ରାଜ୍ୟ Odia Actress Nikita Murder Case: ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ୱାମୀ ଲିପନ ସାହୁ ଦୋଷୀ ସାବ୍ୟସ୍ତ February 27, 2026 Nirvay ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ଜିଲ୍ଲା ଅତିରିକ୍ତ ଦୌରାଜଜ୍ । ତେବେ ଏହି ମାମଲାରେ ଲିପନର…
ରାଜ୍ୟ Delhi Liquor Policy Case: ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ଏବଂ ସିସୋଦିଆ ନିର୍ଦ୍ଦୋଷ ସାବ୍ୟସ୍ତ February 27, 2026 Nirvay ମଦ ନୀତି ମାମଲାରେ ପୂର୍ବତନ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଆଭେନ୍ୟୁ କୋର୍ଟ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି । ପ୍ରମାଣ ଅଭାବରୁ ମନୀଷ ଏବଂ ଅରବିନ୍ଦଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି…
ରାଜନୀତି ରାଜ୍ୟ Naveen Slams Odisha Govt: ମହିଳା ସୁରକ୍ଷାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ February 27, 2026 Nirvay ବିଜୁ ଜନତା ଦଳର ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ନାରୀ ସୁରକ୍ଷା ସମ୍ପର୍କରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ଅନୁଗୋଳର କଣିହାଁ, ସମ୍ବଲପୁରର କୁଚିଣ୍ଡା ଏବଂ ପାରାଦ୍ୱୀପ ଅଞ୍ଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି…
ଦେଶ President Murmu Takes Sortie In Prachand: ‘ପ୍ରଚଣ୍ଡ’ ରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି ମୁର୍ମୁ February 27, 2026 Nirvay ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ ରେ ସଫଳତାର ସହ ଉଡ଼ାଣ ଭରିଛନ୍ତି । ଏହି ହେଲିକପ୍ଟରରେ ରାଜସ୍ଥାନର ଜୈସଲମେର ଭାରତୀୟ ବାୟୁସେନା ଷ୍ଟେସନରୁ ଉଡ଼ାଣ ଭରିଛନ୍ତି ରାଷ୍ଟ୍ରପତି । ପ୍ରଚଣ୍ଡ ହେଉଛି…
ରାଜ୍ୟ Amit Shah To Visit Odisha: ମାର୍ଚ୍ଚ ୫ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ୍ ଶାହ February 27, 2026 Nirvay ଆସନ୍ତା ମାର୍ଚ୍ଚ ୫ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଅମିତ୍ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ସଂଧ୍ୟାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି…
ଖେଳ ଦେଶ ବିଶ୍ୱ IND vs ZIM T20: ସୁପର-୮ ମୁକାବିଲାରେ ଜିମ୍ବାୱେକୁ ହରାଇ ଭାରତ ବିଜୟୀ February 27, 2026 Nirvay ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପୁରୁଷ ଟି୨୦ ବିଶ୍ୱକପ୍-୨୦୨୬ର ସୁପର-୮ ମୁକାବିଲାରେ ଜିମ୍ବାୱେକୁ ଭାରତ ୭୨ ରନ୍ରେ ପରାସ୍ତ କରିଛି । ନିର୍ଦ୍ଧାରିତ ୨୦ ଓଭରରେ ଭାରତ ୪ଟି ୱିକେଟ୍ ହରାଇ ୨୫୬ ରନ୍ ସଂଗ୍ରହ କରିଥିଲା । ଟି-୨୦ ବିଶ୍ୱକପ୍-୨୦୨୬…
ଦେଶ ବିଶ୍ୱ India – Israel Joint Statement: ଭାରତ – ଇସ୍ରାଏଲ ମିଳିତ ବିବୃତି February 26, 2026 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ୍ ନେତନ୍ୟାହୁ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ବିବୃତ୍ତିରେ, ଉଭୟ ନେତା ଶାନ୍ତି, ନବସୃଜନ ଏବଂ ସମୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ପ୍ରତିଷ୍ଠା…
ଦେଶ ମନୋରଞ୍ଜନ Vijay-Rashmika Tie The Knot: ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟ-ରଶ୍ମିକା February 26, 2026 Nirvay ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଯୋଡ଼ି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରାଜସ୍ଥାନର ଉଦୟପୁର ସ୍ଥିତ ଆଇଟିସି ମେମେଣ୍ଟୋସ୍ (ITC Mementos) ହୋଟେଲରେ ଏହି ବିବାହ ଉତ୍ସବ…
ଦେଶ ବିଶ୍ୱ India, Israel Sign MoUs: ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ଵାକ୍ଷରିତ February 26, 2026 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଇସ୍ରାଏଲ ଗସ୍ତ ସମୟରେ ଭାରତ ଏବଂ ଇସ୍ରାଏଲ ଗୁରୁବାର ଦିନ ୧୬ ଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ଏବଂ ୧୧ ଟି ଘୋଷଣା କରିଛନ୍ତି । ଏହି ବିସ୍ତୃତ ଚୁକ୍ତିନାମା କୃତ୍ରିମ ବୁଦ୍ଧିମତ୍ତା, ସାଇବର…
ରାଜ୍ୟ Odisha Govt To Extend Token Validity: ଟୋକନ ସମୟ ସମାପ୍ତ ହୋଇଗଲେ ମଧ୍ୟ ୧୫ ଦିନ ବଢ଼ିବ ଅବଧି February 25, 2026 Nirvay ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ବିନା ଅସୁବିଧାରେ ସେମାନଙ୍କର ଧାନ ବିକ୍ରୟ କରିବାକୁ ସୁନିଶ୍ଚିତ କରିବା ପାଇଁ କ୍ରୟ ଟୋକନର ବୈଧତା ବୃଦ୍ଧି କରିବେ । ଟୋକନ…