ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ବାସଭବନ କୁ ଛାତ୍ର କଂଗ୍ରେସ ର ଅଣ୍ଡାମାଡ଼ November 8, 2024 Nirvay ଭାରତୀଯୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ) ଓଡ଼ିଶାର ସଦସ୍ଯମାନେ ସୋମବାର ଅଭିଯୋଗ କରିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ବିଭାଗ ଆଡମିଶନ ନିୟମ ଉଲଂଘନ କରିଛି ଏବଂ ଚଳିତ ବର୍ଷ ଜଣେ ଛାତ୍ରଙ୍କୁ ଆଡମିଶନ ଦେବାକୁ…
ରାଜ୍ୟ ଡିସେମ୍ବର ସୁଦ୍ଧା ଓଡ଼ିଶାରେ ସରକାରୀ ଶିକ୍ଷାନୁଷ୍ଠାନ ପାଇବେ ଜମି ପଟ୍ଟା November 7, 2024 Nirvay ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ଦିଆଯିବ ବୋଲି ବିଧାନସଭାରେ ଘୋଷଣା କରିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ | ଆଜି ଅତିରିକ୍ତ ମୁଖ୍ଯ ଶାସନ ସଚିବ ଏବଂ ଅନ୍ଯ ବିଭାଗର ସଚିବଙ୍କ ସମେତ ରାଜସ୍ୱ ଓ ବ୍ଯୟ ପରିଚାଳନା ବିଭାଗର…
ରାଜ୍ୟ ବଲାଙ୍ଗୀର ରେ ଯୋଗାଣ ଅଧିକାରୀ ଦ୍ୱାରା ବିଧବା ମହିଳା ଙ୍କ ବଳାତ୍କାର November 7, 2024 Nirvay ଏକ ନିନ୍ଦନୀୟ ଘଟଣାରେ, ବଲାଙ୍ଗିରର ଆଗଲପୁର ପୋଲିସ ଷ୍ଟେସନର ବୁଦୁଲା ଗ୍ରାମ ପଞ୍ଚାୟତ ଠାରେ ଜଣେ ଯୋଗାଣ ସହାୟକ ଜଣେ ବିଧବା ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଦାବି କରିଛନ୍ତି ଯେ ଅଭିଯୁକ୍ତ ଗିରିଶ ଚନ୍ଦ୍ର ସାହୁ…
ରାଜନୀତି ରାଜ୍ୟ ଆମ ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲା ବିଜେପି: ନବୀନ ପଟ୍ଟନାୟକ November 7, 2024 Nirvay ଶଙ୍ଖ ଭବନ ରେ ଅନୁଷ୍ଠିତ ହୋଇଥିଲା ସଭ୍ୟ ସଂଗ୍ରହ ଅଭିଯାନ ସମ୍ମିଳନୀ ରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ର ହଉଥିବା ଅପପ୍ରଚାର କୁ ବିରୋଧ କାରିବା ପାଇଁ ଆହ୍ୱାନ କରିଛନ୍ତି । ବିଜେଡି ଶାସନ…
ରାଜ୍ୟ କେଉଁଝର କଲେଜ ରାଗିଂ ଘଟଣା ରେ ୫ ଛାତ୍ର ଗିରଫ November 6, 2024 Nirvay କେଉଁଝର ସରକାରୀ ଇଞ୍ଜିନିୟରିଙ୍ଗ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗରେ ବୁଧବାର ଦିନ କେଉଁଝର ଟାଉନ ପୋଲିସ ପାଞ୍ଚ ଜଣ ଛାତ୍ରଙ୍କୁ ଅଟକ ରଖିଛି।ଗିରଫ ହୋଇଥିବା ଛାତ୍ରମାନଙ୍କୁ କଲେଜ ପ୍ରଶାସନ ଦ୍ୱାରା ଏକ ବର୍ଷ ପାଇଁ କଲେଜରୁ ନିଲମ୍ବିତ…
ରାଜ୍ୟ ଓଡ଼ିଶା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ୨୦୨୩ ଡିସେମ୍ବର ୧୫ରେ ଅନୁଷ୍ଠିତ ହେବାର ସମ୍ଭାବନା November 6, 2024 Nirvay ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (ଓପିଏସସି) ବୁଧବାର ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୩-୨୪ପାଇଁ ସମ୍ଭାବ୍ଯ ତାରିଖ ଘୋଷଣା କରିଛି। ନୋଟିସ ଅନୁଯାୟୀ , ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା ଡିସେମ୍ବର ୧୫,୨୦୨୪ ରବିବାର ଦିନ ଧାର୍ଯ୍ୟ କରାଯାଇଛି |ଓପିଏସସି ଏକ…
ଦେଶ ପିଏମ-ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରି November 6, 2024 Nirvay ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ପିଏମ-ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି, ଯାହା ମିଶନ ଆଧାରରେ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ଏହି ପଦ୍ଧତି ଦ୍ୱାରା ଦେଶର ଶ୍ରେଷ୍ଠ ୮୬୦ଟି ଉଚ୍ଚ…
ଦେଶ ବିଶ୍ୱ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି November 6, 2024 Nirvay ବୁଧବାର ଦିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୬କୋଟିରୁ ଅଧିକ ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି | ଏକ୍ସ ରେ ଏକ…
ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାରେ ପୁଣି ବର୍ଷିଲା ବିଜେଡି November 6, 2024 Nirvay କନ୍ଧମାଳରେ ଘଟିଥିବା ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କଲା ବିଜେଡି । ଏକ ପ୍ରେସମିଟରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଖାଦ୍ୟ ଚାଉଳ ନ…
ରାଜନୀତି ରାଜ୍ୟ ନୂତନ ଏନ୍. ଏ. ସି. ଗଠନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ସୂଚନା ମାଗିଲା ଆବାସ ଓ ସହରାଞ୍ଚଳ ବିକାଶ ବିଭାଗ November 5, 2024 Nirvay ଦେଓଗଡ଼, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି ଏବଂ ନବରଙ୍ଗପୁର ବ୍ଯତୀତ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନୂତନ ଏନ୍ଏସି ନିର୍ମାଣ ପାଇଁ ଆବଶ୍ଯକ ସୂଚନା ଦେବାକୁ ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗ ନିର୍ଦ୍ଦେଶ ଦେଇଛି। ଜିଲ୍ଲାପାଳଙ୍କୁ ଲେଖିଥିବା ଚିଠିରେ ଅତିରିକ୍ତ…