ରାଜ୍ୟ School Girl Sexually Assaulted: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ୫ ଶିକ୍ଷକ ଅଟକ February 21, 2026 Nirvay କେନ୍ଦ୍ରାପଡ଼ା ଜିଲ୍ଲା, ରାଜକନିକା ଥାନା ଅନ୍ତର୍ଗତ ଆଳି ଅଞ୍ଚଳର ଏକ ଘରୋଇ ଇଂଲିସ୍ ମିଡିୟମ ସ୍କୁଲରେ ଲଜ୍ଜାଜନକ ଘଟଣା ଘଟିଛି । ସପ୍ତମ ଶ୍ରେଣୀ ସ୍କୁଲ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୫ ଶିକ୍ଷକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ…
ତାଜା ଖବର ରାଜନୀତି ରାଜ୍ୟ Odisha Assembly Adjourned Till 4 PM: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି February 21, 2026 Nirvay ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବି ରହିବ ବୋଲି ଘୋଷଣା କରାଯାଇଛି । ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଲଗାତାର ହଟ୍ଟଗୋଳ ପାଇଁ ଏହି ମୁଲତବି ଘୋଷଣା କରାଯାଇଛି । ଶୂନ୍ୟକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସର ନାରାବାଜି ଲଗାତାର…
ତାଜା ଖବର ରାଜ୍ୟ Handi Bhanga Ritual At Lingaraj Temple: ୧୧ ବର୍ଷ ପରେ ଆଜି ହେବ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ February 21, 2026 Nirvay ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ୍ରା ହେବ, ଯାହା ୧୧ ବର୍ଷ ପରେ ପାଳନ କରାଯାଉଛି । ଦୀର୍ଘ ୧୧ ବର୍ଷ ଧରି ବିବାଦ ପାଇଁ ବନ୍ଦ ହୋଇଥିଲା ଯାତ । ଚଳିତ ବର୍ଷ ପ୍ରଶାସନର ବୁଝାସୁଝା ପରେ ଆରମ୍ଭ ହୋଇଛି…
ବିଶ୍ୱ Trump Announces 10% Global Tariff: ଟ୍ରମ୍ପଙ୍କ ବିଶ୍ୱବ୍ୟାପି ୧୦% ନୂଆ ଟାରିଫ୍ ଘୋଷଣା February 21, 2026 Nirvay ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ଆମେରିକା ସୁପ୍ରିମକୋର୍ଟ ବେଆଇନ କହିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଟାରିଫ ଘୋଷଣା କରିଛନ୍ତି । ଟ୍ରମ୍ପ ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଶୁଳ୍କ ଲାଗୁ କରି ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ…
ତାଜା ଖବର ରାଜନୀତି ରାଜ୍ୟ Odisha Budget 2026: ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି: ମନମୋହନ ସାମଲ February 20, 2026 Nirvay ସମୁଦାୟ ବଜେଟରେ “ସମୃଦ୍ଧ ଓଡିଶା, ବିକଶିତ ଓଡିଶା”କୁ ଗୁରୁତ୍ୱ ଦିଆଯାଇଛି । ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି । କୃଷି, ପର୍ଯ୍ୟଟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ରୀଡା,…
ତାଜା ଖବର ରାଜ୍ୟ Highlights Of Odisha Budget 2026-27: ୨୦୨୬-୨୭ ବାର୍ଷିକ ବଜେଟର ମୁଖ୍ୟାଂଶ February 20, 2026 Nirvay ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2026-27 ଆର୍ଥିକ ବର୍ଷ ନିମନ୍ତେ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ‘ଲୋକାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି’ର ପ୍ରତିବଦ୍ଧତାକୁ ସାକାର କରିବା…
ଦେଶ ରାଜ୍ୟ Foundation Day Of Arunachal Pradesh, Mizoram: ଲୋକ ଭବନରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ପ୍ରତିଷ୍ଠା ଦିବସ ପାଳିତ February 20, 2026 Nirvay ବିବିଧତାରେ ଏକତା ହେଉଛି ଦେଶର ଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପପତି କହିଛନ୍ତି । ଶୁକ୍ରବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲଠାରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେରେ ରାଜ୍ୟପାଳ…
ରାଜନୀତି ରାଜ୍ୟ Bhakta Das’ Stand On Odisha Budget 2026: ଖର୍ଚ୍ଚ କରିନପାରିଲେ ବଜେଟର କଳେବର ବଢ଼ାଇଲେ କି ଲାଭ February 20, 2026 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିବାବେଳେ କରିଥିବାବେଳେ ନୂଆା ବଜେଟକୁ ପିସିସି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି । ଖର୍ଚ୍ଚ ତ କରିପାରୁନ; ବଜେଟର କଳେବର…
ତାଜା ଖବର ରାଜନୀତି ରାଜ୍ୟ Naveen’s Take On Odisha Budget 2026: “ରୋଷେଇ ଘର ଖାଲି; ମେନୁ ଭରପୂର’ February 20, 2026 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ରାଜ୍ୟ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବାବେଳେ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି…
ତାଜା ଖବର ରାଜ୍ୟ 6 Lane Road In Palasuni: ଭିଡ଼ ନିୟନ୍ତ୍ରଣ ପାଇଁ NHAIର ପଦକ୍ଷେପ; ପଳାଶୁଣୀରେ ହେବ ୬ ଲେନ୍ ରାସ୍ତା February 19, 2026 Nirvay ଭୁବନେଶ୍ୱରରେ ପଦଯାତ୍ରୀ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦୃଢ଼ ପଦକ୍ଷେପ ନେଇଛି । ପଳାଶୁଣୀରେ ଭିଡ଼ ନିୟନ୍ତ୍ରଣ ପାଇଁ ୪ ଲେନ ବିଶିଷ୍ଟ ଏନଏଚ-୧୬ କୁ ୬ ଲେନ୍…