ତାଜା ଖବର ଦେଶ ବିଶ୍ୱ PM Modi Receives Vladimir Putin: ଭାରତରେ ରୁଷ ରାଷ୍ଟ୍ରପତି ପୁଟିନ, ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି December 4, 2025 Nirvay ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିବାମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହିତ ପରିଚିତ…
ଖେଳ ତାଜା ଖବର ଦେଶ ବିଶ୍ୱ IND vs SA, 2nd ODI: ଦ୍ୱିତୀୟ ଦିନିକିଆକୁ ୪ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା December 3, 2025 Nirvay ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍ରେ ବିଜୟୀ ହୋଇଛି । ରାୟପୁରସ୍ଥିତ ସହିଦ ବୀରନାରାୟଣ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୩୫୯ ରନ୍ର ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ୪ ବଲ୍ ବାକିଥାଇ ପୂରା କରିଛି…
ରାଜ୍ୟ Ramadevi Choudhury: ରମାଦେବୀ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳନ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନିନ୍ଦନୀୟ: ବିଜେଡି December 3, 2025 Nirvay ମହାନ ନାରୀନେତ୍ରୀ ଓ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳନକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ବିଜୁ ଜନତା ଦଳ ଆଜି ବର୍ଷିଛି । ପୂଜ୍ୟପୂଜା ପରମ୍ପରା ଓଡ଼ିଆ ସଂସ୍କୃତିର ପ୍ରତୀକ ହୋଇଥିବା ବେଳେ ରାଜ୍ୟ…
ରାଜ୍ୟ Mukhyamantri Bayu Swasthya Seva: ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ବିଶେଷଜ୍ଞ ଟିମ୍ December 3, 2025 Nirvay ଉପାନ୍ତ ଅଞ୍ଚଳରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଯୋଜନା ଦ୍ୱାରା ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ସୁନିଶ୍ଚିତ ହୋଇପାରୁଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ଆଜି ଶ୍ରୀ…
ରାଜନୀତି ରାଜ୍ୟ FIR Against Pradeep Majhi: ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ମାମଲା ରୁଜୁ December 3, 2025 Nirvay ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଗୁଳି କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ…
ଖେଳ ଦେଶ ରାଜ୍ୟ India-SA Barabati T20I: କିଛି ସମୟ ଭିତରେ ସରିଗଲା ବାରବାଟୀ ଅନଲାଇନ୍ ଟିକେଟ୍; ଫ୍ୟାନ୍ ନିରାଶ December 1, 2025 Nirvay ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଆଜି ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା ତେବେ ସାଇଟ୍ ଖୋଲିବାର ମାତ୍ର କିଛି ସମୟ ଭିତରେ ସବୁ ଟିକେଟ୍…
ରାଜ୍ୟ Odisha Raj Bhavan Renamed: ‘ରାଜ ଭବନ’ ର ନାମ ପରିବର୍ତ୍ତିତ ହୋଇ ହେଲା ‘ଲୋକ ଭବନ’ December 1, 2025 Nirvay ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି । ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ…
ଖେଳ ଦେଶ ବିଶ୍ୱ ରାଜ୍ୟ Blind Women’s T20 Cricket World Cup: ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ December 1, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ୨୦୨୫ର ବିଜୟୀ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶାର ୪ ଜଣ ବିଶ୍ୱ ଚାମ୍ପିଅନମାନଙ୍କୁ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଫୁଲ ସୋରେନ,…
ଦେଶ ରାଜ୍ୟ Election Commission Of India: ବୁଥ୍ ସ୍ତରୀୟ ଅଫିସରଙ୍କ ପାରିଶ୍ରମିକକୁ ଦୁଇଗୁଣ କଲେ ନିର୍ବାଚନ କମିଶନ November 29, 2025 Nirvay ଭୋଟର ତାଲିକା ପ୍ରସ୍ତୁତ କରିବାରେ ନିୟୋଜିତ ବୁଥ୍ ସ୍ତରୀୟ ଅଧିକାରୀ (BLO) ଏବଂ ସୁପରାଭାଇଜରଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ବିଜ୍ଞପ୍ତି ଅନୁଯାୟୀ ବୁଥ୍ ସ୍ତରୀୟ ଅଫିସର ମାନଙ୍କର ବାର୍ଷିକ ଦରମା ୬୦୦୦ ଟଙ୍କାରୁ ୧୨,୦୦୦…
ରାଜ୍ୟ Ration Card Reform: ରାଜ୍ୟରେ ୮ଲକ୍ଷ ୧୬ ହଜାର ହିତାଧିକାରୀଙ୍କ ରାସନ କାର୍ଡ କଟିଛି November 29, 2025 Nirvay ରାଜ୍ୟରେ ସମୁଦାୟ ୮ ଲକ୍ଷ ୧୬ ହଜାର ୫୬ ହିତାଧିକାରୀଙ୍କ ରାସନ କାର୍ଡ କଟିଛି । ଗତ ୧୫ ମାସ ବିଜେପି ସରକାରରେ ୯୬% e-KYC କରିଛନ୍ତି । କେବଳ ୪% e-KYC କରି ନାହାନ୍ତି । ଏ ନେଇ ଖାଦ୍ୟ…