ରାଜ୍ୟ ୩ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ାଇଲେ ଓଡିଶା ରାଜ୍ୟପାଳ November 21, 2024 Nirvay ବିଶ୍ୱବିଦ୍ୟାଳୟ ମାନଙ୍କ କୁଳାଧିପତି ଭାବରେ କାର୍ଯ୍ଯ କରୁଥିବା ରାଜ୍ଯପାଳ ଗୁରୁବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ , ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରି ତିନୋଟି ବିଶ୍ୱବିଦ୍ୟାଳୟ ର କୁଳପତିଙ୍କ କାର୍ଯ୍ଯକାଳ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତରେ ଆଜି…
ରାଜ୍ୟ ରାଜ୍ୟ ମହିଳା କମିଶନରଙ୍କ ପଦଚ୍ୟୁତ ମାମଲା ରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ November 21, 2024 Nirvay ଗତ କିଛି ଦିନ ପୂର୍ବେ ଓଡିଶା ମହିଳା କମିଶନର ଙ୍କୁ ରାଜ୍ୟ ସରକାର ପଦଚ୍ୟୁତ କରିଥିଲେ | ଆଜି ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଅଧ୍ଯକ୍ଷା ଓ ସଦସ୍ଯାଙ୍କୁ ବରଖାସ୍ତ କରିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି କରିଛନ୍ତି…
ବ୍ୟବସାୟ ଅଦାନୀ ଲାଞ୍ଚ ଘଟଣା:ଆମେରିକାର ଅଭିଯୋଗ ତାଲିକାରେ ଓଡିଶା ସହ ୩ ଅନ୍ୟ ରାଜ୍ୟ November 21, 2024 Nirvay ସୌର ଶକ୍ତି ଚୁକ୍ତି ହାସଲ କରିବା ପାଇଁ ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ଗୌତମ ଆଦାନୀ ଏବଂ ଅନ୍ଯ ସାତଜଣଙ୍କୁ ଆମେରିକା ଅଭିଯୁକ୍ତ କରିବା ପରେ ଧ୍ୟାନ ଆକର୍ଷଣ କରୁଥିବା ଚାରିଟି ରାଜ୍ଯ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ…
ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେବ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ November 20, 2024 Nirvay ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସହଯୋଗରେ ଆସନ୍ତା ନଭେମ୍ବର ୨୧ ତାରିଖ ଠାରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ…
ରାଜନୀତି ରାଜ୍ୟ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା କୁ ନେଇ ବିଜେଡି ନେତା ବବି ଦାସଙ୍କ ପ୍ରତିକ୍ରିୟା November 20, 2024 Nirvay ଯାଜପୁରରେ ଧର୍ମଶାଳା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ନେଇ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ମୁଁ ଏହି ଘଟଣା କୁ ନିନ୍ଦା କରୁଛି | ବିଧାୟକଙ୍କୁ ଆକ୍ରମଣରେ ସଂପୃକ୍ତଙ୍କୁ ଖୋଜି…
ରାଜ୍ୟ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚସ୍ତରୀୟ କମିଟି ଗଠନ November 20, 2024 Nirvay ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ କେନ୍ଦ୍ର ସରକାର ବୁଧବାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ସରକାର ଅଧୀନରେ ପ୍ରଥମ…
ରାଜ୍ୟ ବଲାଙ୍ଗୀର ରେ ଅଭାବନୀୟ ଘଟଣା : ଆଦିବାସୀ ବାଳିକା ଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର November 20, 2024 Nirvay ବଲାଙ୍ଗୀର ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଲୋକଲୋଚନ କୁ ଆସିଛି | ଗତ ୧୬ ତାରିଖରେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଏକ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ବାଟରେ ଅଭୟ ବାଗ ନାମକ ଏକ ଯୁବକ ତାଙ୍କୁ…
ରାଜନୀତି ରାଜ୍ୟ ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଙ୍କୁ ଆକ୍ରମଣ ଅଭିଯୋଗ November 20, 2024 Nirvay ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ ସାହୁ)ଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଯାଜପୁର ବୁଢ଼ାଘାଟରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।ବିଧାୟକ ଯାଉଥିବା ବେଳେ ତାଙ୍କ ଗାଡି ଅଟକାଇ ଠେଙ୍ଗାରେ…
ଖେଳ ଦେଶ ଚୀନକୁ ହରାଇ ଭାରତ ଜିତିଲା ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି November 20, 2024 Nirvay ବୁଧବାର ଦିନ ଫାଇନାଲରେ ଚୀନ୍ କୁ ୧-୦ରେ ପରାସ୍ତ କରି ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଟାଇଟଲ୍ ହାସଲ କରିଛି।ମୋଟ ଉପରେ, ତୃତୀୟ ଥର ପାଇଁ ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତିଛି, ଏହି ପ୍ରତିଯୋଗିତାରେ ଦକ୍ଷିଣ…
ରାଜ୍ୟ ଜୁନାଗଡ଼ ଗଣଦୁଷ୍କର୍ମ ମାମଲା : ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ November 20, 2024 Nirvay ବହୁ ଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଆଜି ଧର୍ମଗଡ଼ ଏଡିଜେ ୬ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି |ପୂର୍ବରୁ ଏନେଇ ପୋଲିସ ୮ଜଣ କୁଅଟକରଖିତଦନ୍ତକରୁଥିଲା ପରେ ସେଥିମଧ୍ୟରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଧର୍ମଗଡ଼ ଜେଲ ପଠାଯାଇଥିଲା ।…