ଦେଶ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀ; ମୋଦୀ ସରକାରଙ୍କ ଫୋକସରେ ପିଓକେ May 13, 2025 Nirvay ବୈଦେଶିକ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି ଆଜି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ପାକିସ୍ତାନ ଅଧିକୃତ କାଶ୍ମୀର ବ ଅବୈଧ ଅଧିକୃତ ଭାରତୀୟ ଅଞ୍ଚଳ ପିଓକେ ପାକିସ୍ତାନ ଖାଲି କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ।…
ଦେଶ ବିଶ୍ୱ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ଜମ୍ମୁ ଓ ପଞ୍ଜାଵରେ ଉଡିଲା ଡ୍ରୋନ୍ May 12, 2025 Nirvay ପୁଣି ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଜମ୍ମୁ କାଶ୍ମୀର ସାମ୍ବା ସେକ୍ଟରରେ ଏବଂ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ ଦେଖାଯିବା ସହ ବଡ଼ ବିସ୍ଫୋରଣ ଶବ୍ଦ ବି ଶୁଭିଛି । ତେବେ ଭାରତ, ପାକିସ୍ତାନୀ ଡ୍ରୋନକୁ ମାରି…
ଖେଳ ମେ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍; ଜୁନ୍ ୩ ରେ ଫାଇନାଲ୍ ମ୍ୟାଚ୍ May 12, 2025 Nirvay ମେ’ ୧୭ ରୁ ପୁଣି ଆରମ୍ଭ ହେବ ଆଇପିଏଲ୍ ମ୍ୟାଚ । ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ୬ ଟି ଭେନ୍ୟୁରେ ଅବଶିଷ୍ଟ ୧୭ ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଦିଲ୍ଲୀ, ଲକ୍ଷ୍ନୌ,…
ଦେଶ ଅପରେସନ ସିନ୍ଦୂର ଦେଶର ମାଆ ଓ ଭଉଣୀଙ୍କ ପାଇଁ ସମର୍ପିତ: ନରେନ୍ଦ୍ର ମୋଦି May 12, 2025 Nirvay ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ଅପରେସନ ସିନ୍ଦୂର ଦେଶର ମାଆ…
ଦେଶ ବିଶ୍ୱ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ପୁଣି ସୀମାରେ ବିସ୍ଫୋରଣ, ଡ୍ରୋନ୍ ଆକ୍ରମଣ May 10, 2025 Nirvay ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିବାବେଳେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ପୁଣିଥରେ ଜମ୍ମୁ-କାଶ୍ମୀରରେ ସୀମାରେ ବିସ୍ଫୋରଣ ହୋଇଛି । ଏଲଓସି ନିକଟବର୍ତ୍ତୀ ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ…
ଦେଶ ବିଶ୍ୱ ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର May 10, 2025 Nirvay ଅସ୍ତ୍ରବିରତି ସତ୍ତ୍ୱେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିବ ବୋଲି ବୈଦେଶିକ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଅସ୍ତ୍ରବିରତି ନେଇ କୌଣସି ପୂର୍ବ ଓ ପର ସର୍ତ୍ତ ନାହିଁ । ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିବ ।…
ଦେଶ ବିଶ୍ୱ ଅସ୍ତ୍ରବିରତି ପାଇଁ ରାଜି ହେଲେ ଭାରତ ଓ ପାକିସ୍ତାନ May 10, 2025 Nirvay ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପର ସଚିବ ବିକ୍ରମ ମିଶ୍ରୀ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ପାଇଁ ଭାରତ ସହମତି ପ୍ରକାଶ କରିଛି ।…
ଦେଶ ବିଶ୍ୱ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଆତଙ୍କୀ କାର୍ଯ୍ୟ କଲେ ଯୁଦ୍ଧ ଘୋଷଣା May 10, 2025 Nirvay ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଭବିଷ୍ୟତରେ ଯଦି ପାକିସ୍ତାନ ପାଳୁଥିବା ଆତଙ୍କୀଙ୍କ ତରଫରୁ କୌଣସି ଆକ୍ରମଣ ହୁଏ ତା’ହେଲେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ…
ଦେଶ ବିଶ୍ୱ ଅପରେସନ ସିନ୍ଦୂରରେ ୫ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ନିହତ May 10, 2025 Nirvay ମେ ୭ ତାରିଖ ରାତିରେ ଆରମ୍ଭ ହୋଇଥିବା ଅପରେସନ ‘ସିନ୍ଦୂର’ ର ପ୍ରଥମ ଦିବସ ଆକ୍ରମଣରେ ପାକିସ୍ତାନରେ ଆଡ୍ଡା ଜମାଇଥିବା ଅନେକ ଆତଙ୍କୀ ନିହତ ହୋଇଥିଲେ । ସେ ମଧ୍ୟରୁ ପାକିସ୍ତାନର ୫ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ନିପାତ ହୋଇଛନ୍ତି ।…
ଦେଶ ବିଶ୍ୱ ଟିଭିରେ ଯୁଦ୍ଧ ସାଇରନ ମନା; ସରକାର ଜାରି କଲେ ନିୟମାବଳୀ May 10, 2025 Nirvay ସିଭିଲ ଡିଫେନ୍ସ ବ୍ୟତୀତ ଅନ୍ୟ କାରଣରେ ଯୁଦ୍ଧ ସାଇରନ ବାଜିବା ମନା । ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଦିନ ସମସ୍ତ ଗଣମାଧ୍ୟମ ସଚେତନ କରିବା ଡ୍ରାଇଭ୍ ବ୍ୟତୀତ…