ଦାସ । ଆଜି ସନ୍ଧ୍ୟା ୭ଟା ୫୫ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଭୁବନେଶ୍ୱର ଆସୁଥିବାବେଳେ ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨…

ରାଜ୍ୟବ୍ୟାପୀ ପାଳନ ହେବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଆସନ୍ତାକାଲି ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିବ ବିଜେଡି । ୧୪୭ଟି ନିର୍ବାଚନ ମଣ୍ଡଳୀ ଓ ଶଙ୍ଖ ଭବନରେ ତିରୋଧାନ ଦିବସ ପାଳନ ହେବ । ଓଡ଼ିଆ ଜାତି ପାଇଁ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରାଯିବ ।…

ଅନାସ୍ଥାରେ ହାରିଲେ କଲମପୁର ବ୍ଲକ ଅଧ୍ୟକ୍ଷା

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ଭୋଟ୍‌ ହୋଇଛି । ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ୨୨ ଜଣ ମତଦାନ କରିଛନ୍ତି । ସେଥିରୁ ଅନାସ୍ଥା ସପକ୍ଷରେ ୨୧ ଭୋଟ ପଡିଥିବା ବେଳେ…

ଓଡ଼ିଶାର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗର ସଫଳ ବ୍ରେକଥ୍ରୁ

ଓଡିଶାର ରେଳ ଲାଇନରେ ଯୋଡି ହେଲା ଏକ ନୁଆ ଫର୍ଦ୍ଦ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶାର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗ, ୪,୧୮୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲ୍ T-4 ର ଆଜି…

ସହକାରୀ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି; ୨୧ ପ୍ଲଟ୍, ପୁଳାପୁଳା ଟଙ୍କା, ସୁନା ଜବତ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଛି । ଘରୁ ବିଡ଼ା ବିଡ଼ା ନୋଟ ସହ ପୁଳା…

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୨୫ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ

ଅଖିଳ ଭାରତ କଂଗ୍ରେସ କମିଟି (AICC) ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅନୁମୋଦନ ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ୨୫ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି । ମହାସଚିବ କେ.ସି. ଭେନୁଗୋପାଳଙ୍କ ଦ୍ୱାରା ଜାରି…