ରାଜନୀତି ରାଜ୍ୟ ବିସ୍ଥାପିତଙ୍କ ପାଇଁ ଲଢ଼ିବ କଂଗ୍ରେସ: ଭକ୍ତ ଦାସ July 31, 2025 Nirvay ଆଜି କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଟନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ଶତାଧିକ ସ୍ୱେଛାସେବୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି…
ରାଜ୍ୟ ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ ଅଶୋକ ପଣ୍ଡା July 31, 2025 Nirvay ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ପଣ୍ଡା । ଉଭୟଙ୍କର ଯୁଗ୍ମ ସମ୍ପତ୍ତି ଥିବା ଜଣାଯାଇଛି । ରାଜକିଶୋରଙ୍କ ସମ୍ପତ୍ତିରେ ଅଶୋକଙ୍କର ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ପହଞ୍ଚିଥିଲା ।…
ରାଜ୍ୟ ପ୍ରବଳ ବର୍ଷା ନେଇ ୨୦ ଜିଲ୍ଲାକୁ କାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି July 31, 2025 Nirvay ଆସନ୍ତା କାଲି ପାଇଁ ରାଜ୍ୟର ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର,…
ଦେଶ ମାଲେଗାଓଁ ବିସ୍ଫୋରଣ ମାମଲାରେ ପ୍ରଜ୍ଞା ଠାକୁରଙ୍କ ସମେତ ସମସ୍ତ ୭ ଅଭିଯୁକ୍ତ ଦୋଷମୁକ୍ତ July 31, 2025 Nirvay ଦୀର୍ଘ ୧୭ ବର୍ଷ ପରେ ଆସିଲା ବହୁଚର୍ଚ୍ଚିତ ମାଲେଗାଁ ବିସ୍ଫୋରକ ମାମଲାରେ ବଡ ରାୟ । ଏନଆଇଏର ସ୍ପେଶିଆଲ କୋର୍ଟ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ସମସ୍ତ ୭ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି । ସେମାନଙ୍କ ଉପରେ ଲାଗିଥିବା ଦେଶଦ୍ରୋହ, ଆର୍ମସ…
ରାଜ୍ୟ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୬ ଗିରଫ July 30, 2025 Nirvay ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଆଜି ଗିରଫ କରିଛି । ଚଳିତମାସ ୨୦ ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି…
ଦେଶ ବିଶ୍ୱ ବିଶ୍ୱର ସବୁଠାରୁ ମହଙ୍ଗା ସାଟେଲାଇଟ୍ ‘ନିସାର’ ଉପଗ୍ରହର ହେଲା ସଫଳ ଉତ୍କ୍ଷେପଣ July 30, 2025 Nirvay ପୁଣି ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟାରୁ ହେଲା ବିଶ୍ୱର ସବୁଠାରୁ ମହଙ୍ଗା ଉପଗ୍ରହ ‘ନିସାର’ର ସଫଳ ଉତ୍କ୍ଷେପଣ । ନାସା ସହ ମିଶି ସାଟେଲାଇଟ୍ ପ୍ରସ୍ତୁତ କରିଛି ଇସ୍ରୋ । ଜିଏସ୍ଏଲଭି-ଏଫ୍୧୬ ରକେଟ୍ ଦ୍ୱାରା ସାଟେଲାଇଟ୍ ‘ନିସାର’ ର…
ରାଜନୀତି ରାଜ୍ୟ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ July 30, 2025 Nirvay ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ବିକ୍ଷୋଭ ରାଲି ମାଷ୍ଟରକ୍ୟାଣ୍ଟିନ ଛକଦେଇ ଜନପଥରେ ଯାଉଥିଲା ବେଳେ ରାସ୍ତାରେ ପୋଲିସ ଏହି ରାଲିର ପଥ ଅବରୋଧ କରିଥିଲା । ମହିଳାଙ୍କୁ ନ୍ୟାୟ ଦେବା…
ଦେଶ ବିଶ୍ୱ ଭାରତ ଉପରେ ୨୫% ଟାରିଫ୍ ଲଗାଇଲା ଆମେରିକା July 30, 2025 Nirvay ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଛି ଆମେରିକା । ଶୁଳ୍କ ଲାଗୁ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଉପରେ ବର୍ଦ୍ଧିତ ଶୁଳ୍କ ଅଗଷ୍ଟ ୧ ତାରିଖରୁ ଲାଗୁ ହେବ । ଆମେରିକାରେ ବିକ୍ରି…
ରାଜ୍ୟ ଅଗଷ୍ଟ ୧ ରୁ ୧୧ ଯାଏଁ ରାଜ୍ୟରେ ହେବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ July 30, 2025 Nirvay ଅଗଷ୍ଟ ୧ ରୁ ୧୧ ଯାଏଁ ରାଜ୍ୟରେ ଚାଲିବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଅଭିଭାବକ ଓ ସାଧାରଣ ଲୋକ ଅଙ୍ଗନବାଡ଼ି କେନ୍ଦ୍ର ଯାଇ ସ୍ଥିତି ପରଖିବେ…
ରାଜ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା July 30, 2025 Nirvay ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ଗଣମାଧ୍ୟମ ନିକଟରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…