ତାଜା ଖବର ରାଜ୍ୟ Dr Durga Madhab Satapathy Appointed New DMET: ଦୁର୍ଗା ମାଧବ ଶତପଥୀ ହେଲେ ନୂଆ ଡିଏମଇଟି March 19, 2026 Nirvay ଡକ୍ଟର ଦୁର୍ଗାମାଧବ ଶତପଥୀ ରାଜ୍ୟର ନୂତନ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସେ ବ୍ରହ୍ମପୁର ମହାରାଜ କୃଷ୍ଣଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜର ସୁପରିନ୍ଟେଣ୍ଡେଣ୍ଟ ଥିଲେ । ପୂର୍ବରୁ ଏହି ପଦବୀରେ ଥିବା ଡକ୍ଟର…
ଖେଳ ଦେଶ ବିଶ୍ୱ ରାଜ୍ୟ 2028 World Indoor Athletics Championships: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୨୦୨୮ ବିଶ୍ୱ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ March 19, 2026 Nirvay ଭାରତ ପ୍ରଥମ ଥର ପାଇଁ ୨୦୨୮ ବିଶ୍ୱ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜନ କରିବାକୁ ଯାଉଛି । ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହା ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିଶ୍ୱ ଆଥଲେଟିକ୍ସ ଦ୍ୱାରା ପରିଚାଳିତ ଏକ…
ତାଜା ଖବର ରାଜ୍ୟ Eid ul-Fitr 2026: ଆସନ୍ତା ଶନିବାର ରାଜ୍ୟରେ ପାଳନ ହେବ ଇଦ୍-ଉଲ୍-ଫିତର୍ March 19, 2026 Nirvay ଆସନ୍ତା ଶନିବାର ଦିନ ସମଗ୍ର ରାଜ୍ୟରେ ଇଦ୍ ଉଲ ଫିତର ଉତ୍ସବ ପାଳନ ହେବ । ଆଜି ରାଜ୍ୟର କୌଣସି ସ୍ଥାନରେ ଚନ୍ଦ୍ର ଦେଖାନଯିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ ଅଲ୍ ଜମାତ୍ ଚାନ୍ଦ…
ତାଜା ଖବର ଦେଶ ରାଜନୀତି West Bengal Assembly Elections: ପଶ୍ଚିମବଙ୍ଗ ପାଇଁ ବିଜେପିର ୧୧୧ ଜଣିଆ ତାଲିକା ପ୍ରକାଶ March 19, 2026 Nirvay ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଦିନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ପଶ୍ଚିମବଙ୍ଗରେ ଭୋଟଗ୍ରହଣ ଏପ୍ରିଲ ୨୩ ଏବଂ ଏପ୍ରିଲ ୨୯ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ…
ତାଜା ଖବର ରାଜନୀତି ରାଜ୍ୟ Cross Voting in Rajya Sabha Election: ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ March 18, 2026 Nirvay ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡଃ ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ଦାଶରଥି ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟ ଦେଇଥିଲେ । ଯାହା ଦଳୀୟ ଶୃଙ୍ଖଳାର ଘୋର…
ତାଜା ଖବର ରାଜ୍ୟ SCB Fire Tragedy: SCB ଅଗ୍ନିକାଣ୍ଡ ଘଟଣାରେ ୪ ଅଧିକାରୀ ନିଲମ୍ବିତ March 18, 2026 Nirvay କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନିଲମ୍ବିତ…
ଦେଶ Govt Caps Airline Seat Selection Fees: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ୬୦% ସିଟ୍ ମାଗଣାରେ ବାଛିପାରିବେ ଯାତ୍ରୀ March 18, 2026 Nirvay ସରକାର ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏୟାରଲାଇନ୍ସଗୁଡ଼ିକୁ ଏବେ ପ୍ରତ୍ୟେକ ଉଡ଼ାଣରେ ଅତି କମ୍ରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ଅତିରିକ୍ତ ଶୁଳ୍କ ବିନା ଚୟନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।…
ତାଜା ଖବର ରାଜ୍ୟ Dara Singh Case in SC: ସୁପ୍ରିମକୋର୍ଟରେ ମେ ୧୩ ତାରିଖରେ ଦାରା ସିଂ ମାମଲାର ପରବର୍ତ୍ତୀ ଶୁଣାଣି March 18, 2026 Nirvay ଆଜି ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି । ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହଙ୍କ ଦଣ୍ଡ କୋହଳ…
ତାଜା ଖବର ରାଜ୍ୟ SCB Hospital Fire: ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB March 18, 2026 Nirvay ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନା କୁହାଯାଉଥିବା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡରେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣିଥରେ…
ତାଜା ଖବର ରାଜନୀତି ରାଜ୍ୟ BJD Cross Voting: ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ March 17, 2026 Nirvay ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ରାଜ୍ୟସଭା ନିର୍ବାଚନରେ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଜେଡ଼ି ସଭାପତି ତଥା ବିରୋଧୀ ଦଳ…