ତାଜା ଖବର ରାଜ୍ୟ ରତ୍ନ ଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ : ପୃଥ୍ଵୀରାଜ ହରିଚନ୍ଦନ November 1, 2024 Nirvay ଆଜି ପ୍ରକାଶ ପାଇଛି ପୁରୀ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାରର ପ୍ରାଥମିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡଙ୍ଗ ନାହିଁ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ୍ ।…
ତାଜା ଖବର ରାଜନୀତି ରାଜ୍ୟ ବାତ୍ୟା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ରେ ହେନ୍ତାଳ ବଣ ଗୁରୁତ୍ବପୂର୍ଣ୍ଣ : ସୁରେଶ ପୂଜାରୀ October 31, 2024 Nirvay ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତବ୍ୟ ଦେଇଛନ୍ତି ଯେ ବାତ୍ୟା ‘ଦାନା’ ପ୍ରଭାବିତ ଓଡ଼ଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ହେନ୍ତାଳ ବନ ସୃଷ୍ଟି ପାଇଁ ଓଡିଶା ସରକାର ଯୋଜନା ଆରମ୍ଭ କରିଛନ୍ତି | ବାତ୍ୟା ‘ଦାନା’ ଓଡ଼ିଶାର…
ତାଜା ଖବର ରାଜନୀତି ରାଜ୍ୟ ମୁନ୍ନା ଖାଁ ଙ୍କ ବଡ଼ ବୟାନ “ବିଜେଡି ଲିଙ୍କ ରେ ୧୪ ବିଜେପି ବିଧାୟକ ” October 31, 2024 Nirvay ରାଜ୍ଯସଭା ସାଂସଦ ମୁନ୍ନା ଖାଁ ନବୀନଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ଦେଇଛନ୍ତି| ବରିଷ୍ଠ ବିଜେଡ଼ି ନେତା ମୁନା ଖାଁ ବିଜେପି ଦଳ ଉପରେ ଆକ୍ଷେପ କରି କହିଛନ୍ତି ଯେ ଏହା ଭାଙ୍ଗିବା ପାଇଁ…
ତାଜା ଖବର ରାଜନୀତି ରାଜ୍ୟ ମହାକାଳପଡ଼ା ବିଜେପିରେ ଅସନ୍ତୋଷ; ସରପଞ୍ଚଙ୍କ ଇସ୍ତଫାକୁ ନେଇ ପୁଣି ଚର୍ଚ୍ଚାରେ ଦୁର୍ଗା October 28, 2024 Nirvay ନିର୍ବାଚନର ଫଳାଫଳ ୫ ମାସ ନପୁରୁଣୁ ସାରା ରାଜ୍ୟରେ ସର୍ବାଧିକ ଭୋଟ ପାଇଥିବା ମହାକାଳପଡା ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଅନେକ ବିବାଦରେ ଛନ୍ଦି ହେବା ସହ ତାଙ୍କର ରାଜନୈତିକ ଅପରିପକ୍ଵତା ଓ ଅପାରଗତା ଧିରେ ଧିରେ ପ୍ରକାଶିତ ହେବାରେ…
ତାଜା ଖବର ରାଜ୍ୟ ଦାନା ବାତ୍ୟା ଯୋଗୁଁ ହୋଇଛି ବ୍ୟାପକ କ୍ଷୟକ୍ଷତି; ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା October 27, 2024 Nirvay ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ଓ ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଓ ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ,…
ତାଜା ଖବର ରାଜ୍ୟ ଅକ୍ଟୋବର ୨୯ ତାରିଖରେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ October 27, 2024 Nirvay ଓଡ଼ିଶାରେ ଅକ୍ଟୋବର ୨୯ ତାରିଖରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସିରେ ଏ ଯୋଜନାର ଶୁଭାରମ୍ଭ କରିବେ. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅବସରରେ ଉପସ୍ଥିତ ରହିବେ । ୭୦ ବର୍ଷରୁ…
ତାଜା ଖବର ରାଜନୀତି ରାଜ୍ୟ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ October 27, 2024 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ ପରିଦର୍ଶନ…
ତାଜା ଖବର ରାଜ୍ୟ ନିର୍ଭୟ ପ୍ରଭାବ: ସୁବିଧା ସୁଯୋଗ ପାଇଲେ ସାଲେପୁର ରିଲିଫ କେନ୍ଦ୍ର ବାସୀ October 25, 2024 Nirvay ବିଜୟଲକ୍ଷ୍ମୀ ଦାଶ: ସାଲେପୁର ବ୍ଲକର ଲେଖନପୁର ସ୍ଥିତ ଗାନ୍ଧୀ ସରକାରୀ ହାଇସ୍କୁଲ ଏବଂ ପ୍ରାଇମେରୀ ସ୍କୁଲ କୁ ସରକାର ଙ୍କ ତରଫରୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଘୋଷଣା କରାଯାଇ ସ୍ଥାନୀୟ ଚାଳ ଘରେ ଏବଂ ବିପଦ ସଂକୁଳ ଅବସ୍ଥା ରେ…
ରାଜ୍ୟ କୁମାର ପୂର୍ଣ୍ଣିମା – ଓଡ଼ିଶାର ଆଉ ଏକ ନାରୀ-କୈନ୍ଦ୍ରିକ ନିଆରା ପର୍ବ October 16, 2024 Nirvay ବିଶ୍ବରାଜ ନାୟକଙ୍କ କଲମରୁ: ଦୀର୍ଘ ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ମାଆ ଆସେ, ଆସେ କିନ୍ତୁ ମାତ୍ର କିଛି ଦିନ ପାଇଁ। ସେହି କିଛି ଦିନ ବିତିଯାଏ ଆଖି ପଲକରେ। ମାଆକୁ ମେଲାଣି ଦେଇ ସାରିବା ପରେ ଚାରି ଆଡ଼ ଲାଗେ…
ରାଜ୍ୟ ନିଜ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ କରନ୍ତୁ ଓଡ଼ିଆ October 13, 2024 Nirvay ବିଶ୍ବରାଜ ନାୟକଙ୍କ କଲମରୁ: ଆମେ ଯେଉଁ ଶାରଦୀୟ ପର୍ବକୁ ଦୁର୍ଗାପୂଜା, ଦଶହରା କହୁ, ଗାଁ ଗହଳିରେ ଏହାକୁ କୁହାଯାଏ ଗୋଷାଣୀ ଯାତ୍ରା। ମାର୍କଣ୍ଡେୟ ପୁରାଣ କୁହେ ଚେଦୀ ବଂଶୀୟ କଳିଙ୍ଗ ରାଜା ଖ୍ରୀଷ୍ଟ ପୂର୍ବ ୩୦୦ ଶତାବ୍ଦୀରେ ପାଳନ କରୁଥିଲେ ଦୁର୍ଗା…