ତାଜା ଖବର ଦେଶ କୌଣସି ଧାର୍ମିକ ସ୍ଥଳ ସର୍ବସାଧାରଣ ଅଧିକାରରେ ବାଧା ସୃଷ୍ଟି କରିପାରିବ ନାହିଁ: ସୁପ୍ରିମକୋର୍ଟ October 1, 2024 Nirvay ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ରାସ୍ତା, ଜଳାଶୟ କିମ୍ବା ରେଳଧାରଣା ଉପରେ ଉଲ୍ଲଂଘନ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ହଟାଇବା ଜରୁରୀ । ଅଦାଲତ ଭାରତର ଧର୍ମନିରପେକ୍ଷ…
ତାଜା ଖବର ଦେଶ ରୋହତାଙ୍ଗ ପାସ୍ ବିମାନ ଦୁର୍ଘଟଣା; ୫୬ ବର୍ଷ ପରେ ଆଉ ୪ ମୃତଦେହ ଉଦ୍ଧାର October 1, 2024 Nirvay ହିମାଚଳ ପ୍ରଦେଶର ରୋହତାଙ୍ଗ ପାସ୍ ଉପରେ ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୫୬ ବର୍ଷରୁ ଅଧିକ ସମୟ ପରେ ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯାହା ଭାରତର ଦୀର୍ଘ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ…
ତାଜା ଖବର ରାଜ୍ୟ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ଡିଜିପିଙ୍କ ପରାମର୍ଶ October 1, 2024 Nirvay ଭଦ୍ରକସ୍ଥିତ ଧାମନଗରରେ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ। ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପୋଲିସ ଡିଜି ଅପିଲ କରିଛନ୍ତି। ଧାମନଗର ଥାନାରେ ସମୀକ୍ଷା ପରେ ଡିଜିପି ଏହି ଅପିଲ କରିଛନ୍ତି।ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ, ଅଯଥା…
ତାଜା ଖବର ରାଜ୍ୟ କାଲିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ October 1, 2024 Nirvay ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ରହିବେ। ୩ ତାରିଖରେ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ…
ତାଜା ଖବର ରାଜ୍ୟ ଫେରିଲେ ଏସପି ଡ଼. ଶ୍ରବଣ ବିବେକ; ମଦ ମାଫିଆ, ବାଲି ଚୋର ଓ ସୁନା ବେପାରୀ ଥରହର October 1, 2024 Nirvay ରବିବାର ମୋହନ ସରକାର ତାଙ୍କର ବହୁ ପ୍ରତିକ୍ଷିତ ପୋଲିସ ପ୍ରଶାସନରେ ଐତିହାସିକ ଅଦଳବଦଳ କରିଛନ୍ତି। ୨୨ ଜଣ ଏସପିଙ୍କୁ ବଦଳି କରାଯାଇଥିଲା ବେଳେ ବ୍ରହ୍ମପୁରରେ ଏସପି ଭାବେ ପୁଣି ଶ୍ରବଣ ବିବେକ ଏମଙ୍କୁ ଅବସ୍ଥାପିତ କରାଯାଇଛି। ଗତ ସାଧାରଣ ନିର୍ବାଚନର ଅବ୍ୟବହିତ…
ତାଜା ଖବର ଦେଶ ମନୋରଞ୍ଜନ ଗୋବିନ୍ଦଙ୍କ ଦେହରେ ଗୁଳି ବାଜିଲା; ହସ୍ପିଟାଲରେ ଭର୍ତ୍ତି October 1, 2024 Nirvay ଅଭିନେତା ଗୋବିନ୍ଦା ସକାଳ ପ୍ରାୟ ୪.୪୫ରେ ଆପଏଣ୍ଟମେଣ୍ଟ ପାଇଁ ଯାଉଥିବା ବେଳେ ହଠାତ୍ ବନ୍ଧୁକରେ ନିଜ ଗୋଡ଼ରେ ଗୁଳି ମାଡ଼ କରିଥିଲେ। ସଙ୍ଗେ ସଙ୍ଗେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା…
ତାଜା ଖବର ରାଜ୍ୟ ଧାମନଗରରେ ପହଞ୍ଚିଲେ ଡିଜିପି ୱାଇ. ବି ଖୁରାନିଆ October 1, 2024 Nirvay ଭଦ୍ରକ ଧାମନଗରରେ ପହଞ୍ଚିଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ଆଲୋଚନା ଚାଲିଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍ପି ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି…
ତାଜା ଖବର ରାଜନୀତି ରାଜ୍ୟ ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି: ଅନିଲ ବିଶ୍ୱାଳ October 1, 2024 Nirvay ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ…
ତାଜା ଖବର ରାଜ୍ୟ ଦୁର୍ଗାପୂଜାରେ ଡିଜେ ଫାୟାର ଗନ୍ ମନା September 30, 2024 Nirvay କଟକରେ ପାର୍ବଣକୁ ସୁରକ୍ଷିତ କରିବାକୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଜିଲ୍ଲାପାଳ ଡିଜେ ଫାୟାର ଗନ୍ ବ୍ୟବହାରକୁ ମନା କରିଛନ୍ତି। ନଭେମ୍ବର ୨୬ ପର୍ଯ୍ୟନ୍ତ ଡିଜେ, ଏଲ୍ଇଡି ଲାଇଟ୍, ଫାୟାର ଗନ୍ ମନା କରାଯାଇଛି। ପୂଜା ପେଣ୍ଡାଲ, ଭସାଣ…
ତାଜା ଖବର ରାଜ୍ୟ ଦବଙ୍ଗଗିରି କରି ରାଜନଗର ଥାନା ଏଏସଆଇ ନିଲମ୍ବିତ September 30, 2024 Nirvay ଭରତପୁର ଥାନା ବିବାଦ ଥମି ନଥିବା ବେଳେ ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳରେ ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ଏଏସଆଇ ନରେନ୍ଦ୍ର ସିଂ ନିଲମ୍ବିତ ହୋଇଛନ୍ତି। ଅଭିଯୋଗ ଆଧାରରେ ଏଏସଆଇଙ୍କ ନାଁରେ…