Author: Nirvay

Rajya Sabha Elections: ବିଜେପି ଘୋଡ଼ା ବେପାର କରୁଛି କହିଲେ ନବୀନ, କାଉଣ୍ଟର କଲେ ଜୟନାରାୟଣ, ପ୍ରତାପ ଷଡଙ୍ଗୀ

ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି ।ଓଡ଼ିଶାରେ ରାଜ୍ୟସଭା ଆସନ ପାଇଁ ଲଢ଼େଇ ତୀବ୍ର ହେଉଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶାସକ ବିଜେପି ଉପରେ ଆକ୍ରମଣ ଆରମ୍ଭ କରି ଦଳ…

ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି

ରାଜ୍ୟ ସରକାରଙ୍କ ସଂସ୍କୃତିି ବିଭାଗ ଓଡ଼ିଶାର ୨୫ ଜଣ ବରପୁତ୍ରଙ୍କ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବରେ ଘୋଷଣା କରିଛନ୍ତି । ଅଥଚ ଏ ତାଲିକାରେ କବି ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଗାଁ ନନ୍ଦଳା ଗ୍ରାମ ନାହିଁ । ସରକାରଙ୍କ ଏହି…

Rajya Sabha Elections: କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଫୋନ୍‌ ଉଠାଉ ନଥିବା କାଡାମଙ୍କ ସୂଚନା

କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଫୋନ୍‌ ଉଠାଉ ନାହାନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି । ପିସିସି ସଭାପତି ଏବଂ ଏଆଇସିସି ନେତା ଗମାଙ୍ଗଙ୍କ ସହିତ ଯୋଗାଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।…

Maoist-Free India: ଆତ୍ମସମର୍ପଣ କରିବାକୁ ମନାକଲେ ମାଓ ନେତ୍ରୀ

ମାଲକାନଗିରିରେ ମାଓ ନେତ୍ରୀ ରାଣୀତା ପ୍ରେସ୍‌ ବିବୃତ୍ତି ଦେଇ ଆତ୍ମସମର୍ପଣ ନ କରି ଲଢ଼େଇ ଜାରି ରଖିବାକୁ ମାଓବାଦୀଙ୍କୁ କହିଛନ୍ତି । ସାଥୀ କମ୍ରେଡମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ ବୋଲି ମାଡ ଡିଭିଜନର ସଚିବ ରାଣୀତା କହିଛନ୍ତି ।…

US Strikes Kharg Island: ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ୱୀପରେ ଆମେରିକାର ଆକ୍ରମଣ

ଆହୁରି ଭୀଷଣ ହେଲା ଇରାନ-ଆମେରିକା ଯୁଦ୍ଧ । ମଧ୍ୟପ୍ରାଚ୍ୟ ଇତିହାସରେ ସବୁଠାରୁ ଶକ୍ତିଶାଳୀ ବୋମା ହମଲା କଲା ଆମେରିକା । ଇରାନର ତୈଳ ହବ୍ ଭାବେ ଜଣାଶୁଣା କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି । ଆମେରିକାର ସେଣ୍ଟ୍ରାଲ୍…

Resort Politics: ଓଡ଼ିଶା କଂଗ୍ରେସ ବିଧାୟକଙ୍କୁ ଭେଟିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

କର୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ସହ ବେଙ୍ଗଲୁରୁରେ ଓଡ଼ିଶାର କଂଗ୍ରେସ ବିଧାୟକ ମାନଙ୍କ ସହ ସାକ୍ଷାତ କରିଛନ୍ତି । ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ…

RR Swain appointed Chairman of OUSSSC: ରଶ୍ମୀ ରଞ୍ଜନ ସ୍ୱାଇଁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ

ଜମ୍ମୁ କଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ସ୍ୱାଇଁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ପ୍ରଥମ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏହି ନୂଆ ଆୟୋଗ ପୋଲିସ, ଏକ୍ସାଇଜ ଏବଂ ଅନ୍ୟାନ୍ୟ ସେବାରେ ନିଯୁକ୍ତି ପାଇଁ ସ୍ୱଚ୍ଛ…

IndiGo Hikes Fares: ଇରାନ ଯୁଦ୍ଧର ପ୍ରଭାବ; ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ

ଇରାନ ଯୁଦ୍ଧ ପ୍ରଭାବରେ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ପାଇବା କାରଣରୁ ଇଣ୍ଡିଗୋ ବିମାନ ଟିକେଟ ମୂଲ୍ୟ ବୃଦ୍ଧି କରିଛି । ମାର୍ଚ୍ଚ ୧୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ବିମାନ ଭଡ଼ା । ପୂର୍ବରୁ ଏୟାର ଇଣ୍ଡିଆ ମଧ୍ୟ ଟିକେଟ…

PM Kisan 22nd Installment: ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା; ୯ କୋଟି ୩୨ ଲକ୍ଷ ଚାଷୀ ଉପକୃତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର ଗୌହାଟୀରେ ଦେଶର ଅନ୍ନଦାତାଙ୍କୁ ‘ପିଏମ୍-କିଷାନ ଯୋଜନା’ର ୨୨ତମ କିସ୍ତି ପ୍ରଦାନ କରିଛନ୍ତି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ସାରା ଦେଶର…

Notice To Remove CEC: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ବିରୋଧୀଙ୍କ ନୋଟିସ୍

ରାଜନୈତିକ ଦଳଗୁଡ଼ିକ ପ୍ରତି ପକ୍ଷପାତପୂର୍ଣ୍ଣ ବ୍ୟବହାର କରୁଥିବା ଅଭିଯୋଗରେ ବିଭିନ୍ନ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ନୋଟିସ୍ ଦାଖଲ କରିଛନ୍ତି । ନୋଟିସ୍ ରେ ବିଭିନ୍ନ ବିରୋଧୀ ଦଳର ପ୍ରାୟ ୧୯୩…