ରାଜ୍ୟ ୧.୪୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ରାଜସ୍ୱ ବିଭାଗର ଜୁନିୟର ଆସିଷ୍ଟାଣ୍ଟ ଗିରଫ November 29, 2024 Nirvay ସରକାରୀ ପାଣ୍ଠିରୁ ୧.୪୦ କୋଟି ଟଙ୍କାର ପଞ୍ଜୀକରଣ ଶୁଳ୍କ, ଉପଭୋକ୍ତା ଶୁଳ୍କ ଏବଂ ଅନ୍ୟାନ୍ୟ ସରକାରୀ ରାଜସ୍ୱ ଠକେଇ ଅଭିଯୋଗରେ ଶୁକ୍ରବାର ଦିନ ରାୟଗଡା ଜିଲ୍ଲା ବିସମ କଟକ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ରେ କାର୍ଯ୍ଯରତ କନିଷ୍ଠ ରାଜସ୍ୱ ସହାୟକ ବନମାଳି କରଙ୍କୁ…
ରାଜ୍ୟ ଅମିତ ଶାହ ଦ୍ଵିତୀୟ ଶ୍ରେଷ୍ଠ ପୋଲିସ ଷ୍ଟେସନ ଭାବେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା କୁ କଲେ ସମ୍ମାନିତ November 29, 2024 Nirvay ଅଖିଳ ଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀ-୨୦୨୪ ଆଜି ଭୁବନେଶ୍ୱରର ଲୋକ ସେବା ଭବନରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ସମ୍ମାନିତ କରିଥିଲେ। ରାଜ୍ଯ…
ରାଜନୀତି ରାଜ୍ୟ ଡିଜିପି ଆଇଜିପି ସମ୍ମିଳନୀ ପାଇଁ ଷ୍ଟାର ହୋଟେଲକୁ ବିଧାୟକଙ୍କୁ ସ୍ଥାନାନ୍ତରଣ,ବିଧାୟକମାନଙ୍କ ଅସନ୍ତୁଷ୍ଟି ବ୍ୟକ୍ତ November 29, 2024 Nirvay ରାଜଧାନୀ ଭୁବନେଶ୍ୱର ଆଭ୍ଯନ୍ତରୀଣ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ ତିନି ଦିନିଆ ଡିଜି-ଆଇଜିପି ସମ୍ମିଳନୀ ଆୟୋଜନ କରୁଛି। ଲୋକ ସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ପାଇଁ ସମଗ୍ର ଭୁବନେଶ୍ୱରରେ କଡ଼ା ସୁରକ୍ଷା…
ରାଜ୍ୟ ଗୁରାପଲ୍ଲୀ ଟୋଲ ଗେଟ ନିକଟ ରୁ ୮୮ କେଜି ରୂପା ଇଟା ଓ ୫ ଲକ୍ଷ ଟଙ୍କା ଜବତ କଲା ଗଞ୍ଜାମ ପୋଲିସ November 29, 2024 Nirvay ଖଲ୍ଲିକୋଟ ପୋଲିସର ନିୟମିତ ଯାଞ୍ଚ ସମୟରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଗୁରାପଲ୍ଲୀ ଟୋଲ ପ୍ଲାଜା ନିକଟରେ ଏକ କାରରୁ ୮୮ କିଲୋଗ୍ରାମ ରୂପା ଇଟା ଏବଂ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଛି।ପ୍ରାଥମିକ ସୂଚନା ଅନୁଯାୟୀ , କାରଟି…
ରାଜ୍ୟ କଟକ ସହରର ସମସ୍ୟା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ November 28, 2024 Nirvay ସହରରେ ମଶା ପାଦୁର୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ କଟକ ମୁନିସିପାଲିଟି କର୍ପୋରେସନ୍ (ସିଏମସି) ର ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାରେ ସ୍ପଷ୍ଟ ବିଫଳତା ଉପରେ ଓଡ଼ିଶା ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ଏସ. କେ. ସାହୁ ଏବଂ ଜଷ୍ଟିସ୍ ଭି.…
ରାଜ୍ୟ ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଆବଶ୍ଯକତା ଅନୁଧ୍ୟାନ ପାଇଁ କମିଟି ଗଠନ କଲେ ଓଡ଼ିଶା ସରକାର November 28, 2024 Nirvay ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଆବଶ୍ଯକତା ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ସରକାର ଆଜି ଏକ କମିଟି ଗଠନ କରିଛନ୍ତି। ରାଜ୍ଯରେ ଏହି କାର୍ଯ୍ଯକ୍ରମର ଉତ୍ତମ କାର୍ଯ୍ଯକାରିତା ପାଇଁ କମିଟି ଆବଶ୍ଯକ ପ୍ରସ୍ତାବ ସୁପାରିଶ କରିବ…
ଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ ରେ ଯୋଡ଼ି ହେଲା ନୂଆ ନିୟମାବଳୀ November 28, 2024 Nirvay ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ନୂଆ ନିଅୟମାବଳୀ ଲାଗୁ ହୋଇଛି। ରାଜ୍ୟ ସରକାର ଆବାସ ଘର ପାଇଁ ଲୋକେ ନିଜେ ନିଜ ପାଇଁ ସର୍ଭେ କରିବେ। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯିବ ନାହିଁ ବୋଲି ନିୟମାବଳୀ ରେ ଉଲ୍ଲେଖ ଅଛି।…
ରାଜନୀତି ରାଜ୍ୟ ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା November 28, 2024 Nirvay ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ସଂସ୍ଥା…
ରାଜ୍ୟ ନବରଙ୍ଗପୁରରେ ମଣ୍ଡେଇ ପର୍ବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ November 28, 2024 Nirvay ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପରିଚୟ “ମଣ୍ଡେଇ” ପର୍ବ। ଜିଲ୍ଲାର ସାଂସ୍କୃତିକ ଏବଂ ସାମାଜିକ ପରମ୍ପରାର ଗୁରୁତ୍ଵକୁ ବହନ କରେ ମଣ୍ଡେଇ ଏହି ମଣ୍ଡେଇ ପର୍ବ । ଆସନ୍ତା ୦୬/୧୨/୨୪ ରୁ ୧୦/୧୨/୨୪ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ…
ରାଜ୍ୟ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଖଣି ଅଧିକାରୀଙ୍କୁ ଭିଜିଲାନ୍ସର ଗିରଫ November 28, 2024 Nirvay ଆୟବର୍ହିଭୂତ ସମ୍ପତ୍ତି ଜମା କରି ରଖିଥିବା ଅଭିଯୋଗରେ ଆଜି କେଉଁଝରରେ ଜଣେ ସହକାରୀ ଖଣି ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସର୍ଚ୍ଚ ଅପରେସନ ବେଳେ ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ନିକଟରୁ ଭୁବନେଶ୍ୱରର ୫୮୦୦ ବର୍ଗଫୁଟ ଅଞ୍ଚଳରେ ଥିବା ଗୋଟିଏ…