ତାଜା ଖବର ରାଜନୀତି ରାଜ୍ୟ ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ଘଟଣା;ସରକାର ଉପରେ ବର୍ଷୀଲା ବିଜେଡି November 2, 2024 Nirvay କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଖାଦ୍ୟାଭାବରୁ ଆମ୍ବ ଟାକୁଆର ଯାଉ ଖାଇ ୨ଟି ପରିବାରର ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୬ଜଣ ଗୁରୁତର ଅଛନ୍ତି |ଏହି ଘଟଣାକୁ ନେଇ ଆଜି ବିଜେପି ସରକାର ଉପରେ ବର୍ଷିଛି ବିଜେଡ଼ି। ଏହାକୁ ଗୁରୁତର…
ତାଜା ଖବର ରାଜ୍ୟ ଦନ୍ତାହାତୀ ଉପରେ ମାଡିଗଲା ମାଲବାହୀ ଟ୍ରେନ November 2, 2024 Nirvay ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚିନ୍ତାପୋଖରୀ ଠାରେ ଟ୍ରେନ ଦୁର୍ଘଟଣା ରେ ଦନ୍ତା ହାତୀ ର ମୃତ୍ୟୁ ଘଟିଛି | ସୂଚନା ଅନୁଯାୟୀ ୪୦ ଟିକିଆ ହାତୀ ପଲ ରେଳଧାରଣା ପାର କରୁଥିବା ବେଳେ ମାଲବାହୀ ଟ୍ରେନ ହାତୀ କୁ ଧକ୍କା…
ତାଜା ଖବର ରାଜନୀତି ରାଜ୍ୟ କଣ୍ଟାବାଞ୍ଜିରୁ ନବୀନଙ୍କ ପରାଜୟ ଥିଲା ଏକ ଚକ୍ରାନ୍ତ : ଦେବେନ୍ଦ୍ର ଦାସ November 1, 2024 Nirvay ଗତ ନିର୍ବାଚନ ରେ କଣ୍ଟାବାଞ୍ଜି ଆସନ ରୁ ଲକ୍ଷ୍ମଣ ବାଗ ଠାରୁ ନବୀନ ପଟ୍ଟନାୟକ ଙ୍କ ପରାଜୟ କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରୀ ର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ । ସେ…
ତାଜା ଖବର ରାଜ୍ୟ ଭୁବନେଶ୍ୱର ରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ର ନୂଆ ଶାଖା November 1, 2024 Nirvay ଭୁବନେଶ୍ୱରରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ର ଏକ ଶାଖା ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ରାଜ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର…
ତାଜା ଖବର ରାଜ୍ୟ ରତ୍ନ ଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ : ପୃଥ୍ଵୀରାଜ ହରିଚନ୍ଦନ November 1, 2024 Nirvay ଆଜି ପ୍ରକାଶ ପାଇଛି ପୁରୀ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାରର ପ୍ରାଥମିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡଙ୍ଗ ନାହିଁ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ୍ ।…
ତାଜା ଖବର ରାଜନୀତି ରାଜ୍ୟ ବାତ୍ୟା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ରେ ହେନ୍ତାଳ ବଣ ଗୁରୁତ୍ବପୂର୍ଣ୍ଣ : ସୁରେଶ ପୂଜାରୀ October 31, 2024 Nirvay ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତବ୍ୟ ଦେଇଛନ୍ତି ଯେ ବାତ୍ୟା ‘ଦାନା’ ପ୍ରଭାବିତ ଓଡ଼ଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ହେନ୍ତାଳ ବନ ସୃଷ୍ଟି ପାଇଁ ଓଡିଶା ସରକାର ଯୋଜନା ଆରମ୍ଭ କରିଛନ୍ତି | ବାତ୍ୟା ‘ଦାନା’ ଓଡ଼ିଶାର…
ତାଜା ଖବର ରାଜନୀତି ରାଜ୍ୟ ମୁନ୍ନା ଖାଁ ଙ୍କ ବଡ଼ ବୟାନ “ବିଜେଡି ଲିଙ୍କ ରେ ୧୪ ବିଜେପି ବିଧାୟକ ” October 31, 2024 Nirvay ରାଜ୍ଯସଭା ସାଂସଦ ମୁନ୍ନା ଖାଁ ନବୀନଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ଦେଇଛନ୍ତି| ବରିଷ୍ଠ ବିଜେଡ଼ି ନେତା ମୁନା ଖାଁ ବିଜେପି ଦଳ ଉପରେ ଆକ୍ଷେପ କରି କହିଛନ୍ତି ଯେ ଏହା ଭାଙ୍ଗିବା ପାଇଁ…
ତାଜା ଖବର ରାଜନୀତି ରାଜ୍ୟ ମହାକାଳପଡ଼ା ବିଜେପିରେ ଅସନ୍ତୋଷ; ସରପଞ୍ଚଙ୍କ ଇସ୍ତଫାକୁ ନେଇ ପୁଣି ଚର୍ଚ୍ଚାରେ ଦୁର୍ଗା October 28, 2024 Nirvay ନିର୍ବାଚନର ଫଳାଫଳ ୫ ମାସ ନପୁରୁଣୁ ସାରା ରାଜ୍ୟରେ ସର୍ବାଧିକ ଭୋଟ ପାଇଥିବା ମହାକାଳପଡା ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଅନେକ ବିବାଦରେ ଛନ୍ଦି ହେବା ସହ ତାଙ୍କର ରାଜନୈତିକ ଅପରିପକ୍ଵତା ଓ ଅପାରଗତା ଧିରେ ଧିରେ ପ୍ରକାଶିତ ହେବାରେ…
ତାଜା ଖବର ରାଜ୍ୟ ଦାନା ବାତ୍ୟା ଯୋଗୁଁ ହୋଇଛି ବ୍ୟାପକ କ୍ଷୟକ୍ଷତି; ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା October 27, 2024 Nirvay ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ଓ ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଓ ନଭେମ୍ବର ୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡ଼ା, ଭଦ୍ରକ,…
ତାଜା ଖବର ରାଜ୍ୟ ଅକ୍ଟୋବର ୨୯ ତାରିଖରେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ October 27, 2024 Nirvay ଓଡ଼ିଶାରେ ଅକ୍ଟୋବର ୨୯ ତାରିଖରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସିରେ ଏ ଯୋଜନାର ଶୁଭାରମ୍ଭ କରିବେ. ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଅବସରରେ ଉପସ୍ଥିତ ରହିବେ । ୭୦ ବର୍ଷରୁ…