ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରହିଛି ବିଧାନସଭା ପରିସର। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି। ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ପର୍ଯ୍ୟନ୍ତ ପୁରା ଅଂଚଳ ସିସିଟିଭି ନଜରରେ ରହିବ। ପ୍ରବେଶ ଓ ପ୍ରସ୍ଥାନ ପଥରେ ସଶସ୍ତ୍ର ବାହିନୀ ରହିବେ। ଡଗ୍‌ ସ୍କ୍ବାର୍ଡ, ଷ୍ଟ୍ରାଇକିଂ ଫୋର୍ସ, ଏସଓଜି ଯବାନ ମୁତୟନ ରହିବେ।

By Nirvay

Leave a Reply

Your email address will not be published. Required fields are marked *