ରାଜ୍ୟ Odisha 10th Board Exam 2026: କାଲିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ November 7, 2025 Nirvay ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୬ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । କାଲିଠୁ ଆସନ୍ତା ୨୨ ତାରିଖ ଯାଏଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ମାଟ୍ରିକ ରେଗୁଲାର ଓ…
ରାଜ୍ୟ Puri Srimandir: ଶ୍ରୀମନ୍ଦିରର ୩ ସେବାୟତ ନିଲମ୍ବିତ November 7, 2025 Nirvay ଶ୍ରୀମନ୍ଦିରର ୩ ସେବାୟତଙ୍କୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ନାଟ୍ୟମଣ୍ଡପରେ ବେନିୟମ ଭାବେ ଅର୍ଥ ଆଦାୟ ଅଭିଯୋଗରେ ୨ ସେବାୟତ ସୁଆର ବଡୁସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବିତ କରାଯାଇଛି ।…
ରାଜନୀତି ରାଜ୍ୟ Nuapada Bypoll: ଆସନ୍ତାକାଲି ନୂଆପଡ଼ା ଓ ଖରିଆର ରୋଡ଼ରେ ରୋଡ ଶୋ କରିବେ ମୋହନ ମାଝୀ November 7, 2025 Nirvay ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତାକାଲି ଖରିଆର ରୋଡ୍ ଏବଂ ନୂଆପଡା ଏନଏସିରେ ରୋଡଶୋ କରିବେ । ପୁଣି ଥରେ ନୂଆପଡା ଉପନିର୍ବାଚନ ପାଇଁ ମୋହନ ମାଝୀ ନୂଆପଡା ଗସ୍ତ କରି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ…
ରାଜ୍ୟ RI Exam in Odisha: ଆରଆଇ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ November 6, 2025 Nirvay ଆଜି ରାଜ୍ୟରେ ରାଜସ୍ୱ ନିରୀକ୍ଷକ ଓ ଅମିନ ପରୀକ୍ଷା ଅନୁଷ୍ଠିତ ହେଉଛି । ହେଲେ ଆରମ୍ଭରୁ ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ ଦେଖାଦେଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଦ୍ୱାରା ପରୀକ୍ଷାର୍ଥୀମାନେ ବିଳମ୍ବରେ କେନ୍ଦ୍ର ଭିତରକୁ ଯାଇଛନ୍ତି…
ରାଜନୀତି ରାଜ୍ୟ Congress Manifesto: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ November 6, 2025 Nirvay ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ନିର୍ବାଚନୀ ଇସ୍ତାହାରରେ ନୂଆପଡାର ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଶିଳ୍ପ ପ୍ରତିଷ୍ଠା, ଶୀତଳ ଭଣ୍ଡାର ନିର୍ମାଣ, ତିଖାଲି ପ୍ରକଳ୍ପ ଉନ୍ନତିକରଣ, ପତୋରା ଡ୍ୟାମ ଉନ୍ନତିକରଣ, କୃଷିର ଉନ୍ନତିକରଣ,…
ଦେଶ ରାଜନୀତି Bihar Assembly Elections: ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ November 6, 2025 Nirvay ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୧୮ ଜିଲ୍ଲାରେ ୧୨୧ ଆସନରେ ଭୋଟ ଦେବେ ଜନତା । ୪୫…
ଖେଳ ଦେଶ ବିଶ୍ୱ Women’s World Cup Champions: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍ November 6, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରିଥିଲେ । ସାକ୍ଷାତ ସମୟରେ ସେ ଖେଳାଳିମାନଙ୍କ…
ରାଜ୍ୟ Bali Jatra 2025: ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା November 5, 2025 Nirvay ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୋଇତରେ ଆସି ବାଲିଯାତ୍ରାର ଉଦ୍ଘାଟନ କରିଛନ୍ତି । ବାଲିଯାତ୍ରା ଉଦଘାଟନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀ ତଟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ…
ରାଜ୍ୟ Boita Bandana Utsav: ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ November 5, 2025 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପାରାଦୀପ ବନ୍ଦରରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ସମ୍ପର୍କରେ ଆଲୋକପାତ କରିଛନ୍ତି ଏବଂ ରାଜ୍ୟର ଅର୍ଥନୈତିକ…
ରାଜନୀତି ରାଜ୍ୟ Nuapada Bye-Election: ବିଜେପିର ଶାଢ଼ୀ ଓ ଟଙ୍କା ବଣ୍ଟା ନେଇ ଅଭିଯୋଗ କଲା କଂଗ୍ରେସ November 5, 2025 Nirvay ନୂଆପଡା ଉପନିର୍ବାଚନ ପ୍ରଚାର ସମୟରେ ବିଜେପି କର୍ମୀଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ସମ୍ପର୍କରେ ଅଭିଯୋଗ କରି ଓଡ଼ିଶା ପ୍ରଦେଶ କଂଗେସ ପକ୍ଷରୁ ଏକ ୫ ଜଣିଆ ମହିଳା ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ…