Author: Nirvay

ବିଜେଡିର ନିର୍ବାଚନ ଇସ୍ତାହାର ପ୍ରକାଶିତ , ଭୋଟ ହାତେଇବା ପାଇଁ ମାରିଛି ଧୂଆଁ ବାଣ

ପ୍ରକାଶ ପାଇଲା ବିଜେଡିର ନିର୍ବାଚନ ଇସ୍ତାହାର (ମେନିଫେଷ୍ଟୋ)। ଏହି ମନିଫେଷ୍ଟୋରେ ବିଜେଡି ନିଜର ଆତ୍ମ ପ୍ରଚାର କରିଛି କହିଲେ ଭୁଲ ହେବନି। ଗତ ୨୪ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା…

କୃଷ୍ଣପ୍ରସାଦରେ ଗଡ଼କରୀଙ୍କ ବଡ ଘୋଷଣା,ଭୁବନେଶ୍ୱର ରିଂ ରୋଡ୍ କାମ ଅକ୍ଟୋବରରୁ ଆରମ୍ଭ

ପୁରୀ କୃଷ୍ଣପ୍ରସାଦରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । କୃଷ୍ଣପ୍ରସାଦରେ ବିଶାଳ ଜନସଭାକୁ ସମ୍ବୋଧନ କରି ବଡ ଘୋଷଣା କରିଛନ୍ତି ଗଡ଼କରୀ। ରାଞ୍ଚିରୁ ସମ୍ବଲପୁର ୪ ଲେନ୍‌ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ଘୋଷଣା କଲେ ଗଡ଼କରୀ।ଭୁବନେଶ୍ୱର ରିଂ…

ନବୀନଙ୍କୁ ପ୍ରଶ୍ନ କଲେ ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଂଜରୀ ସିଂହଦେଓ। ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ଅଦ୍ରିଜା। ସେ କହିଛନ୍ତି ଯେ, ମୋ ନିର୍ଯାତନା ବିଷୟରେ ଜାଣି କିଭଳି ସେ ପରିବାରକୁ ଟିକେଟ ଦେଲେ ବୋଲି ପ୍ରସନ୍ନ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଓଡ଼ିଶା ସରକାର

ଆଜି ପ୍ରଚାରରେ ଆସି କାଲିମେଳାରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେଠି ସାଧାରଣ ସଭାରେ ଯୋଗଦେଇ ମୋଦି ସରକାରଙ୍କ ବିକାଶ ଯୋଜନା ବିଷୟରେ ଆଲୋକପାତ କରିବା ସହ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି…

ଖେଳ ପଡ଼ିଆରୁ ୩ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା ଲଖନପୁର ବଣିପାହାଡ଼ ନିକଟ ଖେଳ ପଡିଆରୁ ଗୋଟିଏ ପରିବାରର ୩ଜଣଙ୍କ ମୃତଦେହ ଉଦ୍ଧାର। ମୃତକ ବ୍ରଜରାଜନଗରର ଓରିଏଣ୍ଟ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସ୍ତ୍ରୀ, ଝିଅକୁ ଗୁଳି କରି ସ୍ବାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କାର୍ ଭିତରୁ ମିଳିଛି…

ହାତୀ ଆକ୍ରମଣରେ ଚାଲିଗଲା କ୍ୟାମେରାମ୍ୟାନଙ୍କ ଜୀବନ

ଜଙ୍ଗଲି ହାତୀ ଆକ୍ରମଣରେ ବୁଧବାର କେରଳର ପାଲକ୍କଡ ଜିଲ୍ଲାରେ ଖବର ସଂଗ୍ରହ ବେଳେ ଗୋଟିଏ ପ୍ରମୁଖ ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲର ଜଣେ ୩୪ ବର୍ଷୀୟ କ୍ୟାମେରାମ୍ୟାନ ପ୍ରାଣ ହରାଇଛନ୍ତି। ଚ୍ୟାନେଲ ସୂତ୍ରରୁ ପ୍ରକାଶ ଯେ, ମାତୃଭୂମି ନ୍ୟୁଜ୍ ରେ କାମ କରୁଥିବା…

ବିଜେଡିକୁ ଟାର୍ଗେଟ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିଜେଡିକୁ ଟାର୍ଗେଟ୍ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ଆଜି କୋରାପୁଟ ଜିଲ୍ଲା କୁନ୍ଦ୍ରାରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ବିଜେଡି ଆଦିବାସୀଙ୍କୁ କେବଳ ଭୋଟ…

ବ୍ରହ୍ମପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା,୫ ଗିରଫ

ବ୍ରହ୍ମପୁରରେ ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲେ ପାଞ୍ଚ ଅଭିଯୁକ୍ତ । ୫ ଯୁବକଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ସାର୍ଥକ ଷଡ଼ଙ୍ଗୀ । ଏସପିଙ୍କ କହିବା ଅନୁସାରେ ପୀଡ଼ିତା…

ରାଜ୍ୟରେ ଅଂଶୁଘାତ ନେଲାଣି ୩ ଜୀବନ,୭୮୬ ଜଣ ଆକ୍ରାନ୍ତ

ରାଜ୍ୟରେ ଖରା ଗରମ ସାଙ୍ଗକୁ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୮୬ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି।ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ। ୩…

ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଆଜି ସନ୍ଧ୍ୟା ୬ ପରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଆଜି ବୈଶାଖ ମାସ ଅମାବାସ୍ୟା ହୋଇଥିବା ବେଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ହେବ । ଏହି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ସାଧାରଣ ଦର୍ଶନ…