Author: Nirvay

୫ ଟି ବିଭାଗର ୮୧୨ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମୁଦାୟ ୫ଟି ବିଭାଗର ୮୧୨ ଜଣ ନବନିଯୁକ୍ତ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ପରାମର୍ଶ ଦେଇ ସେମାନଙ୍କ କାର୍ଯ୍ୟଦକ୍ଷତା…

ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ଼ ଦେବେନ୍ଦ୍ର ପ୍ରଧାନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେବେନ୍ଦ୍ର ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ…

ବିଜେପି କାର୍ଯ୍ୟାଳୟରେ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ବିଜେପି…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଗାର୍ଡ ଅଫ ଅନର

ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଓଡିଶା ଆସି ପହଞ୍ଚିଛି ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଧାନସଭାର ବାଚସ୍ପତି…

ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ, ବାଜି ମାରିନେଲେ ଝିଅ

ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍‌) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଜେଏସ୍‌-୨୦୨୩ ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏହି ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି ।…

ତାରା ବାହିନୀପତି କ୍ଷମା ମାଗିଲେ ନିଲମ୍ବନ ହଟିବ କହିଲେ ବାଚସ୍ପତି

ନିଲମ୍ୱିତ କଂଗ୍ରେସ ବିଧାୟକ ତାରା ବାହିନୀପତି କ୍ଷମା ପ୍ରାର୍ଥନା କଲେ ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହେବ । ଏହା ସର୍ତ୍ତ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସଂସଦ ଭିତରେ ଯାହା ଘଟିଲା ତାହାର ରେକର୍ଡ ରହିଛି । ତାରା ବାହିନୀପତି…

ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ ସିବିଏସ୍ଇ ର ସ୍ପଷ୍ଟୀକରଣ

ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ସ୍ପଷ୍ଟୀକରଣ । କିଛି ସ୍ଥାନରେ ମାର୍ଚ୍ଚ ୧୪ ଓ ଆଉ କିଛି ସ୍ଥାନରେ ମାର୍ଚ୍ଚ ୧୫ରେ ହୋଲି ପର୍ବ ପାଳନ ହେଉଛି । ତେଣୁ ମାର୍ଚ୍ଚ ୧୫…

ଏପ୍ରିଲ୍‌ ୩ରୁ ମା ବୁଢ଼ୀ ଠାକୁରାଣୀ ଯାତ୍ରା

ଏପ୍ରିଲ ୩ ରୁ ଆରମ୍ଭ ହେବ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା । ଏପ୍ରିଲ୍‌ ୨୮ ତାରିଖ ଯାଏ ଚାଲିବ ଏହି ଯାତ୍ରା । ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରୀରେ ଶୁଭଖୁଣ୍ଟି ସ୍ଥାପନ ହେବା ନେଇ…

ରାଜ୍ୟରେ ୪୦ ଡିଗ୍ରୀ ଟପିଲା ତାତି; ୪୦.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତାତିରୁ ମିଳୁନି ନିସ୍ତାର । ଆଜି ବୌଦ୍ଧ ୪୦.୫ ଡ଼ିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟର ୧୨ଟି ସହରରେ…

ମୋଦୀଙ୍କୁ ମିଳିଲା ମରିସସର ସର୍ବୋଚ୍ଚ ସମ୍ମାନ

ମରିସସ୍ ଜାତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ସମ୍ମାନ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଆଣ୍ଡ କି ଅଫ୍‌ ଦ ଇଣ୍ଡିଆନ ଓସେନ୍‌’ ସମ୍ମାନରେ ସମ୍ମାନୀତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ…