ରତ୍ନଭଣ୍ଡାର ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ହେବ ବୋଲି କହିଲେ ଧର୍ମେନ୍ଦ୍ର। ଓଡ଼ିଶା ସରକାର ନିଶ୍ଚିତ ରତ୍ନଗଣତି କରିବେ। ଏ ନେଇ ଏଏସଆଇ ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରି ଚିଠି ଲେଖି ସାରିଛନ୍ତି। ଏଏସଆଇର ଏକ ଉଚ୍ଚସ୍ତରୀୟ ଟିମ୍ ଆସି ରତ୍ନଭଣ୍ଡାର ତଦାରଖ କରିବ। ପୁରୁଣା ତାଲିକା ସହ ଏବେର ତାଲିକାକୁ ତୁଳନା କରାଯିବ। ନୂଆ ଓ ପୁରୁଣା ରେକର୍ଡର ଚେକ୍ ହେବ। ତୁଳନା ପରେ ସବୁ ଠିକ୍ ଅଛି କି ନାହିଁ ସ୍ପଷ୍ଟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। Post navigation ସକ୍ରିୟ ବିରୋଧୀ ଦଳ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ ଲକ୍ଷପତି ଦିଦି ମହାସମ୍ମିଳନୀର ଶୁଭାରମ୍ଭ କଲେ ମୋଦି