Author: Nirvay

ଓଡ଼ିଶାବାସୀ ଆଶୀର୍ବାଦ ଦେଇଛନ୍ତି, ଆମେ ଏକ ନମ୍ବର ହେବୁ : ସମୀର ମହାନ୍ତି

ଭୁବନେଶ୍ୱର : ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି । ଇଭିଏମ୍‌ରେ କଏଦ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ଏହାପୂର୍ବରୁ ଓଡ଼଼ିଶା ରାଜନୀତିରେ ଏକ୍‌ଜିଟ୍‌ ପୋଲ ଆକଳନକୁ ନେଇ ବିଜେପି ଖୁବ ଉତ୍ସାହିତ ରହିଥିବାବେଳେ ବିଜେଡି…

ତାଜ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଦିଲ୍ଲୀରୁ ଝାନ୍ସି ଅଭିମୁଖେ ଯାଉଥିବା ତାଜ ଏକ୍ସପ୍ରେସରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସରେ ୪ଟି ବଗିରେ ନିଆଁ ଲାଗି ପୋଡିଯାଇଛି। ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାରରେ ଏହି ନିଆଁ ଲାଗିଥିବା ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ଅଗ୍ନିଶମ…

ଭାଙ୍ଗିଲା ଓଡ଼ିଶା ବିଧାନସଭା

ଭୁବନେଶ୍ୱର: ବିଧାନ ସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ୍‌…

୨୦୨୪ ନିର୍ବାଚନରେ ରାଜ୍ୟରେ ହୋଇଛି ୭୪.୫୧ % ମତଦାନ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ହୋଇଥିଲା। ୪ ସଂସଦୀୟ କ୍ଷେତ୍ର ଲାଗି ମୈଦାନରେ ୩୭ ପ୍ରାର୍ଥୀ ଥିବା ବେଳେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ…

EVM ପାଇଁ ଗଣ୍ଡଗୋଳ ଘଟଣାରେ ୨୦ ଗିରଫ

ରସୁଲପୁର ଓ ଧର୍ମଶାଳା ବ୍ଲକରେ EVMକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ରସୁଲପୁରର ୬ ଓ ଧର୍ମଶାଳା ବ୍ଲକର ୧୪ ଜଣଙ୍କୁ ଗିରଫ କରିଛି ପୋଲିସ।ମାମଲାରେ ଶତାଧିକଙ୍କ ନାଁରେ ମାମଲା ରୁଜୁ ହୋଇଛି ଥିବା SDPO ସୂଚନା ଦେଇଛନ୍ତି।…

ଡିଜିପି ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା

କଟକ: ଡିଜିପି ଅଫିସ୍ ଘେରିଲା ବିଜେପି ଯୁବ ମୋର୍ଚ୍ଚା । ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି କଟକ ଡିଜିପି ଅଫିସ୍‌ ଘେରିଲେ ବିଜେପି ଯୁବ ମୋର୍ଚ୍ଚା ।ଏହି ଘଟଣାରେ ଆଜି ଆଉ…

ଓଡ଼ିଶା ଏକ ବିକଶିତ ରାଜ୍ୟ ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ନିର୍ବାଚନ ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସ୍ଥିତ ଚଉଷଠି ଯୋଗିନୀ ମନ୍ଦିରରେ ଆଜି ପୂଜା ଅର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ଧର୍ମପତ୍ନୀ ମୃଦୁଳା ପ୍ରଧାନ ଉପସ୍ଥିତ ଥିଲେ ।…

ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଅଧିକ ହିଟୱେଭ୍ ମାମଲା ଆସୁଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ବଢୁଥିବା ଅଂଶୁଘାତଜନିତ ମୃତ୍ୟୁକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ପ୍ରତିକ୍ରିୟା। ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଅଧିକ ହିଟୱେଭ୍ ମାମଲା ଆସୁଛି କହିଲେ।କାଲି ସୁଦ୍ଧା ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ସ୍ପଷ୍ଟ ହୋଇଛି।ସେଥିରୁ ୨୦ ମାମଲା କେବଳ ରାଉରକେଲା…

ଚତୃର୍ଥ ପର୍ଯାୟରେ ରାଜ୍ୟରେ ମୋଟ ମତଦାନ ହାର ୭୪.୪୧%

ଓଡିଶା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ଶୃଙ୍ଖଳାର ସହ ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ସରିଛି ମତଦାନ । ଇଭିଏମରେ ସିଲ ହେଲା ୬୬ ସାଂସଦ ପ୍ରାର୍ଥୀ ଓ ୩୯୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଚତୃର୍ଥ…

ବାଣ ବିସ୍ଫୋରଣ ଘଟଣା, ଗଲାଣି ୧୩  ଜୀବନ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ…