Author: Nirvay

ବରଗଡ଼ରେ ଯୁବତୀ ଅପହରଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ ଏବଂ ହତ୍ୟା ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ ଆଜି ପୋଲିସ ଗିରଫ କରିଛି । ଟିଟିଲାଗଡ଼ ରେଲୱେ ଷ୍ଟେସନରୁ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି…

ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ ସୈଫ

ସୈଫଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ୫ ଦିନର ଚିକିତ୍ସା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଆଜି ଡିସ୍‌ଚାର୍ଜ ହୋଇ ନିଜ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରକୁ ଫେରିଛନ୍ତି ସୈଫ୍ ଅଲ୍ଲୀ ଖାନ୍ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା…

ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

ଆଜି ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍‌ । ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ଆମେରିକାର ଉପରାଷ୍ଟ୍ରପତି ଭାବେ ଜେଡି ଭେନ୍ସ ମଧ୍ୟ…

କଣାସରେ ବ୍ୟାପୁଛି ଛାଡାବାନ୍ତି, ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

ବିଷ ପାଲଟିଛି ପୁରୀ ଜିଲ୍ଲା, କଣାସ ଅଞ୍ଚଳର ଦୟାନଦୀ ଜଳ । ଝାଡାବାନ୍ତି ବ୍ୟାପି କଣାସ ଅଞ୍ଚଳର ୬ ପଞ୍ଚାୟତରେ ବ୍ୟାପିଛି ଝାଡ଼ାବାନ୍ତି । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି…

ପ୍ରତାପ କେଶରୀ ଦେବ ବିଜେଡି ସାଂଗଠିନକ ନିର୍ବାଚନର ନିର୍ବାଚନ ଅଧିକାରୀ ନିଯୁକ୍ତ

ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପରିଚାଳନା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ସାଂସଦ ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଦଳର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ…

ଜାତୀୟ ଶିକ୍ଷା ନୀତି- ୨୦୨୦ ପାଇଁ ଆସିଲା ବିଜ୍ଞପ୍ତି; ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ

୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖାକୁ ନେଇ ଆସିଲା ରାଜ୍ୟ ସରକାରଙ୍କ ବିଜ୍ଞପ୍ତି । ନୂତନ ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ସୀମା ୬ ବର୍ଷ ଧାର୍ଯ୍ୟ ହୋଇଛି । ଗଣଶିକ୍ଷା…

ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା

ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆଜି ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ନୀରଜ ଚୋପ୍ରା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ନୀରଜଙ୍କ ବିବାହରେ…

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଆଜି ସନ୍ଧ୍ୟାରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ…

ଉଭୟ ମହିଳା ଓ ପୁରୁଷ ଖୋ ଖୋ ବିଶ୍ୱକପ୍ ଜିତିଲା ଭାରତ

ଇତିହାସ ରଚିଲା ଭାରତ । ଖୋ ଖୋ ବିଶ୍ୱକପ୍‌ରେ ଭାରତର ପୁରୁଷ ଓ ମହିଳା ଦଳ ଆଜି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛନ୍ତି । ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ରେ ଭାରତ, ନେପାଳକୁ ପରାସ୍ତ କରିଥିବାବେଳେ ଭାରତୀୟ ମହିଳା…

ପୁଣି ଭାଇରାଲ ହେଲା ଗର୍ଭଗୃହ ଫଟୋ; ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ । ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଦୃଶ୍ୟ । ଏଥର ସିଧା ଗର୍ଭଗୃହର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଗରୁଡ ସ୍ତମ୍ଭ ପାଖରୁ ଗର୍ଭ ଗୃହର…