ଦେଶ ବିଶ୍ୱ ସକାଳୁ ପାକିସ୍ତାନର ମିଶାଇଲ ଆକ୍ରମଣ; ୨ଟି ପାକିସ୍ତାନୀ ଜେଟ ଖସାଇଲା ଭାରତ May 10, 2025 Nirvay ପାକ୍ ପକ୍ଷରୁ ହେଉଥିବା ଆକ୍ରମଣକୁ ଉଚିତ୍ ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବଳ । ଶୁକ୍ରବାର ମଧ୍ୟରାତ୍ରିରେ ଭାରତର ପାକିସ୍ତାନ ଏୟାରବେସ୍ ଉପରେ ଆକ୍ରମଣ ପରେ ଆଜି ସକାଳୁ ସକାଳୁ ପାକିସ୍ତାନ ଭାରତ ଉପରେ ମିସାଇଲ୍ ମାଡ଼ କରିଥିଲା, ଯାହାକୁ ଭାରତୀୟ…
ଦେଶ ବିଶ୍ୱ ମଧ୍ୟରାତ୍ରିରେ ପାକିସ୍ତାନର ୩ଟି ଏୟାରବେସ୍ ଧ୍ୱଂସ କଲା ଭାରତ May 10, 2025 Nirvay ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ସୀମାରେ ଚାଲିଛି ଘମାଘଟ୍ ଲଢ଼େଇ । ପାକ୍ ସେନାକୁ କଡା ଜବାବ ଦେଉଛି ଭାରତୀୟ ସେନା । ମଧ୍ୟରାତ୍ରିରେ ପାକିସ୍ତାନରେ ବଡ଼ ଧରଣର ଆକ୍ରମଣ କରି ୩ଟି ଏୟାରବେସ୍ ଧ୍ୱଂସ କରିଛି ଭାରତ…
ଦେଶ ବିଶ୍ୱ ଜମ୍ମୁ କାଶ୍ମୀରରେ ପୁଣି ଡ୍ରୋନ ଆକ୍ରମଣ କଲା ପାକିସ୍ତାନ, ଜବାବ ଦେଲା ଭାରତୀୟ ସେନା May 9, 2025 Nirvay ଗତକାଲି ଭଳି ଆଜି ବି ସିଭିଲ୍ ଏୟାରଲାଇନ୍କୁ ଢାଲ ଭାବେ ବ୍ୟବହାର କରୁଛି ପାକିସ୍ତାନ । ସିଭିଲ୍ ଏୟାରସ୍ପେଶ୍ ବନ୍ଦ ନ କରି ଡ୍ରୋନ୍ ଆଟାକ୍ କରୁଛି ପାକ୍ । ଜମ୍ମୁ କାଶ୍ମୀର, ପଠାନକୋଟ, ସାମ୍ବା ଏୟାରବେସ୍ ପାଖରେ ବାଜିଛି ସାଇରନ୍…
ଦେଶ ଭାରତ-ପାକିସ୍ତାନ ଉତ୍ତେଜନା: ମେ ୧୫ ଯାଏଁ ୨୪ଟି ଏୟାରପୋର୍ଟ ବନ୍ଦ May 9, 2025 Nirvay ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଦେଶର ୨୪ଟି ବିମାନବନ୍ଦରକୁ ମେ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ବନ୍ଦ ରହିବାକୁ ଥିବା ବିମାନ ବନ୍ଦର…
ରାଜ୍ୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ ଯାଇଥିବା ସଂଗ୍ରାମୀଙ୍କୁ ମିଳିବ ପେନ୍ସନ: ମୁଖ୍ୟମନ୍ତ୍ରୀ May 9, 2025 Nirvay ଓଡିଆ ଅସ୍ମିତାର ନିଦର୍ଶନ ସ୍ୱରୂପ ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକ୍ରିୟାରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ…
ଦେଶ ବିଶ୍ୱ ରାଜସ୍ଥାନରେ ପାକିସ୍ତାନୀ ପାଇଲଟ୍ ଧରାପଡ଼ିଥିବା ସୂଚନା May 8, 2025 Nirvay ରାଜସ୍ଥାନର ଜୈସଲମେରରେ ପାକିସ୍ତାନୀ ପାଇଲଟଙ୍କୁ ଭାରତୀୟ ସେନା ଜୀବନ୍ତ ଧରିଛି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ପାକିସ୍ତାନର ଆକ୍ରମଣ ଉଦ୍ୟମ ବିଫଳ ହୋଇଛି । ଫୈଜଲାବାଦ ଏବଂ ସରଗୋଧାରେ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇଛି ତେବେ ଭାରତୀୟ ସେନାର…
ଦେଶ ବିଶ୍ୱ ଜମ୍ମୁରେ ପାକିସ୍ତାନର ଆକ୍ରମଣ; ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ଡ୍ରୋନ୍ ଆକ୍ରମଣ May 8, 2025 Nirvay ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ, ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ପାକିସ୍ତାନ ଜମ୍ମୁକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରିଛି । କେବଳ ଜମ୍ମୁ…
ରାଜ୍ୟ ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ May 8, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା’ ତାରାତାରିଣୀଙ୍କୁ ଦର୍ଶନ କରି ଏହି ଅଂଚଳର…
ଦେଶ ୧୦ ରାଜ୍ୟରେ ବଢ଼ିଲା ସୁରକ୍ଷା; ଛୁଟିରେ ଥିବା ଯବାନଙ୍କ ଛୁଟି ବାତିଲ May 7, 2025 Nirvay କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିନ ପାକିସ୍ତାନ ସହ ସୀମାନ୍ତରେ ଥିବା ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଯେକୌଣସି ପରିସ୍ଥିତିର…
ଖେଳ ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ ଶର୍ମା May 7, 2025 Nirvay ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂର୍ବରୁ ରୋହିତ ଟି-୨୦ ରୁ ଅବସର ଘୋଷଣା କରିଥିଲେ । ଟେଷ୍ଟ ଅଧିନାୟକ ପଦରୁ ହଟିବା ସୂଚନା ପାଇବା ମାତ୍ରେ ସେ ଅବସର ନେଇଥିବା…