ରାଜନୀତି ରାଜ୍ୟ କାଲି ବିଧାନସଭା ବୟକଟ୍ କରିବ କଂଗ୍ରେସ March 11, 2025 Nirvay ବିଧାନସଭା ଭଳି ଏକ ପବିତ୍ର ଗୃହରେ ଆଜି ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗିବା ଏବଂ ପରେ ତିନି ଦଳର ବିଧାୟକ ମାନେ ହାତାହାତି ହେବା ଘଟଣାରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି…
ମନୋରଞ୍ଜନ ରାଜ୍ୟ ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି ଏବଂ ଜାଗ୍ରତି ଶୁକ୍ଲା March 11, 2025 Nirvay ବିବାହ ବନ୍ଧନରେ ବାନ୍ଧିହେଲେ ଅନୁଭବ ମହାନ୍ତି, ଜାଗ୍ରତି ଶୁକ୍ଲା । ସାମ୍ନାକୁ ଆସିଲା ବାହାଘର ବେଳର ଫଟୋ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଦ୍ଵିତୀୟ ଥର ପାଇଁ ବିବାହ କରିଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ।…
ରାଜ୍ୟ ଚାଲିଛି ପାହାଡ଼ ଲୁଟ.. ବଦଳୁନି କିଛି March 11, 2025 Nirvay ମାଫିଆଙ୍କ କବ୍ଜାରେ ଯାଜପୁରର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ । ପୂର୍ବ ସରକାର ସମୟରେ ସ୍ଥିତି ଯାହାଥିଲା ନୂଆ ସରକାର ଆସିବା ପରେ ବି ସ୍ଥିତି ସେଭଳି ହିଁ ଅଛି । ସେତେବେଳେ ବି ପୂର୍ବତନ ଯାଜପୁର ବିଧାୟକ…
ରାଜନୀତି ରାଜ୍ୟ ଓଡ଼ିଶା ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ: କଂଗ୍ରେସ March 10, 2025 Nirvay ରାଜ୍ୟରେ ମହିଳାମାନେ ପ୍ରତି ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ବହୁମାତ୍ରାରେ ଦିନକୁ ଦିନ ବଢ଼ି ବଢ଼ିଚାଲିଛି । ଏହାର ପ୍ରତିବାଦରେ ଓ ନିରାକରଣ ପାଇଁ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଙ୍କ ଆହ୍ବାନକ୍ରମେ ଭୁବନେଶ୍ଵର ଜିଲ୍ଲା…
ରାଜ୍ୟ ଆସନ୍ତା କାଲି ସବୁ ଜିଲ୍ଲାରେ ଆୟୋଜିତ ହେବ ଲକ୍ଷପତି ଦିଦି କର୍ମଶାଳା March 10, 2025 Nirvay ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା । କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି “ଲକ୍ଷପତି ଦିଦି” ଯୋଜନା କାର୍ଯ୍ୟକାରୀ…
ରାଜ୍ୟ ଚୋରା ବାଲି ମାଫିଆଙ୍କ ବିରୋଧରେ ଓଡିଶା ପୋଲିସର କଡା କାର୍ଯ୍ୟାନୁଷ୍ଠାନ March 10, 2025 Nirvay ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି ।…
ରାଜନୀତି ରାଜ୍ୟ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ମତାମତ ଦେବେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ March 10, 2025 Nirvay ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଜୟନାରାୟଣଙ୍କ ମନ୍ତବ୍ୟ ବିଷୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ମତାମତ ଦେବେ, ତାଙ୍କୁ ଦଳ ତରଫରୁ ଅଥରାଇଜ୍ କରାଯାଇଛି ବୋଲି କହିଛନ୍ତି ମନମୋହନ…
ରାଜ୍ୟ ବିଜେପି ସରକାରରେ ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଦ୍ୱିଗୁଣିତ ହୋଇଛି: ପ୍ରଭାତୀ ପରିଡ଼ା March 8, 2025 Nirvay ପୂର୍ବରୁ ଅନେକ ଥର ରାଜ୍ୟ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ମାତ୍ର ଏଥର ପଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏକାକୀ ସରକାର ଗଠନ କରିବା ପରେ ଏହି ଦିବସ ପାଳନ କରୁଛି ।…
ରାଜନୀତି ରାଜ୍ୟ ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁ ବାବୁଙ୍କ ବିଶାଳ ପ୍ରତିମୂର୍ତ୍ତି March 8, 2025 Nirvay ଭାରତୀୟ ଜନତା ପାର୍ଟିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ବିଜୁ ପଟ୍ଟନାୟକଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି କହିଲେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କୁ ସମ୍ମାନ କଥା କହୁଥିବା ଦଳର…
ରାଜ୍ୟ ଓଡ଼ିଶାରେ ମିଶିବା ଆମର ଭୁଲ୍ ଥିଲା କହିଲେ ଜୟନାରାୟଣ March 8, 2025 Nirvay ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ । ସମ୍ବଲପୁରରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି, ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱର । କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ । କେବଳ…